ପୁଲିସ୍‌ ଏନକାଉଣ୍ଟରରେ ୮ ମାଓବାଦୀ ନିହତ

ନାଗପୁର: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ର ସି-୬୦ କମାଣ୍ଡୋଙ୍କ ଗୁଳିମାଡ଼ରେ ୮ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଛନ୍ତି। ଶନିବାର ଭୋରରୁ କୋଟଗୁଲ-ଗ୍ୟାରପଟ୍ଟି ଜଙ୍ଗଲରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଏବେ ଜଙ୍ଗଲରେ ଏନକାଉଣ୍ଟର ଜାରି ରହିଛି। ସେହିପରି ଗୁଳିମାଡ଼ରେ ୧୨ରୁ ଅଧିକ ମାଓବାଦୀ ଆହତ ହୋଇଥିବା ଖବର ବି ମିଳିଛି। ଏସ୍‌ପି ଅଙ୍କିତ ଗୋୟଲ କହିଛନ୍ତି, ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ଚଳାଇଥିବା ଖବର ମିଳିବା ପରେ […]

Nxal

Nxal

Hemant Lenka
  • Published: Saturday, 13 November 2021
  • Updated: 13 November 2021, 04:30 PM IST

Sports

Latest News

ନାଗପୁର: ମହାରାଷ୍ଟ୍ରର ଗଡ଼ଚିରୋଲିରେ ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ର ସି-୬୦ କମାଣ୍ଡୋଙ୍କ ଗୁଳିମାଡ଼ରେ ୮ ଜଣ କୁଖ୍ୟାତ ମାଓବାଦୀ ନିହତ ହୋଇଛନ୍ତି। ଶନିବାର ଭୋରରୁ କୋଟଗୁଲ-ଗ୍ୟାରପଟ୍ଟି ଜଙ୍ଗଲରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ଏତେ ସଂଖ୍ୟକ ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଏବେ ଜଙ୍ଗଲରେ ଏନକାଉଣ୍ଟର ଜାରି ରହିଛି। ସେହିପରି ଗୁଳିମାଡ଼ରେ ୧୨ରୁ ଅଧିକ ମାଓବାଦୀ ଆହତ ହୋଇଥିବା ଖବର ବି ମିଳିଛି।

ଏସ୍‌ପି ଅଙ୍କିତ ଗୋୟଲ କହିଛନ୍ତି, ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ ଚଳାଇଥିବା ଖବର ମିଳିବା ପରେ ସି-୬୦ କମାଣ୍ଡୋମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସକାଳ ପ୍ରାୟ ୬.୩୦ରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଘଞ୍ଚ ଜଙ୍ଗଲରେ ଦୀର୍ଘ ଘଣ୍ଟା କାଳ ଯବାନମାନେ ମାଓବାଦୀଙ୍କ ସହ ଲଢ଼େଇ କରିଥିଲେ। ଏବେ ସୁଦ୍ଧା ୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ଏନକାଉଣ୍ଟର ଶେଷ ହେବା ପରେ ପୂରା ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି।

ସୂତ୍ର ଅନୁସାରେ, କମାଣ୍ଡୋମାନେ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଠାବ କରିଛନ୍ତି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। ୧୨ରୁ ଅଧିକ ମାଓବାଦୀ ଗୁଳିମାଡ଼ରେ ଆହତ ହୋଇଥିବାରୁ ସେମାନଙ୍କୁ ଠାବ କରିବାକୁ ପ୍ରୟାସ ଚାଲିଛି। ସେହିପରି ଏହି ଏନକାଉଣ୍ଟରରେ କୌଣସି କମାଣ୍ଡ ଆହତ ହୋଇନାହାନ୍ତି। ବେଶ ଯୋଜନାବଦ୍ଧ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଉଛି। କମାଣ୍ଡୋଙ୍କୁ ସହାୟତା କରିବା ପାଇଁ ଅତିରିକ୍ତ ସୁରକ୍ଷାବଳଙ୍କୁ ମଧ୍ୟ ବ୍ୟାକଅପରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story