୭ ଦିନ ପାଇଁ ପୁଲିସ୍ ହେପାଜତକୁ ଗଲେ ଦୀପ ସିଦ୍ଧୁ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସାକାଣ୍ଡ ଘଟଣାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଆଜି ଦିଲ୍ଲୀ ପୁଲିସ୍‌ ୭ ଦିନ ପାଇଁ ନିଜ ହେପାଜତକୁ ନେଇଛି। ତାଙ୍କୁ ସନ୍ଧ୍ୟାରେ ପୁଲିସ୍‌ କୋର୍ଟରେ ହାଜର କରିଥିଲା। ଏହାପରେ ୧୦ ଦିନ ହେପାଜତକୁ ନେବା ପାଇଁ ନିବେଦନ କରିଥିଲା। ତେବେ ଏହାକୁ ଦୀପ ସିଦ୍ଧୁଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ସିଦ୍ଧୁ ଭୁଲ ସମୟରେ ଭୁଲ ସ୍ଥାନରେ ଅଛନ୍ତି। ଏହାପରେ କୋର୍ଟ ଦୀପ […]

sidhu

sidhu

Hemant Lenka
  • Published: Tuesday, 09 February 2021
  • Updated: 09 February 2021, 10:17 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ହିଂସାକାଣ୍ଡ ଘଟଣାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଆଜି ଦିଲ୍ଲୀ ପୁଲିସ୍‌ ୭ ଦିନ ପାଇଁ ନିଜ ହେପାଜତକୁ ନେଇଛି। ତାଙ୍କୁ ସନ୍ଧ୍ୟାରେ ପୁଲିସ୍‌ କୋର୍ଟରେ ହାଜର କରିଥିଲା। ଏହାପରେ ୧୦ ଦିନ ହେପାଜତକୁ ନେବା ପାଇଁ ନିବେଦନ କରିଥିଲା।

ତେବେ ଏହାକୁ ଦୀପ ସିଦ୍ଧୁଙ୍କ ଓକିଲ ଏହାକୁ ବିରୋଧ କରିଥିଲେ। ସେ କହିଥିଲେ, ବର୍ତ୍ତମାନ ସିଦ୍ଧୁ ଭୁଲ ସମୟରେ ଭୁଲ ସ୍ଥାନରେ ଅଛନ୍ତି। ଏହାପରେ କୋର୍ଟ ଦୀପ ସିଦ୍ଧୁଙ୍କୁ ୭ ଦିନ ପାଇଁ ପୁଲିସ୍‌ ହେପାଜତକୁ ପଠାଇଥିଲେ। ଗତ ଜାନୁଆରୀ ୨୬ ତାରିଖରେ ବିଭିନ୍ନ ସର୍ତ୍ତ ସହିତ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଟ୍ରାକ୍ଟର ରାଲି କରିବାକୁ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକମାନଙ୍କୁ ଅନୁମତି ମିଳିଥିଲା। ତେବେ ଏହି ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା।

ଚାଷୀମାନେ ଲାଲକିଲ୍ଲାକୁ ପଶି ଯାଇ ସେଠାରେ ଶିଖ ପତାକା ଉଡ଼ାଇଥିଲେ। ଏହି ସମୟରେ ଦୀପ ସିଦ୍ଧୁ ବି ସେଠାରେ ଉପସ୍ଥିତ ଥିଲେ।
ଆନ୍ଦୋଳନକାରୀଙ୍କୁ ପୁଲିସ୍ ଅଟକାଇବାକୁ ପ୍ରୟାସ କରିଥିଲା। ତେବେ ସେମାନଙ୍କ ପାଲଟା ଆକ୍ରାମଣରେ ୩୦୦ରୁ ଅଧିକ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ।

ଦୀପ ସିଦ୍ଧୁ ଟ୍ରାକ୍ଟର ରାଲି ବେଳେ କୃଷକମାନଙ୍କୁ ହିଂସା ଭିଆଇବାକୁ ଉସକାଇ ଥିଲେ ବୋଲି ଅଭିଯୋଗ ହୋଇଛି। କୃଷକ ଆନ୍ଦୋଳନରେ ଜଣେ ବିବାଦୀୟ ବ୍ୟକ୍ତିତ୍ୱ ଭାବେ ଉଭା ହୋଇଥିବା ଦୀପ ସିଦ୍ଧୁଙ୍କ ବିରୋଧରେ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଦୀପ ସିଦ୍ଧୁ ଷଡ଼ଯନ୍ତ୍ର କରି କୃଷକ ଆନ୍ଦୋଳନକୁ ପଥଭ୍ରଷ୍ଟ କରିବାକୁ ପ୍ରୟାସ କରିଥିବା ଚାଷୀ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଆଜି ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ସକାଳ ୧୦.୪୦ରେ ଦୀପ ସିଦ୍ଧୁଙ୍କୁ କର୍ଣ୍ଣାଲ ବାଇପାସରୁ ଗିରଫ କରିଥିଲା। ଏବେ ହିଂସକାଣ୍ଡରେ ତାଙ୍କ ଭୂମିକା କ’ଣ ଥିଲା, ତା’ର ବିସ୍ତୃତ ତଥ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଦୀପ ସିନ୍ଧୁଙ୍କ ବିଷୟରେ ସୂଚନା ଦେଲେ ଏକ ଲକ୍ଷ ଟଙ୍କା ମିଳିବ ବୋଲି ମଧ୍ୟ ଦିଲ୍ଲୀ ପୁଲିସ୍‌ ଘୋଷଣା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story