ପାକିସ୍ତାନକୁ ଜବାବ ଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମିଳିଲା ପ୍ରମୋସନ

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ପାଲଟା ଆକ୍ରମଣର ଦୃଢ଼ ଜବାବ ଦେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଶେଷରେ ପ୍ରମୋସନ ମିଳିଛି। ସେ ଏଣିକି ୱିଙ୍ଗ କମାଣ୍ଡର ବଦଳରେ ଗ୍ରୁପ୍‌ କ୍ୟାପ୍ଟେନ ପାହ୍ୟାର ଅଫିସର ଭାବେ କାମ କରିବେ। ଅଭିନନ୍ଦନ ଏକମାତ୍ର ପାଇଲଟ ଯିଏ ଭାରତର ମିଗ-୨୬ ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬କୁ ଖସାଇ ଦେବାକୁ ସକ୍ଷମ ହୋଇଥିଲେ। ୨୦୧୯ ସୀମାରେ ପରାକ୍ରମ ଦେଖାଇଥିବାରୁ ଅଭିନନ୍ଦନଙ୍କୁ ଏହି ପ୍ରମୋସନ ମିଳିଛି। […]

avindana

avindana

Hemant Lenka
  • Published: Wednesday, 03 November 2021
  • Updated: 03 November 2021, 05:52 PM IST

Sports

Latest News

ନୂଆଦିଲ୍ଲୀ: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନର ପାଲଟା ଆକ୍ରମଣର ଦୃଢ଼ ଜବାବ ଦେଇଥିବା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଶେଷରେ ପ୍ରମୋସନ ମିଳିଛି। ସେ ଏଣିକି ୱିଙ୍ଗ କମାଣ୍ଡର ବଦଳରେ ଗ୍ରୁପ୍‌ କ୍ୟାପ୍ଟେନ ପାହ୍ୟାର ଅଫିସର ଭାବେ କାମ କରିବେ। ଅଭିନନ୍ଦନ ଏକମାତ୍ର ପାଇଲଟ ଯିଏ ଭାରତର ମିଗ-୨୬ ଯୁଦ୍ଧ ବିମାନ ଦ୍ୱାରା ପାକିସ୍ତାନର ଏଫ-୧୬କୁ ଖସାଇ ଦେବାକୁ ସକ୍ଷମ ହୋଇଥିଲେ।

୨୦୧୯ ସୀମାରେ ପରାକ୍ରମ ଦେଖାଇଥିବାରୁ ଅଭିନନ୍ଦନଙ୍କୁ ଏହି ପ୍ରମୋସନ ମିଳିଛି। ଏହାପୂର୍ବରୁ ତାଙ୍କ ସୂର୍ଯ୍ୟ ଚକ୍ରରେ ମଧ୍ୟ ସମ୍ମାନୀତ କରାଯାଇଥିଲା। ପୁଲୱାମାରେ ଆତଙ୍କୀ ହମଲାର ଜବାବ ଦେବାକୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲକୋଟରେ ଥିବା ଆତଙ୍କୀ କ୍ୟାମ୍ପଗୁଡ଼ିକ ଉପରେ ଏୟାର ଷ୍ଟ୍ରାଇକ କରିଥିଲା।

ଏହାର ଦିନକ ପରେ ଅର୍ଥାତ ୨୦୧୯ ମସିହା ଫେବୃଆରୀ ୨୭ରେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଦ୍ୱାରା ଭାରତ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ପକ୍ଷରୁ ଆକାଶ ପଥରେ ହିଁ ପାକିସ୍ତାନକୁ ଦୃଢ଼ ଜବାବ ଦିଆଯାଇଥିଲା। ଏହି ଲଢ଼େଇ ସମୟରେ ଅଭିନନ୍ଦନ ମିଗ୍‌-୨୧ ବିମାନ ଦ୍ୱାରା ପିଓକେରେ ପ୍ରବେଶ କରି ପାକ୍‌ର ଏଫ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ।

ତେବେ ପାକିସ୍ତାନର ପାଲଟା ଆକ୍ରମଣରେ ସେ ମଧ୍ୟ ପିଓକରେ ଖସି ପଡ଼ିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। କିନ୍ତୁ ଭାରତ ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁବା ସହ ଅଭିନନ୍ଦନଙ୍କୁ ଛାଡ଼ିଥିଲା। ଅଭିନନ୍ଦନ ୱାଘା-ଅଟ୍ଟାରୀ ସୀମା ଦେଇ ବେଶ ବୀର ଠାଣିରେ ଭାରତରେ ପ୍ରବେଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story