ବିଶିଷ୍ଟ ସାମାଜିକ କର୍ମୀ ହର୍ଷଙ୍କ ଘରେ ଇଡିର ରେଡ୍‌

ନୂଆଦିଲ୍ଲୀ: ଗୋଟିଏ ପଟେ ଆୟକର ବିଭାଗ ଅଭିନେତା ସୋନୁ ସୁଦଙ୍କ ଘରେ ‘ସର୍ଭେ’ କରୁଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରେ ରହିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ହର୍ଷ ମନ୍ଦେର। ଆଜି ହର୍ଷଙ୍କ ସହ ଜଡ଼ିତ ୩ଟି ଠିକଣାରେ ଇଡି ପକ୍ଷରୁ ଏକକାଳୀନ ରେଡ କରାଯାଇଛି। ଚଳିତ ବର୍ଷ ଫେବୃଆରୀ ମାସରେ ଦିଲ୍ଲୀ ପୁଲିସ୍‌ର ଇଏଡବ୍ଲ୍ୟୁ ଗୋଟିଏ ମନି ଲଣ୍ଡରିଂ ଅଭିଯୋଗରେ ହର୍ଷଙ୍କ ବିରୋଧରେ ଏଫଆଇଆର କରିଥିଲା। ଉକ୍ତ ଏଫଆଇଆରକୁ ଆଧାର କରି ଆଜି ସକାଳ […]

Harsh

Harsh

Hemant Lenka
  • Published: Thursday, 16 September 2021
  • Updated: 16 September 2021, 04:13 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ଆୟକର ବିଭାଗ ଅଭିନେତା ସୋନୁ ସୁଦଙ୍କ ଘରେ ‘ସର୍ଭେ’ କରୁଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍କାନରେ ରହିଛନ୍ତି ବିଶିଷ୍ଟ ସାମାଜିକ କର୍ମୀ ହର୍ଷ ମନ୍ଦେର। ଆଜି ହର୍ଷଙ୍କ ସହ ଜଡ଼ିତ ୩ଟି ଠିକଣାରେ ଇଡି ପକ୍ଷରୁ ଏକକାଳୀନ ରେଡ କରାଯାଇଛି।

ଚଳିତ ବର୍ଷ ଫେବୃଆରୀ ମାସରେ ଦିଲ୍ଲୀ ପୁଲିସ୍‌ର ଇଏଡବ୍ଲ୍ୟୁ ଗୋଟିଏ ମନି ଲଣ୍ଡରିଂ ଅଭିଯୋଗରେ ହର୍ଷଙ୍କ ବିରୋଧରେ ଏଫଆଇଆର କରିଥିଲା। ଉକ୍ତ ଏଫଆଇଆରକୁ ଆଧାର କରି ଆଜି ସକାଳ ୮ଟାରୁ ହର୍ଷଙ୍କ ୩ଟି ଠିକଣାରେ ରେଡ୍‌ କରାଯାଇଛି। ବସନ୍ତକୁଞ୍ଜରେ ଥିବା ହର୍ଷଙ୍କ ବାସଭବନଙ୍କ ସମେତ ତାଙ୍କ ଅଫିସ ଓ ତାଙ୍କ ଏନଜିଓ ଚଲାଉଥିବା ଗୋଟିଏ ସଂସ୍ଥାରେ ଏକାକାଳୀନ ଚଢ଼ଉ ହୋଇଛି।

ରେଡ୍‌ର କିଛି ଘଣ୍ଟା ପୂର୍ବରୁ ହର୍ଷ ଓ ତାଙ୍କ ପତ୍ନୀ ଜର୍ମାନୀ ଗସ୍ତ କରିଛନ୍ତି। ବର୍ଲିନରେ ଥିବା ଗୋଟିଏ ଶିକ୍ଷାନୁଷ୍ଠାନରେ ସେମାନଙ୍କର କାମ ଥିବାରୁ ସେମାନେ ଜର୍ମାନୀ ଗସ୍ତ କରିଛନ୍ତି। ଏହାର କିଛି ଘଣ୍ଟା ପରେ ହିଁ ଇଡିର ଅଧିକାରୀମାନେ ରେଡ୍‌ ଆରମ୍ଭ କରିଛନ୍ତି। ବସନ୍ତକୁଞ୍ଜ ବାସଭବନରେ ରେଡ୍‌ କରିବା ସମୟରେ ହର୍ଷଙ୍କ ଝିଅ ଓ ଜ୍ୱାଇଁ ସେଠାରେ ଉପସ୍ଥିତ ରହିଥିଲେ।

ହର୍ଷ ଅନେକ ବହି ଲେଖିଛନ୍ତି। ସମାଜ ସେବା ବ୍ୟତୀତ ସେ ସାମାଜିକ ନ୍ୟାୟ ଓ ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କରେ ଅନେକ ଥର ଖୋଲାଖୋଲି ମତ ରଖିଛନ୍ତି। ଅନେକ ଗଣମାଧ୍ୟମରେ ତାଙ୍କ ଲେଖା ମଧ୍ୟ ପ୍ରକାଶ ପାଇଥାଏ। ତେବେ ତାଙ୍କ ଦ୍ୱାରା ପରିଚାଲିତ ସେଣ୍ଟର ଫର ଇ୍ୟକୁଟି ଷ୍ଟଡିଜ୍‌ ନାଁରେ ଆର୍ଥିକ ହେରଫେର ଅଭିଯୋଗ ଆସିଛି। ଫେବୃଆରୀ ମାସରୁ ଅଭିଯୋଗ ଆସିଥିଲେ ହେଁ ଏହାକୁ ହର୍ଷ ଖଣ୍ଡନ କରି ଚାଲିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story