୫ ଘଣ୍ଟା ଘାଣ୍ଟିବା ପରେ ଐଶ୍ୱର୍ଯ୍ୟାଙ୍କୁ ଛାଡ଼ିଲା ଇଡି, କ’ଣ ସବୁ ପ୍ରଶ୍ନ କଲା ଜାଣନ୍ତୁ?

ମୁମ୍ବାଇ: ପାନାମା ପେପର୍ସ ଲିକ ଘଟଣାରେ ଫସିଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆଜି ମାରାଥନ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଅପରାହ୍ନରେ ଐଶ୍ୱର୍ଯ୍ୟା ଇଡିର ଦିଲ୍ଲୀ ଅଫିସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା। ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା ପରେ ସେ ଇଡି ପଞ୍ଝାରୁ ଛାଡ଼ ପାଇଛନ୍ତି। ଇଡି ଅଫିସରୁ ବାହାରିବା ବେଳେ ତାଙ୍କୁ ବିଭିନ୍ନ ପ୍ରଶ୍ନ ମିଡିଆ ପକ୍ଷରୁ ପଚରାଯାଇଥିଲା। କିନ୍ତୁ ସେ […]

Aishwarya-Rai

Aishwarya-Rai

Hemant Lenka
  • Published: Monday, 20 December 2021
  • Updated: 20 December 2021, 09:06 PM IST

ମୁମ୍ବାଇ: ପାନାମା ପେପର୍ସ ଲିକ ଘଟଣାରେ ଫସିଥିବା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଆଜି ମାରାଥନ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଅପରାହ୍ନରେ ଐଶ୍ୱର୍ଯ୍ୟା ଇଡିର ଦିଲ୍ଲୀ ଅଫିସରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜେରା ଆରମ୍ଭ କରାଯାଇଥିଲା।

ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା ପରେ ସେ ଇଡି ପଞ୍ଝାରୁ ଛାଡ଼ ପାଇଛନ୍ତି। ଇଡି ଅଫିସରୁ ବାହାରିବା ବେଳେ ତାଙ୍କୁ ବିଭିନ୍ନ ପ୍ରଶ୍ନ ମିଡିଆ ପକ୍ଷରୁ ପଚରାଯାଇଥିଲା। କିନ୍ତୁ ସେ କୌଣସି ପ୍ରତିକ୍ରିୟା ନ ଦେଇ ଚାଲି ଯାଇଛନ୍ତି। ଐଶ୍ୱର୍ଯ୍ୟା ଟିକସ ନିୟମ ଭାଙ୍ଗି ଥିବାରୁ ତାଙ୍କୁ ଇଡି ହାଜର ପାଇଁ ସମନ କରିଥିଲା। ଏହାପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ଇଡି ଜେରା କରିଥିଲା।

ଇଡି ପକ୍ଷରୁ ଆଜି ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ (FEMA) ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଐଶ୍ୱର୍ଯ୍ୟାଙ୍କୁ ଜେରା କରାଯାଇଛି। ଜେରା ପରେ ସେ ଇଡି ଅଫିସରକୁ ବାହାରକୁ ବାହାରିବା ବେଳର ଭିଡିଓ ନ୍ୟୁଜ୍ ଏଜେନ୍ସି ଏଏନଆଇ ଟ୍ୱିଟ୍ କରିଛି।

୨୦୧୬ ମସିହାରେ ୱାଶିଂଟନ୍ ସ୍ଥିତ ଇଣ୍ଟରନ୍ୟାସନାଲ କନ୍ସୋର୍ଟିୟମ୍ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟସ୍ (ଆଇସିଆଇଜେ) ଦ୍ୱାରା ପାନାମା ପେପର ଲିକ ଘଟଣା ସାମ୍ନାକୁ ଅଣାଯାଇଥିଲା। ଏହି ପାନାମା ପେପରରେ ବିଶ୍ୱର ବହୁ ନେତା ଓ ସେଲେବ୍ରିଟିଙ୍କ ନାଁ ରହିଥିଲା। ଏହି ବ୍ୟକ୍ତିମାନେ ବିଦେଶରେ ଥିବା କମ୍ପାନୀରେ ନିଜ ଟଙ୍କାକୁ ଖଟାଇ ଟିକସ ଫାଙ୍କି ଥିବା ଅଭିଯୋଗ ହୋଇଥିଲା।

