୫ ମାସରେ କଂଗ୍ରେସ ଛାଡ଼ିଲେଣି ୫ ନେତା

ନୂଆଦିଲ୍ଲୀ: କଂଗ୍ରେସରୁ ମୁହଁ ମୋଡ଼ୁଛନ୍ତି ନେତା। କିଏ ଦଳୀୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟତ’ ଆଉ କିଏ ଦଳରେ କୋଣ ଠେସା ହୋଇ ଦଳ ପ୍ରତି ମୋହ ତୁଟାଉଛନ୍ତି। ଗତ କିଛି ମାସ ହେଲା ଜଣକ ପରେ ଜଣେ ନେତା କଂଗ୍ରେସଠାରୁ ସମ୍ପର୍କ ତୁଟାଇ ଦଳ ଛାଡ଼ୁଛନ୍ତି। ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ ଅଛନ୍ତି। କପିଲ […]

hardik-patel-vs-sibal

hardik-patel-vs-sibal

Tapas Behera
  • Published: Wednesday, 25 May 2022
  • Updated: 25 May 2022, 05:54 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସରୁ ମୁହଁ ମୋଡ଼ୁଛନ୍ତି ନେତା। କିଏ ଦଳୀୟ ନେତୃତ୍ୱକୁ ନେଇ ଅସନ୍ତୁଷ୍ଟତ’ ଆଉ କିଏ ଦଳରେ କୋଣ ଠେସା ହୋଇ ଦଳ ପ୍ରତି ମୋହ ତୁଟାଉଛନ୍ତି। ଗତ କିଛି ମାସ ହେଲା ଜଣକ ପରେ ଜଣେ ନେତା କଂଗ୍ରେସଠାରୁ ସମ୍ପର୍କ ତୁଟାଇ ଦଳ ଛାଡ଼ୁଛନ୍ତି। ୫ ମାସ ଭିତରେ ୫ ଜଣ ଯୁବ ଓ ଭେଟେରାନ ନେତା ଦକଳୁ କହିଲେଣି ବାଏ ବାଏ। ଏହି ୫ ଜଣଙ୍କ ତାଲିକାରେ ଆଜି କପିଲ ଶିବଲ ଅଛନ୍ତି।

କପିଲ ଶିବଲ: ଓକିଲରୁ ରାଜନେତା ପାଲଟିଥିବା କପିଲ ଶିବଲ ଦଳର ହାଇ କମାଣ୍ଡ ସୋନିଆ ଗାନ୍ଧିଙ୍କ ସହ ମତଭେଦ ପରେ ସେ ଆଜି ବିଧବଦ୍ଧ ଭାବେ ଦଳ ଛାଡ଼ିଛନ୍ତି। ନିକଟରେ ଉଦୟପୁରରେ କଂଗ୍ରେସ ପକ୍ଷରୁ ହୋଇଥିବା ଚିନ୍ତନ ଶିବିରକୁ ନେଇ ଶିବଲ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ପୂର୍ବରୁ ପରିବାରବାଦ ରାଜନୀତିକୁ ବିରୋଧ କରି ଆସୁଥିବା ଶିବଲ ଜି-୨୩  ବିଦ୍ରୋହୀ ଗୋଷ୍ଠୀର ଜଣେ ପ୍ରମୁଖ ନେତା ଥିଲେ।

ସୁନୀଲ ଝାକର: କଂଗ୍ରେସର ପୂର୍ବତନ ପଞ୍ଜାବ ମୁଖ୍ୟ ସୁନୀଲ ଝାକର ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିଲେ। ସେ ନିକଟରେ କଂଗ୍ରେସ ଛାଡ଼ ବିଜେପିରେ ଯୋଗ ଦେଇଛନ୍ତି। ସେ ପଞ୍ଜାବ କଂଗ୍ରେସର ଜଣେ ପ୍ରମୁଖ ଚେହେରା ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କୁ ନେଇ ତାଙ୍କର ରାଜନୈତିକ ଅପଟ ହୋଇଥିଲା। ସୁନୀଲ ଝାକର ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ପ୍ରେସିଡେଣ୍ଟ ଥିଲେ। ଏହାପୂର୍ବରୁ ୨୦୦୨ରୁ ୨୦୧୭ ମଧ୍ୟରେ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  ଗୁରୁଦାସପୁରରୁ ନିର୍ବାଚନ ଜିତି ଲୋକସଭାକୁ ମଧ୍ୟ ଯାଇଥିଲେ। ପଞ୍ଜାବ ବିଧାନସଭାରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲେ।  ଦୀର୍ଘ ଦିନ କଂଗ୍ରେସରେ ରହିବା ସତ୍ତ୍ୱେ ସୁନୀଲ ଝାକର ଦଳ ଛାଡ଼ିବା କଂଗ୍ରେସକୁ ଏକ ଶକ୍ତ ଝଟକା ଦେଇଛି।

ହାର୍ଦ୍ଦିକ ପଟେଲ: ନିକଟରେ କଂଗ୍ରେସ ଛାଡ଼ିଥିବା ହାର୍ଦ୍ଦିକ ପଟେଲ ଜଣେ ଯୁବ ନେତା ଥିଲା। ପଟିଦାରନେତା ଭାବେ ପରିଚିତ ହାର୍ଦ୍ଦିକ ଦଳ ଭିତରେ କୋଣ ଠେସାର ଶିକାର ହେବା ପରେ ପ୍ରବଳ ଅସନ୍ତୋଷ ଜାହିର କରିଥିଲେ। ନିଜ ଇସ୍ତଫାପତ୍ରରେ ଦଳର ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟ ନେତାଙ୍କ ବିରୋଧରେ ବର୍ଷି ଥିଲେ। ପରେ ସେ କଂଗ୍ରେସ ଛାଡ଼ି ଦେଇଥିଲେ।

ଅଶ୍ୱିନୀ କୁମାର: ହାର୍ଦ୍ଦିକଙ୍କ ପୂର୍ବରୁ ଆଉ ଜଣେ ଭେଟେରାନ ନେତା ଅଶ୍ୱିନୀ କୁମାର କଂଗ୍ରେସକୁ ବାଏ ବାଏ କହିଛନ୍ତି । ୪ ମାସ ପୂର୍ବେ  ଦଳ ଛାଡ଼ିଥିବା ଅଶ୍ୱିନୀ ତାଙ୍କ ଇସ୍ତଫାପତ୍ରରେ ଦଳର ପତ୍ତନକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଦଳର ଭବିଷ୍ୟତ ଅନ୍ଦାର ଅନୁଭବ କରି ସେ ଇସ୍ତଫା ଦେଇଥିଲେ।

ଆରପିଏନ ସିଂହ: ସେହିପରି କଂଗ୍ରେସ ଛାଡ଼ିଥିବା ଆଉ ଜଣେ ବରିଷ୍ଠ ନେତା ହେଉଛନ୍ତି ଆରପିଏନ ସିଂହ। ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ବେଳେ ସେ ହାତ ଛାଡ଼ି ପଦ୍ମରେ ଯୋଗ ଦେଇଥିଲେ।  କଂଗ୍ରେସର ୩୨ ବର୍ଷର ସର୍ମ୍ପକ ତୁଟାଇ ଗେରୁଆ ଦଳକୁ ଡେଇଁଥିଲେ ଆରପିଏନ ସିଂହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story