ମେଟ୍ରୋ ଷ୍ଟେସନରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ମେଟ୍ରୋ ଷ୍ଟେସନରୁ ବିଡ଼ାବିଡ଼ା ଟଙ୍କା ଜବତ ହୋଇଛି। ଗୋଟିଏ ବ୍ୟାଗ ମଧ୍ୟରେ ୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଏହାକୁ ସିଆଇଏସ୍‌ଏଫ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଲାଲ କିଲା ମେଟ୍ରୋ ଷ୍ଟେସନରୁ ଅକ୍ଟୋବର ୨୩ରେ ଏହି ଟଙ୍କା ଜବତ ହୋଇଛି। ଟଙ୍କା ସହ ରାଜୁ ରଞ୍ଜନ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ରାଜୁ ଗୋଟିଏ ପ୍ଲାଷ୍ଟିକ କମ୍ପାନୀରେ କାମ କରନ୍ତି। ତାଙ୍କୁ ସୁରକ୍ଷା ଅଧିକାରୀମାନେ ପଚରାଉଚରା […]

Money

Money

Hemant Lenka
  • Published: Tuesday, 26 October 2021
  • Updated: 26 October 2021, 08:40 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ମେଟ୍ରୋ ଷ୍ଟେସନରୁ ବିଡ଼ାବିଡ଼ା ଟଙ୍କା ଜବତ ହୋଇଛି। ଗୋଟିଏ ବ୍ୟାଗ ମଧ୍ୟରେ ୫୮ ଲକ୍ଷ ଟଙ୍କା ରହିଥିବା ବେଳେ ଏହାକୁ ସିଆଇଏସ୍‌ଏଫ ଜବତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଲାଲ କିଲା ମେଟ୍ରୋ ଷ୍ଟେସନରୁ ଅକ୍ଟୋବର ୨୩ରେ ଏହି ଟଙ୍କା ଜବତ ହୋଇଛି।

ଟଙ୍କା ସହ ରାଜୁ ରଞ୍ଜନ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ରାଜୁ ଗୋଟିଏ ପ୍ଲାଷ୍ଟିକ କମ୍ପାନୀରେ କାମ କରନ୍ତି। ତାଙ୍କୁ ସୁରକ୍ଷା ଅଧିକାରୀମାନେ ପଚରାଉଚରା କରିବା ବେଳେ ସେ ଏତେ ଗୁଡ଼ିଏ ଟଙ୍କା ବ୍ୟବସାୟିକ କାମ ପାଇଁ ନେଇ ଯାଉଥିବା କହିଛନ୍ତି।

ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକ ରଖିବା ପରେ ସେ ମେଟ୍ରୋ ଷ୍ଟେସନକୁ ତାଙ୍କର କିଛି ସହଯୋଗୀଙ୍କୁ ମଧ୍ୟ ଡାକିଥିଲେ। ତେବେ ରାଜୁ କୌଣସି ପ୍ରକାରର ଉପଯୁକ୍ତ ଦସ୍ତାବିଜ ସୁରକ୍ଷାକର୍ମୀଙ୍କୁ ନ ଦେଖାଇ ନ ପାରିବାରୁ ଆୟକର ବିଭାଗକୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା।

ଆୟକର ଅଧିକାରୀମାନେ ରାଜୁଙ୍କୁ ଦୀର୍ଘ ସମୟ ଧରି ଜେରା କରିବା ପରେ ପ୍ଲାଷ୍ଟିକ କମ୍ପାନୀର ମାଲିକ ଅଶୋକ ବନସଲଙ୍କୁ ଡାକିଥିଲେ। ଅଶୋକଙ୍କ ଘର ହେଉଛି ଚଣ୍ଡିଗଡ଼ରେ। ସେ ମଧ୍ୟ ଏତେ ପରିମାଣର ନଗଦ ଟଙ୍କା କେଉଁଠିକୁ ଓ କାହିଁକି କର୍ମଚାରୀଙ୍କ ଦ୍ୱାରା ଟ୍ରାନ୍ସପୋର୍ଟ କରୁଥିଲେ, ତା’ର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଫଳରେ ଆୟକର ବିଭାଗ ଟଙ୍କାଗୁଡ଼ିକୁ ଜବତ କରି ଅଧିକ ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଦିଲ୍ଲୀ ମେଟ୍ରୋ ଷ୍ଟେସନ ଉପରେ ଆତଙ୍କୀ ହମଲାର ଆଶଙ୍କା ଥିବାରୁ ସିଆଇଏସ୍‌ଏଫ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଉଛି। ଦିଲ୍ଲୀ-ଏନସିଆର୍‌ରେ ଥିବା ସମସ୍ତ ୧୫୫ ମେଟ୍ରୋ ଷ୍ଟେସନରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story