କଥା ହେଉଥିବା ବେଳେ ଭୁଶୁଡ଼ିଲା ସ୍ଲାବ, ଡ୍ରେନ୍‌ରେ ଭିତରେ ଖସି ପଡ଼ିଲେ ୫ ଜଣ

ଜୈସଲମର: ଡ୍ରେନ୍‌ ଉପରେ ପଡ଼ିଥିବା କଙ୍କ୍ରିଟ ସ୍ଲାବ ଉପରେ ଛିଡ଼ା ହୋଇ କଥା ହେଉଥିବା ବେଳେ ବଡ଼ଧରଣର ଅଘଟଣ ଘଟିଛି। ୪ ଜଣ ଏହି ସ୍ଲାବ ଉପରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ନିକଟରେ ବସିଥିଲେ। ତେବେ ଓଜନ ସମ୍ଭାଳି ନପାରି ହଠାତ୍‌ ସ୍ଲାବଟି ଭୁଶୁଡ଼ି ପଡ଼ିବାରୁ ସମସ୍ତେ ଡ୍ରେନ ମଧ୍ୟକୁ ଖସି ପଡ଼ିଛନ୍ତି। ସେହିପରି ନିକଟରେ ଥିବା ଗୋଟିଏ ବାଇକ ମଧ୍ୟ ଡ୍ରେନ ମଧ୍ୟକୁ ଖସି ପଡ଼ିଛି। ରାଜସ୍ଥାନର ଜୈସଲମରରେ […]

ACCident

ACCident

Hemant Lenka
  • Published: Thursday, 14 April 2022
  • Updated: 14 April 2022, 08:15 AM IST

Sports

Latest News

ଜୈସଲମର: ଡ୍ରେନ୍‌ ଉପରେ ପଡ଼ିଥିବା କଙ୍କ୍ରିଟ ସ୍ଲାବ ଉପରେ ଛିଡ଼ା ହୋଇ କଥା ହେଉଥିବା ବେଳେ ବଡ଼ଧରଣର ଅଘଟଣ ଘଟିଛି। ୪ ଜଣ ଏହି ସ୍ଲାବ ଉପରେ ଛିଡ଼ା ହୋଇ କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ନିକଟରେ ବସିଥିଲେ। ତେବେ ଓଜନ ସମ୍ଭାଳି ନପାରି ହଠାତ୍‌ ସ୍ଲାବଟି ଭୁଶୁଡ଼ି ପଡ଼ିବାରୁ ସମସ୍ତେ ଡ୍ରେନ ମଧ୍ୟକୁ ଖସି ପଡ଼ିଛନ୍ତି। ସେହିପରି ନିକଟରେ ଥିବା ଗୋଟିଏ ବାଇକ ମଧ୍ୟ ଡ୍ରେନ ମଧ୍ୟକୁ ଖସି ପଡ଼ିଛି। ରାଜସ୍ଥାନର ଜୈସଲମରରେ ଘଟିଥିବା ଏହି ଅଭାବନୀୟ ଘଟଣାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୭ ତାରିଖ ରାତି ୯.୩୦ରେ ରେଳ ଷ୍ଟେସନ ନିକଟରେ ଥିବା ବାବା ବାୱଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଏଠାରେ ଯାଇଥିବା ଡ୍ରେନ ଉପରେ ପ୍ରଶାସନ କଙ୍କ୍ରିଟ ସ୍ଲାବ କରିଛି। ସ୍ଲାବ ଉପରେ ଦୀର୍ଘଦିନ ହେଲା ଜଣେ ବ୍ୟକ୍ତି ଟାୟାର ମରାମତି ଦୋକାନ କରିଥିଲେ। ଘଟଣା ଦିନ ସ୍ଲାବ ଉପରେ ୪ ଜଣ ବ୍ୟକ୍ତି କଥା ହେଉଥିବା ବେଳେ ଦୋକାନୀ ଜଣଙ୍କ ସେମାନଙ୍କ ନିକଟରେ ବସି ଟାୟାର ମରାମତି କରୁଥିଲେ। ସେହିପରି ଅନେକ ଟାୟାର ମଧ୍ୟ କଙ୍କ୍ରିଟ ସ୍ଲାବ ଉପରେ ରଖାଯାଇଥିବା ଦେଖିବାକୁ ମିଳିଛି।

୪ ଜଣ ବ୍ୟକ୍ତି ବେଶ ହସଖୁସିରେ କଥା ହେଉଥିବା ବେଳେ ଦୋକାନୀ ଜଣଙ୍କ ମଧ୍ୟ ନିଜ କାମରେ ବ୍ୟସ୍ତ ରହିଥିଲେ। ତେବେ ହଠାତ୍‌ ଉକ୍ତ ସ୍ଲାବଟି ସମ୍ଭବତଃ ଓଜନ ସମ୍ଭାଳି ନ ପାରି ସିଧା ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ଉପରେ ଛିଡ଼ା ହୋଇଥିବା ୪ ବ୍ୟକ୍ତିଙ୍କ ସହ ଦୋକାନୀ ଜଣଙ୍କ ମଧ୍ୟ ସିଧା ଡ୍ରେନକୁ ଖସି ପଡ଼ିଥିଲେ। ମରାମତି ହେଉଥିବା ଗାଡ଼ିଟି ମଧ୍ୟ ସେମାନଙ୍କ ଉପରେ ଖସି ପଡ଼ିଥିଲା। ଏହା ଦେଖି ସେଠାରୁ କିଛି ଦୂରତାରେ ଥିବା ଜଣେ ବ୍ୟକ୍ତି ସହାୟତା କରିବାକୁ ଆଗେଇ ଆସିଥିଲେ।

ସୌଭାଗ୍ୟବଶତଃ ଉକ୍ତ ଡ୍ରେନଟି ସୁଖିଲା ରହିଥିବାରୁ କୌଣସି ପ୍ରକାରର ବଡ଼ ଅଘଟଣ ଘଟିନି। ସ୍ଥାନୀୟ ଲୋକମାନେ ଏହା ମଧ୍ୟରେ ଖସି ପଡ଼ିଥିବା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story