‘ଆମେ ଦୁଇ, ଆମର ଦୁଇ’ କଟାକ୍ଷରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଆଜି ଲୋକସଭାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ଦେଶକୁ ୪ ଜଣ ଲୋକଙ୍କ ଶାସନ କରୁଛନ୍ତି ବୋଲି ରାହୁଲ ଆଜି ସଂସଦରେ କହିଛନ୍ତି। ପୂର୍ବରୁ ଟ୍ୱିଟର୍‌ରେ ବିଜେପିକୁ ଟାର୍ଗେଟ କରୁଥିବା ରାହୁଲ ଆଜି କହିଛନ୍ତି, “ଫ୍ୟାମିଲି ପ୍ଲାନିଂ ବେଳେ ଆପଣମାନେ ସମସ୍ତେ ଶୁଣିଥିବେ ଯେ ଆମେ ଦୁଇ, ଆମର […]

Rahul

Rahul

Hemant Lenka
  • Published: Thursday, 11 February 2021
  • Updated: 11 February 2021, 08:11 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଲୋକସଭାରେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଆମେ ଦୁଇ, ଆମର ଦୁଇ ପଲିସିରେ ଚଳାଉଛନ୍ତି। ଦେଶକୁ ୪ ଜଣ ଲୋକଙ୍କ ଶାସନ କରୁଛନ୍ତି ବୋଲି ରାହୁଲ ଆଜି ସଂସଦରେ କହିଛନ୍ତି।

ପୂର୍ବରୁ ଟ୍ୱିଟର୍‌ରେ ବିଜେପିକୁ ଟାର୍ଗେଟ କରୁଥିବା ରାହୁଲ ଆଜି କହିଛନ୍ତି, “ଫ୍ୟାମିଲି ପ୍ଲାନିଂ ବେଳେ ଆପଣମାନେ ସମସ୍ତେ ଶୁଣିଥିବେ ଯେ ଆମେ ଦୁଇ, ଆମର ଦୁଇ। ଏହି ସ୍ଲୋଗାନର ଅର୍ଥକୁ ଆଜି ସରକାର ବଦଳାଇ ଦେଇଛନ୍ତି। ଆଜି ଦେଶକୁ ୪ ଜଣ ଲୋକ ଚଳାଉଛନ୍ତି। ସେମାନେ କହୁଛନ୍ତି, ଆମେ ଦୁଇ, ଆମର ଦୁଇ।”

ଏହି ସମୟରେ ରାହୁଲ କାହା ନାଁ ନେଇ ନାହାନ୍ତି। ହେଲେ ସମସ୍ତେ ଏହି ୪ ଜଣଙ୍କୁ ଭଲ ଭାବେ ଜାଣିଥିବା ସେ କହିଛନ୍ତି। କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ସେ କହିଛନ୍ତି, ଏହି ଆନ୍ଦୋଳନକୁ ଯେମିତି ଦେଖାଯାଉଛି, ବାସ୍ତବରେ ଆନ୍ଦୋଳନ ସେମିତି ଚାଲିନି। ଏହି ସଂଘର୍ଷ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ମଧ୍ୟ।

ଯଦି ଆପଣମାନେ ଭାବୁଛନ୍ତି ଏହା କେବଳ ଚାଷୀଙ୍କ ଆନ୍ଦୋଳନ, ତା’ହେଲେ ଆପଣମାନେ ଭୁଲ ଭାବୁଛନ୍ତି। ଏହା ସମଗ୍ର ଭାରତର ଆନ୍ଦୋଳନ। ଏହାକୁ କେବଳ ଚାଷୀମାନେ ନେତୃତ୍ୱ ନେଉଛନ୍ତି। କୃଷି ଆଇନ କେବଳ ଚାଷୀଙ୍କୁ ନୂନ୍ୟ କରିବ ନାହିଁ ବରଂ ଏହାର ଭୟଙ୍କର କୁପ୍ରଭାବ ଛୋଟ ଛୋଟ ଦୋକାନୀ ଓ ବ୍ୟବସାୟୀଙ୍କ ଉପରେ ମଧ୍ୟ ପଡ଼ିବ।

