ମନ୍ଦିରରୁ ବାହାରିଲେ ୬୮ ଜଣ କରୋନା ପଜିଟିଭ

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସ ଏବେ ଚାରିଆଡ଼େ ହୁହୁ ହୋଇ ବ୍ୟାପିବାରେ ଲାଗିଛି। ପୂର୍ବରୁ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ଓ ହଷ୍ଟେଲରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ କରୋନେ ପଞ୍ଝାରେ ତେଲେଙ୍ଗାନାର ଗୋଟିଏ ମନ୍ଦିର ପଡ଼ିଛି। ଏଠାରେ ଥିବା ପ୍ରସିଦ୍ଧ ଲକ୍ଷ୍ମୀନରସୀମା ସ୍ୱାମୀ ମନ୍ଦିରରୁ ଏକାଥରକେ ୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ୬୮ ଜଣ ଲୋକ ମନ୍ଦିରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ। ମନ୍ଦିର କର୍ତ୍ତୃପକ୍ଷ କରୋନାରେ […]

corona

corona

Hemant Lenka
  • Published: Monday, 29 March 2021
  • Updated: 29 March 2021, 08:50 AM IST

Sports

Latest News

ହାଇଦ୍ରାବାଦ: ମହାମାରୀ କରୋନା ଭାଇରସ ଏବେ ଚାରିଆଡ଼େ ହୁହୁ ହୋଇ ବ୍ୟାପିବାରେ ଲାଗିଛି। ପୂର୍ବରୁ କଲେଜ, ବିଶ୍ୱବିଦ୍ୟାଳୟ, କୋଚିଂ ସେଣ୍ଟର ଓ ହଷ୍ଟେଲରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ କରୋନେ ପଞ୍ଝାରେ ତେଲେଙ୍ଗାନାର ଗୋଟିଏ ମନ୍ଦିର ପଡ଼ିଛି।

ଏଠାରେ ଥିବା ପ୍ରସିଦ୍ଧ ଲକ୍ଷ୍ମୀନରସୀମା ସ୍ୱାମୀ ମନ୍ଦିରରୁ ଏକାଥରକେ ୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ୬୮ ଜଣ ଲୋକ ମନ୍ଦିରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ। ମନ୍ଦିର କର୍ତ୍ତୃପକ୍ଷ କରୋନାରେ ଆକ୍ରାନ୍ତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ଗାଁରେ ଭୟର ବାତାରବରଣ ସୃଷ୍ଟି ହୋଇଛି।

ଗାଁର ଶତାଧିକ ଲୋକ ପ୍ରତିଦିନ ମନ୍ଦିର ଆସନ୍ତି। ସେହିପରି କର୍ତ୍ତୃପକ୍ଷଙ୍କ ସହ ଅଧିକାଂଶ ଲୋକ ମିଳାମିଶା କରନ୍ତି। ତେଣୁ ସେମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। କରୋନାର ଦ୍ୱିତୀୟ ଲହରକୁ ରୋକିବା ପାଇଁ ତେଲେଙ୍ଗାନର ବିଭିନ୍ନ ସ୍ଥାନରେ ଟେଷ୍ଟିଂ କ୍ୟାମ୍ପ କରାଯାଉଛି।

ଏହିକ୍ରମରେ ମନ୍ଦିରର କର୍ତ୍ତୃପକ୍ଷ ଓ ଗାଁ ଲୋକଙ୍କର କରୋନା ଟେଷ୍ଟ କରିବାକୁ ଗୋଟିଏ ବିଶାଳ କ୍ୟାମ୍ପ କରାଯାଇଥିଲା। ଏହି ସମୟରେ ମନ୍ଦିରର ୬୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଛି। ସେହିପରି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story