ରାସ୍ତାରେ ବ୍ୟବସାୟୀଙ୍କୁ ଅଟକାଇ ଲୁଟିଲେ ୨ କୋଟି ଟଙ୍କା, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ୪ ଜଣ ଦୁର୍ବୃତ୍ତ ଗୋଟିଏ କାରକୁ ଅଟକାଇ ପ୍ରାୟ ୨ କୋଟି ଟଙ୍କା ଲୁଟ କରିଛନ୍ତି। ଲୁଟର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ରାସ୍ତା ଉପରେ ଛିଡ଼ା ହୋଇଥିବା ଗୋଟିଏ ସେଡାନ କାର୍‌ ଚାଳକଙ୍କ ସହ ଜଣେ ସ୍କୁଟିରେ ଥିବା ବ୍ୟକ୍ତି ଯୁକ୍ତି ତର୍କ କରୁଛନ୍ତି। ଏହି ସମୟରେ କାର୍‌ ଭିତରେ […]

Loot

Loot

Hemant Lenka
  • Published: Wednesday, 30 March 2022
  • Updated: 30 March 2022, 08:40 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ୪ ଜଣ ଦୁର୍ବୃତ୍ତ ଗୋଟିଏ କାରକୁ ଅଟକାଇ ପ୍ରାୟ ୨ କୋଟି ଟଙ୍କା ଲୁଟ କରିଛନ୍ତି। ଲୁଟର ପୂରା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ରାସ୍ତା ଉପରେ ଛିଡ଼ା ହୋଇଥିବା ଗୋଟିଏ ସେଡାନ କାର୍‌ ଚାଳକଙ୍କ ସହ ଜଣେ ସ୍କୁଟିରେ ଥିବା ବ୍ୟକ୍ତି ଯୁକ୍ତି ତର୍କ କରୁଛନ୍ତି। ଏହି ସମୟରେ କାର୍‌ ଭିତରେ ଦୁଇ ଜଣ ବ୍ୟବସାୟୀ ମଧ୍ୟ ବସିଥିଲେ। ତେବେ ଯୁକ୍ତିତର୍କ ଚାଲି ଥିବା ବେଳେ ହଠାତ୍‌ ପଛ ପଟୁ ଜଣେ ଯୁବକ ଦୌଡ଼ି ଆସି କାରର୍‌ ଫ୍ରଣ୍ଟ ଡ୍ରାଇଭର ସାଇଡ ୱିଣ୍ଡୋ କାଚକୁ ଭାଙ୍ଗି ଦେଇଥିଲା।

ଏହି ସମୟରେ ସ୍କୁଟି ଚାଳକ ଜଣକ ନିଜ ପାଖରେ ରଖିଥିବା ବନ୍ଧୁକ ଦେଖାଇ ଗାଡ଼ିର ପଛ ଡିକି ଖୋଲିବାକୁ ଡ୍ରାଇଭରଙ୍କୁ କହିଥିଲା। ଯୁକ୍ତିତର୍କ ପରେ ଡ୍ରାଇଭର ଜଣଙ୍କ ଭୟରେ ପଛ ଡିକି ଖୋଲିଥିଲେ। ଏତିକି ବେଳେ ଆଉ ୨ ଜଣ ଯୁବକ ଡିକିରେ ଥିବା ଏକାଧିକ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ବ୍ୟାଗ ନେବା ପରେ ସମସ୍ତେ ସେଠାରୁ ଫେରାର ହୋଇ ଯାଇଛନ୍ତି।

ଉକ୍ତ କାର୍ରେ ବ୍ୟବସାୟୀ ନରେନ୍ଦ୍ର କୁମାର ଅଗ୍ରୱାଲ ଓ ତାଙ୍କ ସମ୍ପର୍କୀୟ କରନ ଅଗ୍ରୱାଲ ରହିଥିଲେ। ସେହିପରି ଡ୍ରାଇଭର ଗାଡ଼ି ଚଳାଉଥିଲେ। ଦୁର୍ବୃତ୍ତମାନେ ବ୍ୟାଗରେ ଥିବା ପ୍ରାୟ ୧.୯୭ କୋଟି ଟଙ୍କା ଲୁଟ କରିଥିବା ଜଣାପଡ଼ିଛି। ପୁଲିସ୍‌ କହିଛି ଯେ ବ୍ୟବସାୟୀ ନରେନ୍ଦ୍ର କୁମାର ଟଙ୍କା ଧରି ଚାନ୍ଦିଚୌକରୁ ପୁରୁଣା ଦିଲ୍ଲୀ ଆସୁଥିଲେ।

ଅଧା ରାସ୍ତାରେ ହିଁ ତାଙ୍କ ସହ ଏପରି ଘଟଣା ଘଟିଛି। ଏହାର ଅର୍ଥ ଲୁଟେରାମାନେ କାରରେ ଟଙ୍କା ଥିବା କଥା ଭଲ ଭାବେ ଜାଣିଥିଲେ। ସମ୍ଭବତଃ ସେମାନେ ଚାନ୍ଦିନ ଚୌକରୁ ହିଁ ତାଙ୍କୁ ଫଲୋ କରୁଥିଲେ। ତେବେ ଘଟଣାର ସବୁ ଦିଗକୁ ତଦନ୍ତ କରାଯାଉଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story