୧୧ଥର କରୋନା ଟିକା ନେଲେଣି ୮୪ ବର୍ଷୀୟ ବୃଦ୍ଧ!

ପାଟନା: ଦେଶରେ ଏଯାଏ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇନାହିଁ। କିନ୍ତୁ ଜଣେ ୮୪ ବର୍ଷୀୟ ବ୍ୟକ୍ତି କରୋନା ବିରୋଧରେ ୧ କି ୨ ନୁହେଁ,  ୧୧ଥର ଟିକାର ଡୋଜ୍‌ ନେଇ ସାରିଥିବା ଦାବି କରିଛନ୍ତି। ଗୋଟିଏ ଭିଡିଓରେ ସେ ଏପରି ଅଜବ ଦାବି କରିବା ପରେ ବିହାର ସରକାର ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ଏଥିସହ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛନ୍ତି। ବିହାରର ମାଧେପୁର ଜିଲ୍ଲା ଛାଉସାରେ ରହୁଥିବା ୮୪ ବର୍ଷୀୟ ବ୍ରହ୍ମାଦେବ […]

Vaccine

Vaccine

Hemant Lenka
  • Published: Thursday, 06 January 2022
  • Updated: 06 January 2022, 01:38 PM IST

Sports

Latest News

ପାଟନା: ଦେଶରେ ଏଯାଏ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇନାହିଁ। କିନ୍ତୁ ଜଣେ ୮୪ ବର୍ଷୀୟ ବ୍ୟକ୍ତି କରୋନା ବିରୋଧରେ ୧ କି ୨ ନୁହେଁ,  ୧୧ଥର ଟିକାର ଡୋଜ୍‌ ନେଇ ସାରିଥିବା ଦାବି କରିଛନ୍ତି। ଗୋଟିଏ ଭିଡିଓରେ ସେ ଏପରି ଅଜବ ଦାବି କରିବା ପରେ ବିହାର ସରକାର ଆକ୍ସନ ମୋଡକୁ ଚାଲି ଆସିଛନ୍ତି। ଏଥିସହ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛନ୍ତି।

ବିହାରର ମାଧେପୁର ଜିଲ୍ଲା ଛାଉସାରେ ରହୁଥିବା ୮୪ ବର୍ଷୀୟ ବ୍ରହ୍ମାଦେବ ମଣ୍ଡଳ ୧୧ଥର ଟିକା ନେଇଥିବା ଦାବି କରିଛନ୍ତି। ୧୧ଥର ଟିକା ନେବା ପରେ ସେ ଏହାର ଲାଭ ମଧ୍ୟ ପାଇଥିବା କହିଛନ୍ତି। ସେ କହିଛନ୍ତି, “ଟିକା ହେଉଛି ଅମୃତ। ଟିକାରୁ ମୁଁ ଅନେକ କିଛି ପାଇଛି।

ଏପରି କି ଅଣ୍ଟା ବିନ୍ଧା ମଧ୍ୟ ଟିକା ନେବା ଦ୍ୱାରା ଭଲ ହୋଇଯାଇଛି। ମୋର ଅକ୍ସିଜେନ ସ୍ତର ମଧ୍ୟ ଯଥେଷ୍ଟ ଅଧିକ। ମୋତେ ଆଉ ଥଣ୍ଡା କିମ୍ବା କଫ ଅନୁଭୂତ ହେଉନି। ସରକାର ବହୁତ ଭଲ ଟିକା ଆଣିଛନ୍ତି। କାହିଁକି ଅନ୍ୟମାନେ ଟିକାର ଡୋଜ୍‌ ନେଉ ନାହାନ୍ତି? ରାଜନୀତିକ ଦଳଗୁଡ଼ିକ ମୋଦି ସରକାରଙ୍କୁ ବିରୋଧ କରୁଛନ୍ତି। ବିଶେଷ କରି କଂଗ୍ରେସ ଟିକାକରଣକୁ ନେଇ ଭୁଲରେ ସରକାରଙ୍କୁ ଟାର୍ଗେଟ କରୁଛି।”

କେମିତି ୮ ମାସ ମଧ୍ୟରେ ବ୍ରହ୍ମାଦେବ ମଣ୍ଡଳ ୧୧ଥର କରୋନା ଟିକା ନେଲେ? ଏହାର ଉତ୍ତର ମଧ୍ୟ ସେ ଦେଇଛନ୍ତି। ସେ କହିଛନ୍ତି, “ମୁଁ ସମାନ ଫୋନ ନମ୍ବର ଓ ଆଧାର କାର୍ଡ କରୋନା ଟିକା ନେବା ପାଇଁ ହେଉଥିବା ବୁକିଂରେ ବ୍ୟବହାର କରିଛି। ସରକାରଙ୍କ ପାଖରେ ସର୍ଭେଲାନ୍ସ ପାଇଁ ଏଠାରେ କୌଣସି ବ୍ୟବସ୍ଥା ନାହିଁ। ମୁଁ ଏବେ ମଧ୍ୟ ଆହୁରି ଅନେକ ଡୋଜ୍‌ ନେବାକୁ ଚାହୁଁଛି।”

ଶ୍ରୀ ମଣ୍ଡଳ ନିଜର ୧୨ତମ କୋଭିଡ ଟିକାର ଡୋଜ୍‌ ନେବାକୁ ନିକଟରେ ଛାଉସାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଦିନ ସେଠାରେ ଟିକାକରଣ ବନ୍ଦ ଥିବାରୁ ସେ ନିରାଶ ହୋଇ ଫେରିଥିବା କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୮୪ ବର୍ଷୀୟ ବ୍ରହ୍ମାଦେବ ପୋଷ୍ଟାଲ ବିଭାଗରେ କାମ କରିବା ପରେ ଅବସର ନେଇଛନ୍ତି। ସେ ୧୧ଥର କରୋନା ଟିକା ନେଇଥିବାର ପ୍ରମାଣ ମଧ୍ୟ ରଖିଛନ୍ତି। ଏହାର ତାଲିକା ସେ କ୍ୟାମେରା ସାମ୍ନାରେ ପଡ଼ିଛନ୍ତି। ତାଙ୍କ ଦାବି ଅନୁଯାୟୀ, ସେ ସେପ୍ଟେମ୍ବର ମାସରେ ହିଁ ୩ଟି ଡୋଜ୍‌ ନେଇଥିଲେ। ଏହାପରେ ପର୍ଯ୍ୟାୟକ୍ରମେ ୮ ମାସରେ ୧୧ଥର ଟିକା ନେଇଛନ୍ତି।

ଅନ୍ୟପକ୍ଷରେ ବ୍ରହ୍ମାଦେବ ମଣ୍ଡଳ ଏପରି ଦାବି ଓ ୧୧ଥର ଟିକା ନେଇଥିବା ତଥ୍ୟ ଉପସ୍ଥାପନ କରିବା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ସିଭିଲ ସର୍ଜନ ଅମରେନ୍ଦ୍ର ପ୍ରତାପ ସାହି କହିଛନ୍ତି, “ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ପ୍ରକୃତରେ ବ୍ରହ୍ମାଦେବ ମଣ୍ଡଳ ୧୧ଟି ଶଟ୍‌ ନେଇଛନ୍ତି କି ନାହିଁ, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ଯଦି ଏହା ସତ ବୋଲି ଜଣାପଡ଼ିବ, ତା’ହେଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story