ବାପା କରୋନାରେ ପ୍ରାଣ ହରାଇବାରୁ ଝିଅ ନତାଶାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ବର୍ଷେ ହେଲା ଜେଲ୍‌ରେ ବନ୍ଦୀ ହୋଇ ରହିଥିବା ସାମାଜିକ କର୍ମୀ ନତାଶା ନରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବାପା ମହାବୀର ନରୱାଲ କରୋନାରେ ସଂକ୍ରମିତ ହୋଇ ରବିବାର ପ୍ରାଣ ହରାଇଥିବାରୁ ଅନ୍ତିମ ସଂସ୍କାର ପାଇଁ ନତାଶାଙ୍କୁ କୋର୍ଟ ଜାମିନ ଦେଇଛନ୍ତି। ଦିଲ୍ଲୀ ଦଙ୍ଗା ପଛରେ ନତାଶାଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଆତଙ୍କବାଦ ନରୋଧ ଆଇନ ୟୁଏପିଏ ଜରିଆରେ ଗିରଫ କରିଛି। ଗତବର୍ଷ […]

Natasha

Natasha

Hemant Lenka
  • Published: Monday, 10 May 2021
  • Updated: 10 May 2021, 04:55 PM IST

Sports

Latest News

ନୂଆଦିଲ୍ଲୀ: ବର୍ଷେ ହେଲା ଜେଲ୍‌ରେ ବନ୍ଦୀ ହୋଇ ରହିଥିବା ସାମାଜିକ କର୍ମୀ ନତାଶା ନରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବାପା ମହାବୀର ନରୱାଲ କରୋନାରେ ସଂକ୍ରମିତ ହୋଇ ରବିବାର ପ୍ରାଣ ହରାଇଥିବାରୁ ଅନ୍ତିମ ସଂସ୍କାର ପାଇଁ ନତାଶାଙ୍କୁ କୋର୍ଟ ଜାମିନ ଦେଇଛନ୍ତି।

ଦିଲ୍ଲୀ ଦଙ୍ଗା ପଛରେ ନତାଶାଙ୍କ ହାତ ରହିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଆତଙ୍କବାଦ ନରୋଧ ଆଇନ ୟୁଏପିଏ ଜରିଆରେ ଗିରଫ କରିଛି। ଗତବର୍ଷ ଠାରୁ ହିଁ ସେ ଜେଲ୍‌ରେ ରହିଛନ୍ତି। ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ପିଞ୍ଜ୍ରା ତୋଡ୍‌ ସଂଗଠନର ସଦସ୍ୟ ହେଉଛନ୍ତି ନତାଶା।

ତାଙ୍କ ବାପା କରୋନାରେ ପ୍ରାଣ ହରାଇଥିବା ବେଳେ ଏକମାତ୍ର ଭାଇ ଆକାଶ କରୋନାରେ ସଂକ୍ରମିତ ହୋଇ ଆଇସୋଲେସନରେ ଅଛନ୍ତି। ତେଣୁ ଅନ୍ତିମ ସଂସ୍କାର କରିବାକୁ କେହି ନଥିବାରୁ ନତାଶାଙ୍କୁ ଜାମିନ ଦିଆଯାଉ ଥିବା କୋର୍ଟ କହିଛନ୍ତି। କୋର୍ଟ ତାଙ୍କୁ ୩ ସପ୍ତାହ ପାଇଁ ଜାମିନ ଦେବା ବେଳେ ଦିଲ୍ଲୀ ପୁଲିସ୍‌ ଏହାକୁ ବିରୋଧ କରି ନଥିଲା।

କୋର୍ଟ ନତାଶାଙ୍କୁ ୫୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବାକୁ କହିଛନ୍ତି। ସେହିପରି ବାହାରେ ମାମଲା ସମ୍ପର୍କରେ କୌଣସି ବୟାନ ନ ରଖିବାକୁ ସର୍ତ୍ତ ଜାରି କରିଛନ୍ତି। ୩ ସପ୍ତାହ ପରେ ନତାଶା ନିଜର ଆରଟିପିସିଆର କରୋନା ଟେଷ୍ଟ ରିପୋର୍ଟ ସହ ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ଜାମିନ ଦେବା ବେଳେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story