ନିର୍ବାଚନ ନ ହେଉଣୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚିନ୍ତାରେ କେଜ୍ରିୱାଲଙ୍କ ଆପ୍‌

ଚଣ୍ଡିଗଡ଼: ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ଭାବେ କୌଣସି ପ୍ରସ୍ତୁତି ହୋଇନାହିଁ। କିନ୍ତୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରାକୁ ନେଇ ଚିନ୍ତାରେ ପଡ଼ିଛି। ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ତା’କୁ ନେଇ ଆଲୋଚନା ଚାଲିଛି। କିନ୍ତୁ ଏସବୁ ଭିତରେ ସଙ୍ଗରୁର ସାଂସଦ ଭଗବନ୍ତ ମାନଙ୍କ ସମର୍ଥକମାନେ ତାଙ୍କୁଚ ଆପ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରୁ ବୋଲି ଦାବି କରିଛନ୍ତି। ମାନଙ୍କ ସମର୍ଥକମାନେ […]

maan

maan

Hemant Lenka
  • Published: Tuesday, 07 September 2021
  • Updated: 07 September 2021, 04:35 PM IST

Sports

Latest News

ଚଣ୍ଡିଗଡ଼: ଆସନ୍ତାବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଧିବଦ୍ଧ ଭାବେ କୌଣସି ପ୍ରସ୍ତୁତି ହୋଇନାହିଁ। କିନ୍ତୁ ଦିଲ୍ଲୀରେ କ୍ଷମତାସୀନ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରାକୁ ନେଇ ଚିନ୍ତାରେ ପଡ଼ିଛି। ଦଳ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ତା’କୁ ନେଇ ଆଲୋଚନା ଚାଲିଛି।

କିନ୍ତୁ ଏସବୁ ଭିତରେ ସଙ୍ଗରୁର ସାଂସଦ ଭଗବନ୍ତ ମାନଙ୍କ ସମର୍ଥକମାନେ ତାଙ୍କୁଚ ଆପ୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରୁ ବୋଲି ଦାବି କରିଛନ୍ତି। ମାନଙ୍କ ସମର୍ଥକମାନେ ସୋଶାଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ପ୍ଲାଟଫର୍ମ ଜରିଆରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରଚାର ଆରମ୍ଭ କରିଛନ୍ତି। ଏଥିସହ ଛୋଟଛୋଟ ଗ୍ରୁପ୍‌ରେ ମାନଙ୍କ ସମର୍ଥକମାନେ ଦଳୀୟ ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏହି ସମୟରେ ସେମାନେ ମାନଙ୍କୁ ତୁରନ୍ତ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି।

ପଞ୍ଜାବ ପାଇଁ ଆପ୍‌ ପକ୍ଷରୁ ନିଯୁକ୍ତ ଇନଚାର୍ଜ ଜର୍ନାଇଲ ସିଂହ କହିଛନ୍ତି, ନିର୍ବାଚନ ପାଇଁ ବହୁତ ସମୟ ବାକି ରହିଛି। ଦଳ ସମୟ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ। ଦଳ ପକ୍ଷରୁ ଖୁବଶୀଘ୍ର କିଏ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ, ତାଙ୍କ ନାଁ ଘୋଷଣା କରିବାକୁ ଯୋଜନା କରିଛି।

କଂଗ୍ରେସ ଯେବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ, ଆମେ ସେତେବେଳେ ନିଷ୍ପତ୍ତି ନେବୁ। ମାନଙ୍କ ସପକ୍ଷରେ ଦଳର ସ୍ୱେଚ୍ଛାସେବୀମାନେ ନିଜର ମତ ଦେଉଛନ୍ତି। କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ, ତା’ର ନିଷ୍ପତ୍ତି ଦଳ ଠିକ୍‌ ସମୟରେ ସମସ୍ତଙ୍କୁ ଜଣାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବେଶ କିଛିଦିନ ଚୁପଚାପ ଥିବା ମନ୍ନ ଏବେ ନିଜ ନିର୍ବାଚନମଣ୍ଡଳୀରେ ବୁଲିବା ଆରମ୍ଭ କରିଛନ୍ତି। ସେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ କଥା ବୁଝୁଛନ୍ତି। ଏମିତି କରି ସେ ଦଳୀୟ ହାଇକମାଣ୍ଡଙ୍କ ଆଗରେ ନିଜର ଲୋକପ୍ରିୟତାକୁ ଦେଖାଇବାକୁ ଚେଷ୍ଟା କରୁଥିବା କୁହାଯାଉଛି।

ସୋମବାର ସେ ପ୍ରତିକ୍ରିୟା ରଖି କହିଥିଲେ ଯେ “ମୋ ସପକ୍ଷରେ କିଏ ଦାବି କରୁଛି ଓ କିଏ ବିରୋଧ କରୁଛି, ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଦଳର ସବୁ ନିଷ୍ପତ୍ତିକୁ ଆମେ ପାଳନ କରିବାକୁ ଆମେ ବାଧ୍ୟ। କିନ୍ତୁ ଲୋକଙ୍କ ଭାବାବେଗ ଓ ଦଳୀୟ କର୍ମୀଙ୍କ ଦାବିକୁ ମଧ୍ୟ ଦଳର ହାଇକମାଣ୍ଡଙ୍କ ପାଖରେ ପହଞ୍ଚିବା ଦରକାର। ଆମେ ସବୁ କିଛି ଆଗାମୀ ଦିନରେ ଆପଣମାନଙ୍କୁ ଜଣାଇବୁ।”

ମାନଙ୍କ ବ୍ୟତୀତ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆପ୍‌ରେ ଅନେକ ଆଶାୟୀ ରହିଛନ୍ତି। ସେମାନେ ନିଜ ନିଜ ଶୈଳୀରେ ଦଳୀୟ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story