ସିଂହୀର ମୃତ୍ୟୁ ପରେ ୯ ସିଂହଙ୍କ କରୋନା ଟେଷ୍ଟ ରିପୋର୍ଟ ଆସିଲା ପଜିଟିଭ

ଚେନ୍ନାଇ: ମହାମାରୀ କରୋନା ଏବେ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଚେନ୍ନାଇ ଉପକଣ୍ଠରେ ଥିବା ଭାନଦାଲୁର ସ୍ଥିତ ଚିଡ଼ିଆଖାନାରେ ଗୋଟିଏ ସିଂହୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଆଶଙ୍କା ବଢ଼ିବାରେ ଲାଗିଛି। କାରଣ ସିଂହୀର ମୃତ୍ୟୁ ପରେ ୯ଟି ସିଂହଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେଣୁ ସିଂହୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୁହାଯାଉଛି। ଅରିଗନର ଆନ୍ନା ଜୁଲୋଜିକାଲ ପାର୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ […]

Lions

Lions

Hemant Lenka
  • Published: Friday, 04 June 2021
  • Updated: 04 June 2021, 06:41 PM IST

Sports

Latest News

ଚେନ୍ନାଇ: ମହାମାରୀ କରୋନା ଏବେ ବନ୍ୟଜନ୍ତୁଙ୍କୁ ଆକ୍ରମଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଚେନ୍ନାଇ ଉପକଣ୍ଠରେ ଥିବା ଭାନଦାଲୁର ସ୍ଥିତ ଚିଡ଼ିଆଖାନାରେ ଗୋଟିଏ ସିଂହୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଆଶଙ୍କା ବଢ଼ିବାରେ ଲାଗିଛି। କାରଣ ସିଂହୀର ମୃତ୍ୟୁ ପରେ ୯ଟି ସିଂହଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେଣୁ ସିଂହୀ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା କୁହାଯାଉଛି।

ଅରିଗନର ଆନ୍ନା ଜୁଲୋଜିକାଲ ପାର୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚିଡ଼ିଆଖାନର ସଫାରୀ ପାର୍କ ଅଞ୍ଚଳରେ ରହୁଥିବା ୫ଟି ସିଂହ ହଠାତ୍ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ। ସେହିପରି ସେମାନେ ବେଳେବେଳେ କାଶୁଥିଲେ। ତୁରନ୍ତ ସେମାନଙ୍କୁ ଚିଡ଼ିଆଖାନର ଭେଟେରିନାରୀ ଟିମ୍‌ ଚିକିତ୍ସା ଆରମ୍ଭ କରିଥିଲେ।

ଚିଡ଼ିଆଖାନାର ଅନୁରୋଧକ୍ରମେ ବିଶେଷଜ୍ଞ ଟିମ୍‌ ମଧ୍ୟ ଆସିଥିଲେ। ସମସ୍ତେ ମିଳିତ ଭାବେ ୧୧ଟି ସିଂହର ନମୁନା, ସ୍ୱାବ, ରେକ୍ଟାଲ ସ୍ୱାବ ସଂଗ୍ରହ କରିଥିଲେ। ଏହାପରେ ନମୁନାର ପରୀକ୍ଷା ପାଇଁ ମଧ୍ୟପ୍ରଦେଶର ଭୋପାଲରେ ଥିବା National Institute of High Security Diseases (NIHSAD)କୁ ପଠାଯାଇଥିଲା। ଏହି ସମୟରେ ୯ଟି ସିଂହର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଚିଡ଼ିଆଖାନାର ଆଉ ଗୋଟିଏ ସ୍ଥାନରେ ରହୁଥିବା ୯ ବର୍ଷୀୟ ସିଂହୀର ଜୁନ୍‌ ୩ରେ ମୃତ୍ୟୁ ଘଟିଛି। ତା’ର ନାଁ ନୀଲା। ନୀଲାର କୌଣସି ଲକ୍ଷଣ ନଥିଲା। କେବଳ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ତା’ ନାକରୁ ପାଣି ଗଳିବା ଆରମ୍ଭ ହୋଇଥିଲା। ଲକ୍ଷଣ ଦେଖାଯିବା ମାତ୍ରେ ଚିକିତ୍ସା ଆରମ୍ଭ କରାଯାଇଥିଲେ ହେଁ ନୀଲା ଜୁନ୍‌ ୩ରେ ଆଖି ବୁଜିଥିଲା।

ଏବେ ସଂକ୍ରମିତ ହୋଇଥିବା ୯ ସିଂହଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ସେମାନଙ୍କର ଅଧିକ ଟେଷ୍ଟ ପାଇଁ ନମୁନାକୁ ହାଇଦ୍ରାବାଦ ପଠାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିଂହମାନଙ୍କ ଯତ୍ନ ନେଉଥିବା ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଟିକା ନେଇଛନ୍ତି।

ସେହିପରି ସିଂହମାନଙ୍କ ପାଖକୁ ଯାଉଥିବା ଲୋକମାନେ ପିପିଇ କିଟ୍ ମଧ୍ୟ ପିନ୍ଧନ୍ତି। ତଥାପି ସିଂହମାନେ କରୋନା ପଞ୍ଝାରେ କେମିତି ପଡ଼ିଲେ, ତା’କୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story