ପାନାମା ପେପର୍ସ ଲିକ୍ ହେବା ପରେ ୪୨୪ ଜଣ ଭାରତୀୟଙ୍କ ଆକାଉଣ୍ଟ ବିଦେଶୀ ବ୍ୟାଙ୍କରେ ଥିବା ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରେ ଐଶ୍ୱର୍ଯ୍ୟା, ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ରହିଥିଲା। କେନ୍ଦ୍ର ସରକାର ଘଟଣାର ତଦନ୍ତ ପାଇଁ ଗୋଟିଏ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ।

ଏହି ଟିମ୍‌ରେ CBDT, RBI, ED ଓ FIUର ସଦସ୍ୟ ରହିଥିଲେ। MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲା।

ଇଡି ଐଶ୍ୱର୍ଯ୍ୟାଙ୍କୁ କ’ଣ ସବୁ ପଚାରିଲା

୧- Amic Partners ନାମକ କମ୍ପାନୀ ୨୦୦୫ରେ ବ୍ରିଟିଶ ଭିରଜିନ ଦ୍ୱୀପପୁଞ୍ଜରେ ପଞ୍ଜୀକୃତ ହୋଇଥିଲା। ଏହି କମ୍ପାନୀ ସହ ଆପଣଙ୍କ ସମ୍ପର୍କ କ’ଣ?

୨- Mossack Fonseca ନିଜର କମ୍ପାନୀକୁ କେଉଁ ଆଇନ ଫାର୍ମ ନିକଟରେ ପଞ୍ଜୀକୃତ କରିଥିଲା? ସେକଥା ଆପଣ ଜାଣିଛନ୍ତି?

୩-କମ୍ପାନୀର ନିର୍ଦ୍ଦେଶକଙ୍କ ତାଲିକାରେ ଆପଣଙ୍କ ବାପା କେ ରାୟ, ମା’ କବିତା ରାୟ ଓ ଆପଣଙ୍କ ଭାଇ ଆଦିତ୍ୟ ରାୟଙ୍କ ନାଁ ରହିଛି? ଏ ବିଷୟରେ ଆପଣ କ’ଣ କହିବେ?

୪-ପ୍ରାଥମିକ ଅବସ୍ଥାରେ ୫୦ ହଜାର ଡଲାରର ପୁଞ୍ଜି ଖର୍ଚ୍ଚ ହୋଇଥିଲା। ପ୍ରତି ଶେୟାରର ଦାମ ଗୋଟିଏ ଡଲାର ଥିଲା। ସବୁ ନିର୍ଦ୍ଦେଶକଙ୍କ ପାଖରେ ୧୨,୫୦୦ ଲେଖାଏ ଶେୟାର ଥିଲା। କାହିଁକି ଆପଣ ନିର୍ଦ୍ଦେଶକ ପଦରୁ ଓହରି ଶେୟାର ହୋଲ୍ଡର ଭାବେ କାର୍ଯ୍ୟ କଲେ?

୫-୨୦୦୫ ଜୁନ୍‌ରେ ଆପଣଙ୍କ ପଦ କାହିଁକି ଶେୟାର ହୋଲ୍ଡରୁ ବଦଳିଲା?

୬-୨୦୦୮ ମସିହାରେ କମ୍ପାନୀ କାହିଁକି ନିଷ୍କ୍ରିୟ ହୋଇଗଲା?

୭-ଆର୍ଥିକ କାରବାର ପାଇଁ ଆରବିଆଇର ଅନୁମତି ନିଆଯାଇଥିଲା?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story