୧୮ ମାସ ପରେ ଜମ୍ମୁ-କଶ୍ମୀରକୁ ଫେରିଲା ୪ଜି ଇଣ୍ଟରନେଟ

ନୂଆଦିଲ୍ଲୀ: ଦୀର୍ଘ ୧୮ ମାସର ଅପେକ୍ଷାରେ ଅନ୍ତଘଟିଛି। ଶେଷରେ ଜମ୍ମୁ-କଶ୍ମୀରରେ ହାଇସ୍ପିଡ ୪ଜି ଇଣ୍ଟରନେଟ ସେବାକୁ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ଷମ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି ମଧ୍ୟରାତ୍ରରୁ ସମଗ୍ର ଉପତ୍ୟକାରେ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରାଯିବ।  ୨୦୧୯ ଅଗଷ୍ଟ ୪ରେ ସମଗ୍ର ଉପତ୍ୟକାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ୨୨୩ ଦିନ ପରେ ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ୨ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯାଇଥିଲା। କିନ୍ତୁ ୧୮ ମାସ ପରେ ଆଜିଠାରୁ ୪ଜି […]

cyb

cyb

Hemant Lenka
  • Published: Friday, 05 February 2021
  • Updated: 05 February 2021, 08:57 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୮ ମାସର ଅପେକ୍ଷାରେ ଅନ୍ତଘଟିଛି। ଶେଷରେ ଜମ୍ମୁ-କଶ୍ମୀରରେ ହାଇସ୍ପିଡ ୪ଜି ଇଣ୍ଟରନେଟ ସେବାକୁ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ଷମ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି ମଧ୍ୟରାତ୍ରରୁ ସମଗ୍ର ଉପତ୍ୟକାରେ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରାଯିବ।  ୨୦୧୯ ଅଗଷ୍ଟ ୪ରେ ସମଗ୍ର ଉପତ୍ୟକାରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ଦୀର୍ଘ ୨୨୩ ଦିନ ପରେ ଜମ୍ମୁ-କଶ୍ମୀରର କିଛି ସ୍ଥାନରେ ୨ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରାଯାଇଥିଲା।

କିନ୍ତୁ ୧୮ ମାସ ପରେ ଆଜିଠାରୁ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରାଯାଉଛି। ଜମ୍ମୁ-କଶ୍ମୀର ପ୍ରଶାସନର ମୁଖପାତ୍ର ରୋହିତ କନସଲ ଟ୍ୱିଟ କରି କହିଛନ୍ତି, ସମଗ୍ର ଜମ୍ମୁ-କଶ୍ମୀରରେ ୪ଜି ଇଣ୍ଟରନେବା ସେବା ଆରମ୍ଭ କରାଯାଉଛି। ଶୁକ୍ରବାର ମଧ୍ୟରାତ୍ରରୁ ଲୋକମାନେ ପୂର୍ବଭଳି ହାଇସ୍ପିଡ ଇଣ୍ଟରନେଟ ସେବା ପାଇପାରିବେ।

୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଭାଗ କରିବା ସହ ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ନାଁରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରାଯାଇଥିଲା। ଏହାର ଦିନକ ପୂର୍ବରୁ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ଶଟଡାଉନ କରାଯାଇଥିଲା।

ବିଶ୍ୱର ସବୁଠାରୁ ଦୀର୍ଘତମ ଇଣ୍ଟରନେଟ ଶଟଡାଉନ ଲାଗୁ କରିବାରେ ଭାରତ ବିରଳ ଉଦାହରଣ ସୃଷ୍ଟି କରିଥିଲା। ଗତବର୍ଷ ଅଗଷ୍ଟରେ ସରକାର ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଜମ୍ମୁର ଗୋଟିଏ ଓ କଶ୍ମୀରର ଗୋଟିଏ ଜିଲ୍ଲାରେ ଟ୍ରାଏଲ ବେସିସରେ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରାଯାଇଛି। କିନ୍ତୁ ଅନ୍ୟାନ୍ୟ ଜିଲ୍ଲାରେ ପୂର୍ବଭଳି ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିବାରୁ ଏହାକୁ ନେଇ ହିଂସକାଣ୍ଡ ଓ ସୋଶାଲ ମିଡିଆରେ ଅପପ୍ରଚାର ହେବାର ଆଶଙ୍କା ଥିବାରୁ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story