ମୁକୁଲ ରୟଙ୍କ ବିରୋଧରେ କୋର୍ଟ ଗଲେ ଶୁଭେନ୍ଦୁ ଅଧିକାରୀ

କୋଲକାତା: ବିଜେପିର ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀ ଆଜି କ୍ୟାଲକାଟା ହାଇକୋର୍ଟରେ ଟିଏମସି ନେତା ମୁକୁଲ ରୟଙ୍କ ବିରୋଧରେ ଆବେଦନ କରିଛନ୍ତି। ମୁକୁଲ ବିଜେପି ଟିକେଟରୁ ବିଧାୟକ ହେବା ପରେ ଟିଏମସିରେ ମିଶିଛନ୍ତି। ତେଣୁ ଦଳ ବଦଳ ବିରୋଧୀ ଆଇନ ଅନୁସାରେ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ସେ ଆବେଦନ କରିଛନ୍ତି। ମୁକୁଲ ରୟ ଟିଏମସିର ଅନ୍ୟତମ ପ୍ରତିଷ୍ଠାତା। ସେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିରୁ […]

Mukul-Roy

Mukul-Roy

Hemant Lenka
  • Published: Monday, 27 September 2021
  • Updated: 27 September 2021, 05:57 PM IST

Sports

Latest News

କୋଲକାତା: ବିଜେପିର ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀ ଆଜି କ୍ୟାଲକାଟା ହାଇକୋର୍ଟରେ ଟିଏମସି ନେତା ମୁକୁଲ ରୟଙ୍କ ବିରୋଧରେ ଆବେଦନ କରିଛନ୍ତି। ମୁକୁଲ ବିଜେପି ଟିକେଟରୁ ବିଧାୟକ ହେବା ପରେ ଟିଏମସିରେ ମିଶିଛନ୍ତି। ତେଣୁ ଦଳ ବଦଳ ବିରୋଧୀ ଆଇନ ଅନୁସାରେ ତାଙ୍କ ବିଧାୟକ ପଦ ରଦ୍ଦ କରିବାକୁ ସେ ଆବେଦନ କରିଛନ୍ତି।

ମୁକୁଲ ରୟ ଟିଏମସିର ଅନ୍ୟତମ ପ୍ରତିଷ୍ଠାତା। ସେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଥିଲେ। କିନ୍ତୁ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିରୁ ଜିତିବା ପରେ ଟିଏମସିକୁ ପୁଣି ଫେରି ଆସିଛନ୍ତି। ଏହାକୁ ବିରୋଧ କରି ଶୁଭେନ୍ଦୁ ଅଧିକାରୀ ପ୍ରଥମେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବନ୍ଦୋପାଧ୍ୟାୟଙ୍କ ନିକଟରେ ୬୪ ପୃଷ୍ଠାର ଦସ୍ତାବିଜ ଦାଖଲ କରି ମୁକୁଲ ରୟଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲେ।

ଏପରି କି ବାଚସ୍ପତିଙ୍କ ଚ୍ୟାମ୍ବରରେ ଜୁଲାଇ ମାସରେ ହୋଇଥିବା ଶୁଣାଣି ବେଳେ ମଧ୍ୟ ସେ ଉପସ୍ଥିତ ରହିଥିଲେ। ଏହି ଘଟଣାର ନିଷ୍ପତ୍ତି ଶୀଘ୍ର ଆସିବା ଦରକାର ବୋଲି ଦାବି କରି ଆଜି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏବେ କୋର୍ଟ ଏହାର ଶୁଣାଣି କେବେ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଏକଦା ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ମୁକୁଲ ରୟ ଓ ତାଙ୍କ ପୁଅ ଶୁଭ୍ରାଂଶୁ ୨୦୧୭ରେ ଟିଏମସି ଛାଡ଼ିଥିଲେ। ଏହାପରେ ମୁକୁଲ ପ୍ରଥମେ ବିଜେପିରେ ମିଶିଥିଲେ। ୨୦୧୯ ଲୋକସଭା ନିର୍ବାଚନ ବେଳେ ଶୁଭ୍ରାଂଶୁ ପଦ୍ମ ଧରିଥିଲେ। ବିଜେପି ମୁକୁଲ ରୟଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ମୁକୁଲ ରୟ ବିଜେପି ଟିକେଟରେ ଲଢ଼ି ଜିତିଥିଲେ। ସେହିପରି ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରୁ ଅନେକ ନେତାଙ୍କୁ ଆମଦାନୀ କରି ବିଜେପିରେ ମିଶାଇଥିଲେ।

ବିଜେପି ପାଇଁ ସବୁକିଛି କରି ମଧ୍ୟ ତାଙ୍କୁ ବିଧାନସଭାର ବିରୋଧୀ ଦଳ ନେତା କରାଯାଇ ନଥିଲା। ସେ ଏହି ପଦ ପାଇଁ ଆଶା କରିଥିଲେ ହେଁ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଗୃହର ନେତା ଭାବେ ମନୋନୀତ କରିଥିଲା। ଏହାକୁ ନେଇ ସେ ବିଜେପି ଉପରେ ଖପ୍ପା ଥିଲେ।
ଏହାର ଫାଇଦା ଉଠାଇଥିଲା ଟିଏମସି।

ଦଳର ମହାସଚିବ ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ହସ୍ପିଟାଲରେ ଚିକିତ୍ସାଧୀନ ମୁକୁଲ ରୟଙ୍କ ପତ୍ନୀଙ୍କୁ ଦେଖିବାକୁ ଯାଇଥିଲେ। ଏହି ସମୟରେ ସେ ମୁକୁଲ ଓ ଶୁଭ୍ରାଂଶୁଙ୍କ ସହ କଥା ହୋଇ ଉଭୟଙ୍କୁ ଦଳକୁ ଫେରାଇ ଆଣିବାକୁ ଗୋଟି ଚାଳନା କରିଥିଲେ। ତାଙ୍କ କଥାରେ ମୁକୁଲ ଓ ଶୁଭ୍ରାଂଶୁ ରାଜି ହୋଇ ଟିଏମସିକୁ ଫେରିଛନ୍ତି। ଏହା ବିଜେପିକୁ ଶକ୍ତ ଝଟକା ହୋଇଥିବାରୁ ଶୁଭେନ୍ଦୁ ତାଙ୍କୁ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story