ଡରାଉଛି କରୋନା: ଗୋଟିଏ ସ୍କୁଲରେ ୫୪ ଶିକ୍ଷାର୍ଥୀ ପଜିଟିଭ

କର୍ଣ୍ଣାଲ: ପୁଣିଥରେ ଲୋକଙ୍କୁ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। ହରିଆଣାର କର୍ଣ୍ଣାଲରେ ଥିବା ଗୋଟିଏ ସ୍କୁଲର ୫୪ ଜଣ ଶିକ୍ଷାର୍ଥୀ ଏକାଥରେ କରୋନାରେ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୋମବାର ୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏହାପରେ କଣ୍ଟାକ୍ଟ ଟ୍ରେସିଂ ଓ ଅଧିକ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯିବାରୁ ଆଜି ସୁଦ୍ଧା ୫୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଘଟଣା ପରେ ହଷ୍ଟେଲ […]

school

school

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 06:41 PM IST

Sports

Latest News

କର୍ଣ୍ଣାଲ: ପୁଣିଥରେ ଲୋକଙ୍କୁ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା ଭାଇରସ। ହରିଆଣାର କର୍ଣ୍ଣାଲରେ ଥିବା ଗୋଟିଏ ସ୍କୁଲର ୫୪ ଜଣ ଶିକ୍ଷାର୍ଥୀ ଏକାଥରେ କରୋନାରେ ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୋମବାର ୩ ଜଣ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଏହାପରେ କଣ୍ଟାକ୍ଟ ଟ୍ରେସିଂ ଓ ଅଧିକ ଶିକ୍ଷାର୍ଥୀଙ୍କ କରୋନା ଟେଷ୍ଟ କରାଯିବାରୁ ଆଜି ସୁଦ୍ଧା ୫୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଘଟଣା ପରେ ହଷ୍ଟେଲ ବିଲଡିଂକୁ ସିଲ୍‌ କରାଯାଇଛି ଓ ପୂରା ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଫେବୃଆରୀ ୨୨ରେ ହରିଆଣା ସରକାର ଗୋଟିଏ ନିର୍ଦ୍ଦେଶନାମା ଜାରି କରିଥିଲେ।

ଏଥିରେ କୁହାଯାଇଥିଲା ଯେ ପ୍ରତିଟି ସ୍କୁଲକୁ ୩ଟି ୱିଙ୍ଗ୍ସରେ ବିଭକ୍ତ କରାଯିବ। ଯଦି କୌଣସି ୱିଙ୍ଗରେ ଜଣେ ବି ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହେଲେ, ତା’ହେଲେ ପୂରା ୱିଙ୍ଗକୁ ୧୦ ଦିନ ପାଇଁ ବନ୍ଦ କରାଯିବ। ସେହିପରି ପୂରା ସ୍କୁଲକୁ ସାନିଟାଇଜ କରାଯିବ। ଯଦି ଏକାଧିକ ୱିଙ୍ଗର ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ ହେଲେ, ତା’ହେଲେ ପୂରା ସ୍କୁଲକୁ ୧୦ ଦିନ ପାଇଁ ବନ୍ଦ କରାଯିବ। ଅନଲାଇନ କ୍ଲାସ ଜାରି ରହିବ ଓ ସ୍କୁଲ ଯାଇ ପାଠପଢ଼ିବା ସଂପୂର୍ଣ୍ଣ ଇଚ୍ଛାଧୀନ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story