ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କହି ଛିଗୁଲାଇଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ନେତାମାନଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେଉଛି। ଏସବୁ ଭିତରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ଟାର୍ଗେଟ କରିଛି। ଆପ ପକ୍ଷରୁ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କୁହାଯାଇଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସରକାର କେନ୍ଦ୍ରର କୃଷି ଆଇନକୁ ନେଇ ଦୋମୁହାଁ ନୀତି ଆପଣାଉଥିବା ସିଦ୍ଧୁ କହିଥିଲେ। ଏହାକୁ ଆଜି ଆପ୍‌ କାଉଣ୍ଟର […]

sidhu1

sidhu1

Hemant Lenka
  • Published: Friday, 17 September 2021
  • Updated: 17 September 2021, 05:14 PM IST

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତିକ ନେତାମାନଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ସେତିକି ତୀବ୍ର ହେଉଛି। ଏସବୁ ଭିତରେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ଟାର୍ଗେଟ କରିଛି। ଆପ ପକ୍ଷରୁ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାକ୍ଷୀ ସାୱନ୍ତ କୁହାଯାଇଛି।

ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସରକାର କେନ୍ଦ୍ରର କୃଷି ଆଇନକୁ ନେଇ ଦୋମୁହାଁ ନୀତି ଆପଣାଉଥିବା ସିଦ୍ଧୁ କହିଥିଲେ। ଏହାକୁ ଆଜି ଆପ୍‌ କାଉଣ୍ଟର କରିଛି। ଆପର ବିଧାୟକ ରାଘବ ଚଡ୍ଡା କହିଛନ୍ତି, ପଞ୍ଜାବ ରାଜନୀତିର ରାକ୍ଷୀ ସାୱାନ୍ତ ହେଉଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ କ୍ୟାପ୍ଟେନ ଅମରିନ୍ଦ ସିଂହଙ୍କୁ କ୍ରମାଗତ ଭାବେ ସମାଲୋଚନା କରିବା ପରେ କଂଗ୍ରେସ ହାଇକମାଣ୍ଡଙ୍କ କ୍ରୋଧର ଶିକାର ହୋଇଥିଲେ।

ଏବେ ସେ ନିଜକୁ ବଦଳାଇବାକୁ ଚେଷ୍ଟା କରି ଅବରିନ୍ଦ କେଜ୍ରିୱାଲଙ୍କ ପଛରେ ପଡ଼ିଛନ୍ତି। ଆପଣମାନେ ଆସନ୍ତାକାଲି ଯାଏ ଅପେକ୍ଷା କରୁନ୍ତୁ। ସେ ପୁଣିଥରେ ବେଶ ଉତ୍ସାହର ସହ କ୍ୟାପ୍ଟେନ(ଅମରିନ୍ଦର ସିଂହ)ଙ୍କ ଉପରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇବେ ବୋଲି ରାଘବ କହିଛନ୍ତି।

ଏହାର କିଛି ସମୟ ପୂର୍ବରୁ ସିଦ୍ଧୁ ଗୋଟିଏ ବିବୃତିର ଭିଡିଓ ପୋଷ୍ଟ କରିଥିଲେ। ଏଥିରେ କୃଷି ଆଇନକୁ ନେଇ କେଜ୍ରିୱାଲ ଓ ତାଙ୍କ ସରକାରଙ୍କ ଆଭିମୁଖ୍ୟକୁ ସେ ତୀବ୍ର ସମାଲୋଚନା କରିଥିଲେ। ସେହିପରି କେଜ୍ରିୱାଲଙ୍କ ପୂର୍ବରୁ ସିଦ୍ଧୁ ଅକାଳୀ ଦଳକୁ ମଧ୍ୟ କୃଷି ଆଇନ ପ୍ରସଙ୍ଗରେ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story