କରୋନା ମୃତ୍ୟୁରେ ରେକର୍ଡ କଲା ଏହି ରାଜ୍ୟ, ଦିନକରେ ପ୍ରାୟ ୯୦୦ ଜଣଙ୍କ ଜୀବନ ଗଲା

ନୂଆଦିଲ୍ଲୀ: ପୂର୍ବରୁ ସଂକ୍ରମଣରେ ରେକର୍ଡ କରୁଥିବା ମହାରାଷ୍ଟ୍ର ଆଜି କରୋନା ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ଏଠାରେ କରୋନା ପ୍ରାୟ ୯୦୦ ଜଣଙ୍କ ଜୀବନ ନେଇଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ରାଜ୍ୟରେ ଦିନକରେ ଏତେ ଲୋକଙ୍କ ମୃତ୍ୟୁ ଘଟି ନଥିଲା। ହେଲେ ମଙ୍ଗବାର ମହାରାଷ୍ଟ୍ର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଗତକାଲି ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସାମାନ୍ୟ କମିଥିଲା। କିନ୍ତୁ ମଙ୍ଗଳବାର ପୁଣିଥରେ […]

Corona1

Corona1

Hemant Lenka
  • Published: Tuesday, 27 April 2021
  • Updated: 27 April 2021, 09:58 PM IST

ନୂଆଦିଲ୍ଲୀ: ପୂର୍ବରୁ ସଂକ୍ରମଣରେ ରେକର୍ଡ କରୁଥିବା ମହାରାଷ୍ଟ୍ର ଆଜି କରୋନା ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ଏଠାରେ କରୋନା ପ୍ରାୟ ୯୦୦ ଜଣଙ୍କ ଜୀବନ ନେଇଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ରାଜ୍ୟରେ ଦିନକରେ ଏତେ ଲୋକଙ୍କ ମୃତ୍ୟୁ ଘଟି ନଥିଲା।

ହେଲେ ମଙ୍ଗବାର ମହାରାଷ୍ଟ୍ର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ଗତକାଲି ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ସାମାନ୍ୟ କମିଥିଲା। କିନ୍ତୁ ମଙ୍ଗଳବାର ପୁଣିଥରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଆଉ ୬୬,୩୫୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୪୮,୭୦୦ ରହିଥିଲା। ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪,୧୦,୦୮୫ରେ ପହଞ୍ଚି ଯାଇଛି।

ରାଜ୍ୟରେ ଆକ୍ଟିଭ କେସ୍‌ ସଂଖ୍ୟା ୬,୭୨,୪୩୪ ରହିଛି। ମହାରାଷ୍ଟ୍ରରେ ପଜିଟିଭ ରେଟ ୧୬.୮୦ ରହିଥିବା ବେଳେ ମୃତ୍ୟୁହାର ୧.୫% ରହିଛି। ଗୋଟିଏ ଦିନରେ ୬୭,୭୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ଆରୋଗ୍ୟ ହାର ୮୩.୨୧% ରହିଛି।

ଅନ୍ୟପକ୍ଷରେ ରାଜ୍ୟରେ କରୋନା ଆଜି ୮୯୫ ଜଣଙ୍କ ମୁଣ୍ଡ ନେଇଛି। ସର୍ବାଧିକ ମୃତ୍ୟୁ ଔରଙ୍ଗାବାଦରେ ରେକର୍ଡ ହୋଇଛି। ଏଠାରେ ୨୪ ଘଣ୍ଟାରେ ୧୬୨ ଜଣଙ୍କ ଜୀବନ ଯାଇଛି। କରୋନା ଦ୍ୱାରା ମୁମ୍ବାଇ, ପୁଣେ, ଥାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ମୋଟ ଆକ୍ଟିଭ କେସ୍ ମଧ୍ୟରୁ ଏହି ୩ଟି ସ୍ଥାନରେ ୨,୪୫,୪୬୬ ଆକ୍ରାନ୍ତ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ନାଶିକ (୧୧,୩୬୫), ପୁଣେ(୯,୦୭୮), ନାଗପୁର(୬,୮୯୫), ମୁମ୍ବାଇ(୪୦୧୪) ଓ ଔରଙ୍ଗାବାଦ(୧୪୬୮)ରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ପୂର୍ବାପେକ୍ଷା ହ୍ରାସ ପାଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମିନାହିଁ। ଏଠାରେ ୨୪ ଘଣ୍ଟାରେ ୫୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏଠାରେ ପଜିଟିଭିଟି ରେଟ୍‌ ମଧ୍ୟ ୧୩% ରହିଛି। ୨୪ ଘଣ୍ଟାରେ ମାତ୍ର ୩୦,୩୨୮ଟି ନମୁନା ମୁମ୍ବାଇରେ ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story