ଏମ୍ସ ପରେ ଆଇସିଏମଆର ୱେବସାଇଟ୍‌ ଉପରେ ୬ ହଜାର ଥର ସାଇବର ଆଟାକ

ନୂଆଦିଲ୍ଲୀ: ପୁଣିଥରେ ଗୋଟିଏ ସରକାରୀ ସଂସ୍ଥା ଉପରେ ସାଇବର ଆଟାକ ହୋଇଥିବା ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ସାଇବର ଆଟାକର୍ସ ଏମ୍ସ ସର୍ଭରକୁ ହ୍ୟାକ୍‌ କରିଥିଲେ। ଏବେ ଆଇସିଏମଆର ୱେବସାଇଟ ଉପରେ ହ୍ୟାକରମାନେ ଆକ୍ରମଣ କରିଛନ୍ତି। ଭାରତର ଟପ୍‌ ମେଡିକାଲ ବଡିର ୱେବସାଇଟ୍‌କୁ ନଭେମ୍ବର ୩୦ ତାରିଖରେ ସାଇବର ଆଟାକରମାନେ ୬ ହଜାର ଥର ହ୍ୟାକ୍‌ କରିବାକୁ ଉଦ୍ୟମ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁସାରେ, ଯେଉଁ ଆଇପି ଠିକଣା […]

cyber

cyber

Hemant Lenka
  • Published: Tuesday, 06 December 2022
  • Updated: 06 December 2022, 06:00 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଗୋଟିଏ ସରକାରୀ ସଂସ୍ଥା ଉପରେ ସାଇବର ଆଟାକ ହୋଇଥିବା ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ସାଇବର ଆଟାକର୍ସ ଏମ୍ସ ସର୍ଭରକୁ ହ୍ୟାକ୍‌ କରିଥିଲେ। ଏବେ ଆଇସିଏମଆର ୱେବସାଇଟ ଉପରେ ହ୍ୟାକରମାନେ ଆକ୍ରମଣ କରିଛନ୍ତି। ଭାରତର ଟପ୍‌ ମେଡିକାଲ ବଡିର ୱେବସାଇଟ୍‌କୁ ନଭେମ୍ବର ୩୦ ତାରିଖରେ ସାଇବର ଆଟାକରମାନେ ୬ ହଜାର ଥର ହ୍ୟାକ୍‌ କରିବାକୁ ଉଦ୍ୟମ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଯେଉଁ ଆଇପି ଠିକଣା ଦ୍ୱାରା ୱେବସାଇଟ୍‌କୁ ହ୍ୟାକ କରିବାକୁ ଉଦ୍ୟମ ହୋଇଥିଲା, ତାହା ହଂକଂରେ ଅବସ୍ଥାପିତ। ଏହାର ଅର୍ଥ ହଂକଂରୁ କେହି ଆଇସିଏମଆରର ୱେବସାଇଟକୁ ହ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ। ତେବେ ସାଇବର ଆଟାକର୍ସମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଇସିଏମଆର୍‌ର ୱେବସାଇଟ୍‌କୁ ହ୍ୟାକ କରିବାକୁ ସଫଳ ହୋଇନାହାନ୍ତି।

ୱେବସାଇଟର ସୁରକ୍ଷା ପାଇଁ ବୃବହୃତ ହୋଇଥିବା ବ୍ୟବସ୍ଥାକୁ ସେମାନେ ଭେଦ କରିବାକୁ ସକ୍ଷମ ହୋଇନାହାନ୍ତି। ଫଳରେ ୬ ହଜାର ଥର ଚେଷ୍ଟା କରି ମଧ୍ୟ ହ୍ୟାକର୍ସମାନେ ସଫଳତା ପାଇ ନାହାନ୍ତି। ତେବେ ଭାରତୀୟ ମେଡିକାଲ ସଂସ୍ଥାର ୱେବସାଇଟ ଓ ସର୍ଭରକୁ ବାରମ୍ବାର ହ୍ୟାକ କରିବାକୁ ଉଦ୍ୟମ କରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story