ତାଲିବାନର ଦମନ ପାଇଁ ଭାରତର ସହଯୋଗ ନେବ ଆଫଗାନିସ୍ତାନ, ଯଦି..

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ତାଲିବାନ ପୁଣିଥରେ ଆଫଗାନିସ୍ତାନକୁ କବଜା କଲାଣି। ଦେଶର ପ୍ରାୟ ୮୫% ଅଞ୍ଚଳ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା ଦାବି କରିଛି। ଗୋଟିଏ ପଟେ ଆଫଗାନିସ୍ତାନରେ ମୁତୟନ ଆମେରିକା ସୈନ୍ୟ ପ୍ରତ୍ୟାହୃତ ହେଉଥିବା ବେଳେ ଅନ୍ୟପଟେ ତାଲିବାନ ତା’ର ବିସ୍ତାରବାଦୀ ନୀତିକୁ ଆଗକୁ ନେବାରେ ଲାଗିଛି। ଏହାକୁ ନେଇ ଆଫଗାନିସ୍ତାନ ସରକାର ଚିନ୍ତାରେ ପଡ଼ିଛନ୍ତି। ଏବେ ଆଫଗାନିସ୍ତାନ ସରକାର ତାଲିବାନ ପ୍ରତିନିଧିଙ୍କ ସହ ଶାନ୍ତି ପାଇଁ ଆଲୋଚନା କରୁଛନ୍ତି। ଯଦି ଏହି ଆଲୋଚନା […]

Taliban

Taliban

Hemant Lenka
  • Published: Tuesday, 13 July 2021
  • Updated: 13 July 2021, 09:22 PM IST

Sports

Latest News

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ତାଲିବାନ ପୁଣିଥରେ ଆଫଗାନିସ୍ତାନକୁ କବଜା କଲାଣି। ଦେଶର ପ୍ରାୟ ୮୫% ଅଞ୍ଚଳ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା ଦାବି କରିଛି। ଗୋଟିଏ ପଟେ ଆଫଗାନିସ୍ତାନରେ ମୁତୟନ ଆମେରିକା ସୈନ୍ୟ ପ୍ରତ୍ୟାହୃତ ହେଉଥିବା ବେଳେ ଅନ୍ୟପଟେ ତାଲିବାନ ତା’ର ବିସ୍ତାରବାଦୀ ନୀତିକୁ ଆଗକୁ ନେବାରେ ଲାଗିଛି।

ଏହାକୁ ନେଇ ଆଫଗାନିସ୍ତାନ ସରକାର ଚିନ୍ତାରେ ପଡ଼ିଛନ୍ତି। ଏବେ ଆଫଗାନିସ୍ତାନ ସରକାର ତାଲିବାନ ପ୍ରତିନିଧିଙ୍କ ସହ ଶାନ୍ତି ପାଇଁ ଆଲୋଚନା କରୁଛନ୍ତି। ଯଦି ଏହି ଆଲୋଚନା ଫେଲ ମାରିବ, ତା’ହେଲେ ଆଫଗାନିସ୍ତାନ ଭବିଷ୍ୟତରେ ଭାରତ ଠାରୁ ସାମାରିକ ସହାୟତା ଲୋଡ଼ିବ ବୋଲି କହିଛି।

ଭାରତରେ ଅବସ୍ଥାପିତ ଆଫଗାନ ରାଷ୍ଟ୍ରଦୂତ ଏପରି ମତ ଦେଇଛନ୍ତି। ତେବେ ସାମରିକ ସହାୟତା ଅର୍ଥ ଆଫଗାନିସ୍ତାନ ଭାରତୀୟ ଯବାନଙ୍କୁ କାବୁଲ ପଠାଇବାକୁ ନିବେଦନ କରିବ ନାହିଁ କେବଳ ଟ୍ରେନିଂ ଓ ଟେକ୍ନିକାଲ ସମର୍ଥନ ଲୋଡ଼ିବ ବୋଲି ରାଷ୍ଟ୍ରଦୂତ ଜଣଙ୍କ ସ୍ପଷ୍ଟ କରିଛନ୍ତି।

ଦୋହାରେ ଆଫାଗନିସ୍ତାନ ଓ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ହିଁ ତାଲିବାନ ପୂରା ଆଫଗାନକୁ ନିଜ ନିୟନ୍ତ୍ରଣକୁ ନେବାର ଉଦ୍ୟମ ଜାରି ରଖିଛି। ‌ଏସବୁ ଭିତରେ ଆଫଗାନ ରାଷ୍ଟ୍ରଦୂତ ଫରିଦ ମମୁଣ୍ଡଜାୟ କହିଛନ୍ତି, ଯଦି ତାଲିବାନ ସହ ଶାନ୍ତି ଆଲୋଚନା ଫଳପ୍ରଦ ନ ହେଲା, ତା’ହେଲେ ଆମେ ଭବିଷ୍ୟତରେ ଭାରତ ଠାରୁ ଅଧିକରୁ ଅଧିକ ସାମରିକ ସହାୟତା ଲୋଡ଼ିପାରୁ।

ତେବେ ଆମେ ଭାରତକୁ ନିଜର ଟ୍ରୁପ୍ସକୁ ଆଫଗାନିସ୍ତାନ ପଠାଇବାକୁ କହିବୁ ନାହିଁ। ବର୍ତ୍ତମାନ ସମୟରେ ସେମାନେ ଆମ ପାଇଁ ଯୁଦ୍ଧ କରିବାର ସମୟ ଆସିନି। ଏବେ ଏପରି ଯୁଦ୍ଧର ଆବଶ୍ୟକ ନାହିଁ। ଭାରତ ଆମକ ଯବାନଙ୍କୁ ଟ୍ରେନିଂ ଦେବ ଓ ଆମକୁ ଟେକ୍ନିକାଲ ସହାୟତା ଯୋଗାଇ ଦେବ।

ଭାରତୀୟ ଏୟାରଫୋର୍ସ ଜରିଆରେ ଆମେ ଆମର ଆବଶ୍ୟକ ପୂରଣ କରିପାରିବୁ। ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ସଂଗୀନ ରହିଛି। ଦେଶର ୩୭୬ ଜିଲ୍ଲାରୁ ତାଲିବାନ ସହ ଆମ ସୁରକ୍ଷାକର୍ମୀମାନେ ୧୫୦ରୁ ଅଧିକ ଅଞ୍ଚଳରେ ଲଢ଼େଇ କରୁଛନ୍ତି। ଏହାର ଅର୍ଥ ଦେଶର ଏକ ତୃତୀୟାଂଶ ଅଞ୍ଚଳରେ ଲଢ଼େଇ ଚାଲିଛି।

୨୦୨୧ ଏପ୍ରିଲରୁ ୨ ଲକ୍ଷରୁ ଅଧିକ ଲୋକ ବେଘର ହୋଇ ସାରିଲେଣି। ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏବେ ବି ତାଲିବାନା ବିଦ୍ରୋହୀ ଗୋଷ୍ଠୀ ଆତଙ୍କ କରୁଛନ୍ତି। ତଥାପି ଆମର ଆଶା ଶାନ୍ତି ଆଲୋଚନା ଦ୍ୱାରା ସବୁ କିଛି ଠିକ ହୋଇଯିବ। ସେମାନେ ଆଫଗାନିସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଆମର ସହଯୋଗ କରିବେ ବୋଲି ଫରିଦ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story