‘ନାଲି ଲାଇଟ ଅନ୍‌, ଗାଡ଼ି ବନ୍ଦ’ ଅଭିଯାନ ସ୍ଥଗିତ, ରାସ୍ତାକୁ ଓହ୍ଲାଇଲା ଆପ୍‌

ନୂଆଦିଲ୍ଲୀ: ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ବା ଆପ୍‌। ପରିବେଶ ମନ୍ତ୍ରୀ ଗୋପାଳ ରାଏ ଲୋକଙ୍କୁ ସଚେତନ କରିବା ପାଇଁ ତଥା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ‘ନାଲି ଲାଇଟ୍‌ ଅନ୍‌, ଗାଡ଼ି ବନ୍ଦ’ ଅଭିଯାନ ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ଏହାକୁ ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ଅନୁମତି ଦିଆଯାଉ ନଥିବା ଅଭିଯୋଗ କରି ଆପ୍‌ କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଶନିବାର […]

aap1

aap1

Hemant Lenka
  • Published: Saturday, 29 October 2022
  • Updated: 29 October 2022, 03:04 PM IST

Sports

Latest News

ନୂଆଦିଲ୍ଲୀ: ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରିଛି ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ବା ଆପ୍‌। ପରିବେଶ ମନ୍ତ୍ରୀ ଗୋପାଳ ରାଏ ଲୋକଙ୍କୁ ସଚେତନ କରିବା ପାଇଁ ତଥା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ‘ନାଲି ଲାଇଟ୍‌ ଅନ୍‌, ଗାଡ଼ି ବନ୍ଦ’ ଅଭିଯାନ ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ଏହାକୁ ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ ଅନୁମତି ଦିଆଯାଉ ନଥିବା ଅଭିଯୋଗ କରି ଆପ୍‌ କର୍ମକର୍ତ୍ତାମାନେ ରାସ୍ତାକୁ ଓହ୍ଲାଇଛନ୍ତି।

ଶନିବାର ଶତାଧିକ ଆପ୍‌ କର୍ମକର୍ତ୍ତା ଆନ୍ଦୋଳନକୁ ଓହ୍ଲାଇ ଉପ ରାଜ୍ୟପାଳ ସକ୍ସେନାଙ୍କ ବିରୋଧରେ ନାରାବାଜୀ କରିଛନ୍ତି। ଦିଲ୍ଲୀ ପୁଲିସ୍‌ ବିକ୍ଷୋଭକାରୀଙ୍କୁ ଅରୁଣା ଆସଫ ଅଲୀ ହସ୍ପିଟାଲ ରାସ୍ତାରେ ବିକ୍ଷୋଭ ନ କରିବାକୁ କହିଥିଲେ ହେଁ ସେମାନେ କିଛି ବି ଶୁଣି ନାହାନ୍ତି।

ବିକ୍ଷୋଭକାରୀଙ୍କ ମୁକାବିଲା ପାଇଁ ପୁଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଓ ଜଳ ମାଡ଼ ଗାଡ଼ି ମୁତୟନ କରାଯାଇଛି।

ଶ୍ରୀ ରାଏ କହିଛନ୍ତି, “ରେଡ୍‌ ଲାଇଟ ଅନ୍‌, ଗାଡ଼ି ଅଫ ଅଭିଯାକୁ ଅନୁମତି ନ ମଳିବାରୁ ଏହାକୁ ବନ୍ଦ ରଖାଯାଇଛି। ଏହାକୁ ଅନୁମତି ଦେବା ପାଇଁ ଅକ୍ଟୋବର ୨୧ରେ ଉପ ରାଜ୍ୟପାଳଙ୍କ ପାଖକୁ ଫାଇଲ ପଠା ଯାଇଥିଲା। ହେଲେ ସେ ଏଯାଏ ଏଥିପାଇଁ ଅନୁମତି ଦେଇ ନାହାନ୍ତି।”

ଅନ୍ୟପକ୍ଷରେ ଉପ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ସରକାର ଲୋକଙ୍କୁ ଭୁଲ ତଥ୍ୟ ଦେଉଛନ୍ତି। ଅଭିଯାନ ଅକ୍ଟୋବର ୨୮ରେ ଆରମ୍ଭ କରାଯିବାକୁ ଥିବା ସରକାର କହୁଛନ୍ତି। ହେଲେ ରାଜ୍ୟ ସରକାର ପଠାଇଥିବା ଫାଇଲରେ ଅଭିଯାନ ଅକ୍ଟୋବର ୩୧ରୁ ଆରମ୍ଭ ହେବ ବୋଲି କୁହାଯାଇଛି।

୨୦୨୦ ଅକ୍ଟୋବର ୧୬ରେ ଏହି ଅଭିଯାନ ପ୍ରଥମଥର ଆରମ୍ଭ କରାଯାଇଥିଲା। ଗାଡ଼ି ଜନିତ ପ୍ରଦୂଷଣକୁ କମ କରିବା ପାଇଁ ଦିଲ୍ଲୀ ସରକାର ଲୋକଙ୍କୁ ଏପରି କରିବାକୁ କହିଥିଲେ। ହେଲେ ଚଳିତ ବର୍ଷ ଏହି ଅଭିଯାନକୁ ନେଇ ବିବାଦ ଦେଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story