ପୁଣି ଟିଏମସିକୁ ଝଟକା, ଅଭିନେତା ହିରନ ଚାଟାର୍ଜୀ ବିଜେପିରେ ମିଶିଲେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି। ନିକଟରେ ଟିଏମସିକୁ ଗୁଡବାଏ କହିଥିବା ଲୋକପ୍ରିୟ ଅଭିନେତା ହିରନ ଚାଟାର୍ଜୀ ଏବେ ବିଜେପିରେ ମିଶିଛନ୍ତି। ସେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ ଶାହ ଓ ବେଙ୍ଗଲ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଶ୍ରୀ ଶାହ ନିର୍ବାଚନୀ ପ୍ରଚାର ପାଇଁ ଦୁଇ ଦିନିଆ ବେଙ୍ଗଲ ଗସ୍ତ କରିଥିବା ବେଳେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ […]

TMC

TMC

Hemant Lenka
  • Published: Thursday, 18 February 2021
  • Updated: 18 February 2021, 05:04 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଟିଏମକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି। ନିକଟରେ ଟିଏମସିକୁ ଗୁଡବାଏ କହିଥିବା ଲୋକପ୍ରିୟ ଅଭିନେତା ହିରନ ଚାଟାର୍ଜୀ ଏବେ ବିଜେପିରେ ମିଶିଛନ୍ତି। ସେ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ ଶାହ ଓ ବେଙ୍ଗଲ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଶ୍ରୀ ଶାହ ନିର୍ବାଚନୀ ପ୍ରଚାର ପାଇଁ ଦୁଇ ଦିନିଆ ବେଙ୍ଗଲ ଗସ୍ତ କରିଥିବା ବେଳେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି।

ଗତକାଲି ବେଙ୍ଗଲରେ ଆଉ ଜଣେ ଲୋକପ୍ରିୟ ଅଭିନେତା ଯଶ ଦାସଗୁପ୍ତା ବିଜେପିରେ ମିଶିଥିଲେ। ଏହି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟା ଓ ମୁକୁଲ ରୟ ଉପସ୍ଥିତ ରହିଥିଲେ।

କେବଳ ଅଭିନେତା କିମ୍ବା ଅଭିନେତ୍ରୀ ନୁହନ୍ତି, ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀ ମଧ୍ୟ ଦଳ ଛାଡ଼ି ବିଜେପିରେ ମିଶିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story