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଏହା ଶକ୍ତ ଧକ୍କା। ଏହା ଭାରତର ଗ୍ରାମୀଣ ଅର୍ଥନୀତିକୁ ଧ୍ୱଂସ କରିଦେବ। ଭାରତ କେବେ ହେଲେ ଅଭିବୃଦ୍ଧି କରିପାରିବ ନାହିଁ। ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ନାହିଁ। କାରଣ ଆମେ ଦୁଇ, ଆମର ଦୁଇଙ୍କ ଲାଭ ପାଇଁ ଦେଶର ମେରୁଦଣ୍ଡକୁ ଭାଙ୍ଗି ଦେବାକୁ ଚେଷ୍ଟା କରାଯାଉଛି ବୋଲି ରାହୁଲ କହିଛନ୍ତି।

ରାହୁଲ ଗାନ୍ଧି ସଂସଦରେ କହିବା ବେଳେ କ୍ରମାଗତ ଭାବେ ବିଜେପି ସଦସ୍ୟମାନେ ତାଙ୍କୁ ବିରୋଧ କରିଥିଲେ। ତଥାପି ରାହୁଲ ନିଜର ଭାଷଣ ଜାରି ରଖିଥିଲେ। ସେ କହିଥିଲେ, ପ୍ରଥମ କୃଷି ଆଇନର ଉଦ୍ଦେଶ୍ୟ ହେଲା ଚାଷୀମାନେ ନିଜର ଉତ୍ପାଦ ସାମଗ୍ରୀକୁ କିଛି ଶିଳ୍ପପତିଙ୍କୁ ବିକ୍ରି କରିବେ। ଏମାନଙ୍କ ମଧ୍ୟରେ ଥିବା ଜଣେ ଶିଳ୍ପପତିଙ୍କୁ ଆପଣମାନେ ଭଲ ଭାବେ ଜାଣିଥିବେ। ସେ ସରକାରଙ୍କ ପ୍ରଥମ ବନ୍ଧୁ।

ଦ୍ୱିତୀୟ କୃଷି ଆଇନ ଜରିଆରେ ସରକାର ତାଙ୍କ ଦ୍ୱିତୀୟ ବନ୍ଧୁଙ୍କୁ ଫାଇଦା ଦେବାକୁ ଚାହୁଁଛନ୍ତି। ଚାଷୀ, ଶ୍ରମିକ, ଛୋଟ ଦୋକାନୀ, ମଧ୍ୟସ୍ଥି ଓ ମଧ୍ୟମ ଉଦ୍ୟୋଗୀଙ୍କୁ ଧ୍ୱଂସ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ୩ଟି ଯାକ କୃଷି ଆଇନରୁ ସ୍ପଷ୍ଟ ହୋଇଯାଇଛି। ଏହି ବର୍ଗର ଲୋକଙ୍କ ଠାରୁ ଟଙ୍କା ନେଇ ସରକାର ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କୁ ଦେବାକୁ ଲକ୍ଷ୍ୟ ରଖିଥିବା ରାହୁଲ କହିଛନ୍ତି।

ରାହୁଲ ଆହୁରି କହିଛନ୍ତି, “ଦେଶର ଚାଷୀ ଓ ଶ୍ରମିକମାନେ ସରକାରଙ୍କୁ ଧ୍ୱଂସ କରିଦେବେ। ଆପଣ କେବେ ହେଲେ ସେମାନଙ୍କ ବିରୋଧରେ ଜିତି ପାରିବେନି। ଚାଷୀମାନେ ଗୋଟିଏ ଇଞ୍ଚ ବି ପଛକୁ ହଟିବେନି। ଆପଣଙ୍କୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ପଡ଼ିବ। ଶେଷରେ ଆପଣ ହାରିବେ। ଏକଥା ମନେ ରଖିଥିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story