ନାଗା ଚୈତନ୍ୟଙ୍କ ନାଁରେ ଚାଲାଣ କାଟିଲା ପୁଲିସ୍‌

ହାଇଦ୍ରାବାଦ: ପୁଣିଥରେ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ପୂର୍ବରୁ ନିଜ ପତ୍ନୀ ସମନ୍ଥାଙ୍କ ଠାରୁ ଅଲଗା ହେବା ଖବରକୁ ନେଇ ସେ ଚର୍ଚ୍ଚାରେ ଥିଲେ। ହେଲେ ଏବେ ତାଙ୍କ ନାଁରେ ପୁଲିସ୍‌ ଚାଲାଣ କାଟିଥିବା ଖବର ସାମ୍ନାକୁ ଆସିଛି। ସୋମବାର ନାଗା ଚୈତନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି। ସେ ନିଜ କାର୍‌ରେ କଳା ରଙ୍ଗର ଗ୍ଲାସ ବ୍ୟବହାର କରି ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ଏଥିପାଇଁ ପୁଲିସ୍‌ ତାଙ୍କ ନାଁରେ ଚାଲାଣ କାଟିଛି। ମିଳିଥିବା […]

Nga

Nga

Hemant Lenka
  • Published: Tuesday, 12 April 2022
  • Updated: 12 April 2022, 06:22 PM IST

Sports

Latest News

ହାଇଦ୍ରାବାଦ: ପୁଣିଥରେ ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ। ପୂର୍ବରୁ ନିଜ ପତ୍ନୀ ସମନ୍ଥାଙ୍କ ଠାରୁ ଅଲଗା ହେବା ଖବରକୁ ନେଇ ସେ ଚର୍ଚ୍ଚାରେ ଥିଲେ। ହେଲେ ଏବେ ତାଙ୍କ ନାଁରେ ପୁଲିସ୍‌ ଚାଲାଣ କାଟିଥିବା ଖବର ସାମ୍ନାକୁ ଆସିଛି। ସୋମବାର ନାଗା ଚୈତନ୍ୟ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କରିଛନ୍ତି।

ସେ ନିଜ କାର୍‌ରେ କଳା ରଙ୍ଗର ଗ୍ଲାସ ବ୍ୟବହାର କରି ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ିଛି। ଏଥିପାଇଁ ପୁଲିସ୍‌ ତାଙ୍କ ନାଁରେ ଚାଲାଣ କାଟିଛି। ମିଳିଥିବା ସୂଚନା ଅନୁଯାୟୀ, ନାଗା ଗୋଟିଏ ଟୋୟାଟା ଭେଲଫାୟାର ଗାଡ଼ିରେ ଯାଉଥିଲେ। ଏହି ସମୟରେ ଟ୍ରାଫିକ ପୁଲିସ୍‌ ହାଇଦ୍ରାବାଦର ଜୁବଲି ହିଲ୍ସ ନିକଟରେ ତାଙ୍କ ଗାଡ଼ିକୁ ଅଟକାଇ ଥିଲା।

ସେ କାର୍‌ରେ କଳା ରଙ୍ଗର ଗ୍ଲାସ ବ୍ୟବହାର କରିଥିବାରୁ ପୁଲିସ୍‌ ତାଙ୍କୁ ଫାଇନ ଦେବାକୁ କହିଥିଲା। ନାଗା ଚୈତ୍ୟନ୍ୟ ମଧ୍ୟ ନିଜ ଭୁଲର ସ୍ୱୀକାର କରି ଟ୍ରାଫିକ ପୁଲିସ୍‌ ନିକଟରେ ୭୧୫ ଟଙ୍କାର ଫାଇନ ଭରିଛନ୍ତି। ଏଥିସହ ସେ ପରବର୍ତ୍ତୀ ଅବସ୍ଥାରେ କଳା ରଙ୍ଗର ଗ୍ଲାସ ଆଉ ବ୍ୟବହାର କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଫାଇନ ପୈଠ କରିବା ପରେ ପୁଲିସ୍‌ ନାଗାଙ୍କୁ ଛାଡ଼ି ଦେଇଛି।

[caption id="" align="aligncenter" width="1000"]Naga Chaitanya fined ଫାଇନ କାଟିବା ବେଳର ଦୃଶ୍ୟ[/caption]

ସୂଚନାଯୋଗ୍ୟ, ନାଗା ଚୈତନ୍ୟ ହେଉଛନ୍ତି ଭେଟରାନ ଅଭିନେତା ନାଗାର୍ଜୁନଙ୍କ ପୁଅ। ବାପାଙ୍କ ଭଳି ନାଗା ମଧ୍ୟ ଅନେକ ହିଟ୍‌ ସାଉଥ ଫିଲ୍ମରେ ନିଜର ଯାଦୁ ଦେଖାଇଛନ୍ତି। ଖୁବଶୀଘ୍ର ସେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନାଗାଙ୍କୁ ଆମୀର ଖାନ ଓ କରିନା କପୁରଙ୍କ ଅଭିନୀତ ଲାଲ ସିଂହ ଚଡାରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story