ଭାରତ ବିରୋଧୀ କାର୍ଯ୍ୟ ପାଇଁ ୩୫ ୟୁଟ୍ୟୁବ ଚ୍ୟାନେଲ ବ୍ଲକ

ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହି ଚ୍ୟାନେଲ ଗୁଡ଼ିକ ଭାରତରେ ମିଥ୍ୟା ତଥ୍ୟ ପ୍ରଚାର କରି ହିଂସା ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ କେନ୍ଦ୍ର ସରକାର ଏଗୁଡ଼ିକୁ ବ୍ଲକ କରିଛନ୍ତି। ଏଥିସହ କିଛି ଟ୍ୱିଟର, ଫେସବୁକ ଆକାଉଣ୍ଟ ଓ ୱେବସାଇଟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସବୁ ଚ୍ୟାନେଲ ଓ ଆକାଉଣ୍ଟଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା। ଏ […]

Youtube

Youtube

Hemant Lenka
  • Published: Friday, 21 January 2022
  • Updated: 21 January 2022, 06:10 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ୩୫ଟି ୟୁଟ୍ୟୁବ ଚ୍ୟାନେଲ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଏହି ଚ୍ୟାନେଲ ଗୁଡ଼ିକ ଭାରତରେ ମିଥ୍ୟା ତଥ୍ୟ ପ୍ରଚାର କରି ହିଂସା ସୃଷ୍ଟି କରିବାକୁ ଚାହୁଁଥିଲେ। ଏଥିପାଇଁ କେନ୍ଦ୍ର ସରକାର ଏଗୁଡ଼ିକୁ ବ୍ଲକ କରିଛନ୍ତି।

ଏଥିସହ କିଛି ଟ୍ୱିଟର, ଫେସବୁକ ଆକାଉଣ୍ଟ ଓ ୱେବସାଇଟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ସବୁ ଚ୍ୟାନେଲ ଓ ଆକାଉଣ୍ଟଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲା।

ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି, “ଗତକାଲି ଅର୍ଥାତ ୨୦ ତାରିଖରେ ଗୁଇନ୍ଦା ବିଭାଗ ଦେଇଥିବା ନୂଆ ତଥ୍ୟକୁ ମନ୍ତ୍ରଣାଳୟ ତର୍ଜମା କରିଥିଲା। ଏହପରେ ଭାରତ ବିରୋଧୀ କାର୍ଯ୍ୟ ପାଇଁ ୩୫ଟି ୟୁଟ୍ୟୁବ ଚ୍ୟାନେଲ, ୨ଟି ଟ୍ୱିଟର ଆକାଉଣ୍ଟ, ୨ଟି ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ଟି ୱେବସାଇଟ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସବୁ ଆକାଉଣ୍ଟ ଗୁଡ଼ିକର ଗୋଟିଏ ସମାନତା ହେଲା, ସେଗୁଡ଼ିକ ପାକିସ୍ତାନରୁ ପରିଚାଳିତ ହେଉଥିଲେ। ଏଥିରେ ମିଥ୍ୟା ଭାରତ ବିରୋଧୀ ଖବରର ପ୍ରଚାର ଓ ପ୍ରସାର କରାଯାଉଥିଲା। ଜାତୀୟ ସୁରକ୍ଷା ପ୍ରତି ଏହିସବୁ ଚ୍ୟାନେଲ ଓ ଆକାଉଣ୍ଟ ବିପଦ ସୃଷ୍ଟି କରୁଥିବାରୁ ସେଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି।

ଏହି ସବୁ ଚ୍ୟାନେଲ ଓ ଆକାଉଣ୍ଟରେ ପୋଷ୍ଟ ହେଉଥିବା ବିଷୟବସ୍ତୁଗୁଡ଼ିକ ସଂପୂର୍ଣ୍ଣ ଭାବେ ମିଥ୍ୟା ଓ ବିଷାକ୍ତ ମଧ୍ୟରେ ବରି ରହିଥିଲା। ଏଥିରେ ସ୍ୱର୍ଗତ ସିଡିଏସ୍‌ ବିପିନ ରାୱତଙ୍କ ଝିଅ ଇସଲାମ ବିରୋଧୀ ଓ  ଉତ୍ତର କୋରିଆ ଆର୍ମି କଶ୍ମୀର ଦଖଲ କରିବ ବୋଲି ପୋଷ୍ଟ ରହିଥିଲା।

ୟୁଟ୍ୟୁବ ଚ୍ୟାନେଲ ଗୁଡ଼ିକ ନିୟମିତ ଭାବେ ଭାରତ ବିରୋଧରେ ପ୍ରଚାର କରୁଥିଲେ। ଏଗୁଡ଼ିକୁ ପ୍ରାୟ ୧.୨୦ କୋଟି ଲୋକ ସର୍ବସ୍କ୍ରାଇବ ମଧ୍ୟ କରିଥିଲେ। ଏପରି ମିଥ୍ୟା ଖବରକୁ ୧୩୦ କୋଟି ଭ୍ୟୁ ମଧ୍ୟ ମିଳିଥିଲା। ଏହା ଭାରତର ଜନସଂଖ୍ୟା ସହ ପ୍ରାୟ ସମାନ। ବର୍ତ୍ତମାନ ଗୁଇନ୍ଦା ବିଭାଗ ଏପରି ଖବର ପ୍ରସାର କରୁଥିବା ମାଧ୍ୟମଗୁଡ଼ିକ ଉପରେ ନଜର ରଖିଛନ୍ତି। ଆଗକୁ ଆହୁରି କିଛି ୟୁଟ୍ୟୁବ ଚ୍ୟାନେଲ ବ୍ଲକ କରାଯିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story