ପେଟ ଭିତରୁ ବାହାରିଲା ୯ କୋଟି ଟଙ୍କାର ହେରୋଇନ

ନୂଆଦିଲ୍ଲୀ: ଅଭିନବ ଉପାୟରେ ଚାଲାଣ ହେଉଥିବା ବିପୁଳ ପରିମାଣର ହେରୋଇନକୁ ଜବତ କରିଛି କଷ୍ଟମ ବିଭାଗ। ଚେନ୍ନାଇ ଏୟାରପୋର୍ଟରୁ ଜଣେ ତାଞ୍ଜାନିଆନ ନାଗରିକଙ୍କ ଠାରୁ ୧.୨୬୬ କେଜିର ହେରୋଇନ ଜବତ କରାଯାଇଛି। ଏହି ଜବତ ହେରୋଇନର ମୂଲ୍ୟ ୯ କୋଟି ଟଙ୍କା ହେବ। ତେବେ ଚାଲାଣ ହେଉଥିବା ଅଭିବନ ଉପାୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ବ୍ୟକ୍ତି ଜଣ ଏତେ ପରିମାଣର ହେରୋଇନକୁ ନିଜ ପେଟ ଭିତରେ ରଖିଥିଲେ। ଯାଞ୍ଚ ବେଳେ ତାଙ୍କ ପେଟ ଭିତରୁ ହେରୋଇନ […]

Heroin

Heroin

Hemant Lenka
  • Published: Thursday, 21 July 2022
  • Updated: 21 July 2022, 06:15 PM IST

Sports

Latest News

ନୂଆଦିଲ୍ଲୀ: ଅଭିନବ ଉପାୟରେ ଚାଲାଣ ହେଉଥିବା ବିପୁଳ ପରିମାଣର ହେରୋଇନକୁ ଜବତ କରିଛି କଷ୍ଟମ ବିଭାଗ। ଚେନ୍ନାଇ ଏୟାରପୋର୍ଟରୁ ଜଣେ ତାଞ୍ଜାନିଆନ ନାଗରିକଙ୍କ ଠାରୁ ୧.୨୬୬ କେଜିର ହେରୋଇନ ଜବତ କରାଯାଇଛି। ଏହି ଜବତ ହେରୋଇନର ମୂଲ୍ୟ ୯ କୋଟି ଟଙ୍କା ହେବ। ତେବେ ଚାଲାଣ ହେଉଥିବା ଅଭିବନ ଉପାୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ବ୍ୟକ୍ତି ଜଣ ଏତେ ପରିମାଣର ହେରୋଇନକୁ ନିଜ ପେଟ ଭିତରେ ରଖିଥିଲେ। ଯାଞ୍ଚ ବେଳେ ତାଙ୍କ ପେଟ ଭିତରୁ ହେରୋଇନ ଜବତ କରାଯାଇଛି। ପ୍ଲାଷ୍ଟିକ କ୍ୟାପସୁଲ ମଧ୍ୟରେ ଏତେ ପରିମାଣର ହେରୋଇନ ରହିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଜୁଲାଇ ୧୪ ତାରିଖରେ ବ୍ୟକ୍ତି ଜଣଙ୍କ ଉଗାଣ୍ତାରେ ଥିବା ଇଣ୍ଟେବେରୁ ଇଥୋପିଆ ଏୟାରଲାଇନ୍ସର ବିମାନ ଇଟି ୩୩୫/୬୯୨ ଯୋଗୁ ଚେନ୍ନାଇ ଏୟାରପୋର୍ଟକୁ ଆସିଥିଲେ। ସେ ହେରୋଇନ ଚାଲାଣ କରୁଥିବା ପୂର୍ବରୁ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା। ଏହି ସୂଚନା ଆଧାରରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଏୟାରପୋର୍ଟରେ ଅଟକ ରଖି ଯାଞ୍ଚ ଆରମ୍ଭ କରିଥିଲେ।

ଯାଞ୍ଚ ବେଳେ ତାଙ୍କ ପେଟ ଭିତରେ କ୍ୟାପସୁଲରେ ଭର୍ତ୍ତି ହୋଇ ରହିଥିବା ହେରୋଇନ ସମ୍ପର୍କରେ ତଥ୍ୟ ମିଳିଥିଲା। ପରବର୍ତ୍ତୀ ଅବସ୍ଥାରେ ଏଗୁଡ଼ିକୁ ତାଙ୍କ ପେଟରୁ ଅଧିକାରୀମାନେ ବାହାର କରିଥିଲେ।

ଏହାପୂର୍ବରୁ କଷ୍ଟମ ବିଭାଗ ମେ’ ମାସରେ ମଧ୍ୟ ଜଣେ ଉଗାଣ୍ଡା ନାଗରିକଙ୍କ ପେଟରୁ ୬୩ଟି କ୍ୟାପସୁଲ ଜବତ କରିଥିଲା। ସେ ଏହି କ୍ୟାପସୁଲରେ ହେରୋଇନ ରଖିଥିଲେ। ଜବତ ହେରୋଇନର ମୂଲ୍ୟ ୫.୫୬ କୋଟି ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story