ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କଲାନି ଅଫତାବ

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅଫତାବ ପୁନାୱାଲା ହତ୍ୟା କରିଥିବା କଥା କୋର୍ଟରେ ସ୍ୱୀକାର କରିନାହିଁ। ଏନେଇ ପ୍ରକାଶ ପାଇଥିବା ରିପୋର୍ଟରେ ସତ୍ୟତା ନାହିଁ ବୋଲି ଅଫତାବର ଓକିଲ ସୂଚନା ଦେଇଛନ୍ତି। ଏଥିସହ ଅଫତାବ ନାଁରେ ହୋଇଥିବା ସମସ୍ତ ମାମଲା ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ହୋଇଛି। ତେଣୁ ଏହା ତା’କୁ ସହାୟତା କରିବ ବୋଲି ଓକିଲ ଅବିନାଶ କୁମାର କହିଛନ୍ତି। ଅଫତାବ ରାଗି ଯାଇ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା କୋର୍ଟରେ […]

aftab

aftab

Hemant Lenka
  • Published: Tuesday, 22 November 2022
  • Updated: 22 November 2022, 06:38 PM IST

Sports

Latest News

ନୂଆଦିଲ୍ଲୀ: ନିଜର ଲିଭ ଇନ ପାର୍ଟନର ଶ୍ରଦ୍ଧା ୱାଲକରଙ୍କୁ ଅଫତାବ ପୁନାୱାଲା ହତ୍ୟା କରିଥିବା କଥା କୋର୍ଟରେ ସ୍ୱୀକାର କରିନାହିଁ। ଏନେଇ ପ୍ରକାଶ ପାଇଥିବା ରିପୋର୍ଟରେ ସତ୍ୟତା ନାହିଁ ବୋଲି ଅଫତାବର ଓକିଲ ସୂଚନା ଦେଇଛନ୍ତି। ଏଥିସହ ଅଫତାବ ନାଁରେ ହୋଇଥିବା ସମସ୍ତ ମାମଲା ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ହୋଇଛି। ତେଣୁ ଏହା ତା’କୁ ସହାୟତା କରିବ ବୋଲି ଓକିଲ ଅବିନାଶ କୁମାର କହିଛନ୍ତି।

ଅଫତାବ ରାଗି ଯାଇ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିବା କୋର୍ଟରେ ସ୍ୱୀକାର କରିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବିଭିନ୍ନ ପ୍ରକାରର ଆକଳନ କରାଯାଉଥିବା ବେଳେ ଅଫତାବର ଓକିଲ ଅବିନାଶ କୁମାର ଶୁଣାଣି ଓ କୋର୍ଟ ପ୍ରୋସିଡିଂ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି।

ସେ କହିଛନ୍ତି, “ଅଫତାବ ଦିଲ୍ଲୀ ପୁଲିସ୍‌କୁ ସବୁ ପ୍ରକାରର ସହଯୋଗ କରୁଛି। ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଛି ବୋଲି କୋର୍ଟରେ ଆଦୌ ସ୍ୱୀକାର କରିନାହିଁ। ପୁଲିସ୍‌ ପାଖରେ ସେ ସ୍ୱୀକାର କରିଥିବା କଥା କୋର୍ଟରେ ଗ୍ରହଣଯୋଗ୍ୟ ନୁହେଁ। ଅଫତାବ ସବୁ କଥା ଦିଲ୍ଲୀ ପୁଲିସ୍‌କୁ କହିବାକୁ ଚାହୁଁଛି।

ଅପରାଧକୁ ସେ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରୁନି। ନାର୍କୋ ଟେଷ୍ଟ ପାଇଁ ସେ ରାଜି ହୋଇଛି ଓ ପୁଲିସ୍‌କୁ ସବୁ ପ୍ରସଙ୍ଗରେ ସହଯୋଗ କରୁଛି। ଅଫତାବର କେସ୍‌ ନେବା ପରେ ମୁଁ ୧୦ ମିନିଟ ତା’ ସହ କଥା ହୋଇଛି। ଏହି ସମୟରେ ସେ ଶ୍ରଦ୍ଧାଙ୍କ ସମ୍ପର୍କରେ କିଛି ବି କହିନି।

ତା’କୁ ଭେଟିବା ବେଳେ ସେ ବେଶ ସ୍ୱାଭାବିକ ରହିଥିଲା। ସେ ସାଧାରଣ ଲୋକଙ୍କ ଭଳି ଆଚରଣ କରିଥିଲା। ତା’ର ଶାରିରୀକ ଓ ମାନସିକ ଅବସ୍ଥା ମଧ୍ୟ ସ୍ଥିର ରହିଛି। ସେ ବେଶ ନମ୍ର ଭାବେ କଥା ହୋଇଥିଲା। ଘଟଣାକୁ ନେଇ ଅଫତାବ ଆଦୌ ବ୍ୟସ୍ତ ହେଉନାହିଁ। ସେ ଭଲ ଭାବେ ଜାଣିଛି ଯେ ଘଟଣାର ପରିଣାମ କ’ଣ ହେବ। ତଥାପି ଆଇନ ବ୍ୟବସ୍ଥା ଉପରେ ସେ ବିଶ୍ୱାସ ରଖିଛି।”

ଅଫତାବ ସପକ୍ଷରେ ଯୁକ୍ତି କରିବାକୁ କ’ଣ ସବୁ ଯୋଜନା କରିଛନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଅବିନାଶ କୁମାର କହିଛନ୍ତି, “ମୁଁ ପୁଲିସ୍‌ ଚାର୍ଜଶିଟକୁ ଅପେକ୍ଷା କରିଛି। ଏହା ମିଳିବା ପରେ ମୁଁ ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିବି। ଏଯାଏ ସବୁ କିଛି ପାରିପାର୍ଶ୍ୱିକ ପ୍ରମାଣ। ଏଯାଏ କୌଣସି ବଳିଷ୍ଠ ଓ ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ।”

ଅଫତାବ ଚଳିତ ବର୍ଷ ମେ’ ୧୮ରେ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ସେ ପର୍ଯ୍ୟାୟକ୍ରମେ ଦିଲ୍ଲୀ ଉପ କଣ୍ଠରେ ଥିବା ଗୋଟିଏ ଜଙ୍ଗଲରେ ‍ଫିଙ୍ଗିଥିଲା।

ଆଜି ଅଭିଯୁକ୍ତ ଅଫତାବ ପୁନାୱାଲାକୁ ଭିଡିଓ କନଫରେନ୍ସିଂରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ଅଧିକ ପଚରାଉଚରା ପାଇଁ ପୁଲିସ ତାକୁ ଆଉ ୪ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା । ପୁଲିସର ଆବେଦନକୁ ଅନୁମତି ଦେଇଛନ୍ତି କୋର୍ଟ। ଫଳରେ ଆଉ ୪ ଦିନ ରିମାଣ୍ଡରେ ନେଇ ଶ୍ରଦ୍ଧା ହତ୍ୟାକାରୀ ଅଫତାବକୁ ପଚରାଉଚରା କରିବ ଦିଲ୍ଲୀ ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story