ମନ୍ତ୍ରୀ ପାର୍ଥଙ୍କୁ ବହିଷ୍କାର କରିବା ପାଇଁ ମମତାଙ୍କୁ କଂଗ୍ରେସ ସାଂସଦଙ୍କ ଚିଠି

କୋଲକାତା: ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କୁ ଇଡି ଅଗଷ୍ଟ ୩ ତାରିଖ ଯାଏ ନିଜ ହେପାଜତକୁ ନେବା ପରେ ଏବେ କ୍ଷମତାସୀନ ଟିଏମସି ସରକାର ଉପରେ ଚାପ ବଢ଼ିଛି। ମନ୍ତ୍ରୀ ପାର୍ଥ ଗିରଫ ହୋଇଥିବା ବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମମତାଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରିଛନ୍ତି […]

Partha

Partha

Hemant Lenka
  • Published: Tuesday, 26 July 2022
  • Updated: 26 July 2022, 01:25 PM IST

କୋଲକାତା: ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କୁ ଇଡି ଅଗଷ୍ଟ ୩ ତାରିଖ ଯାଏ ନିଜ ହେପାଜତକୁ ନେବା ପରେ ଏବେ କ୍ଷମତାସୀନ ଟିଏମସି ସରକାର ଉପରେ ଚାପ ବଢ଼ିଛି। ମନ୍ତ୍ରୀ ପାର୍ଥ ଗିରଫ ହୋଇଥିବା ବେଳେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମମତାଙ୍କ ଏପରି ଆଭିମୁଖ୍ୟକୁ ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ପାର୍ଥଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, “ବର୍ତ୍ତମାନ ଆପଣଙ୍କ ସରକାର(ମମତା ବାନାର୍ଜୀ)ରେ ପାର୍ଥ ଚାଟାର୍ଜୀ ଶିଳ୍ପ ଓ କର୍ମସ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ସେ ୨୦୧୪ରୁ ୨୦୨୧ ଯାଏ ଶିକ୍ଷା ମନ୍ତ୍ରୀ ଥିଲେ। ଏହି ସମୟରେ ହିଁ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ଏହି ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଥ୍ୟ ସମସ୍ତଙ୍କ ପାଖରେ ରହିଛି। ପ୍ରତିଟି ବେଙ୍ଗଲବାସୀ ଏ ସମ୍ପର୍କରେ ଅବଗତ। କୋର୍ଟଙ୍କ ହସ୍ତକ୍ଷେପ ପରେ ହିଁ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ବେଙ୍ଗଲ ସରକାରଙ୍କ ପାଇଁ ଶକ୍ତ ଧକ୍କା। ତେଣୁ ଆପଣ ତୁରନ୍ତ ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରନ୍ତୁ।”

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସୋମବାର ଭୁବନେଶ୍ୱର ଏମ୍ସକୁ ଆସିଥିବା ପାର୍ଥ ଆଜି ସକାଳେ କୋଲକାତାରେ ଲ୍ୟାଣ୍ଡ କରିଥିଲେ। ଏହାପରେ ତାଙ୍କୁ ଇଡି ଅଧିକାରୀମାନେ ସଲ୍ଟ ଲେକ୍‌ରେ ଥିବା ଅଫିସକୁ ନେଇ ଜେରା ଆରମ୍ଭ କରିଛନ୍ତି। ଏହି ଶିକ୍ଷକ ନିଯୁକ୍ତି ସ୍କାମରେ ପାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀ ମଧ୍ୟ ସାମିଲ ଥିବା ଇଡି କହିଛି।

ଶୁକ୍ରବାର ଇଡି ଅର୍ପିତାଙ୍କ ଘରେ ରେଡ୍‌ କରି ନଗର ୨୦ କୋଟି ଟଙ୍କା ଜବତ କରିଥିଲା। ଏହାର ଦିନକ ପରେ ପାର୍ଥ ଓ ରବିବାର ଅର୍ପିତାଙ୍କୁ ଗିରଫ କରାଯାଇଛି। ଉଭୟଙ୍କୁ ଇଡି ଅଗଷ୍ଟ ୩ ତାରିଖ ଯାଏ ନିଜ ହେପାଜତକୁ ନେଇ ପୂରା ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story