ରାହୁଲ ଗାନ୍ଧିଙ୍କ ଫୋନ କଲ୍‌ ପରେ ଅଧାରୁ ବନ୍ଦ ହେଲା କଂଗ୍ରେସ ପଦଯାତ୍ରା

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ଭିତରେ କଂଗ୍ରେସ କର୍ଣ୍ଣାଟକାରେ କରୁଥିବା ବିଶାଳ ପଦଯାତ୍ରାକୁ ଆଜି ଅଧାରୁ ବନ୍ଦ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫୋନ ଯୋଗେ ଦଳୀୟ ନେତାମାନଙ୍କୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପଦଯାତ୍ରା ତୁରନ୍ତ ବନ୍ଦ କରିବାକୁ କହିଥିଲେ। ରାହୁଲଙ୍କ ଫୋନ ପରେ ହିଁ କର୍ଣ୍ଣାଟକା କଂଗ୍ରେସ ପଦଯାତ୍ରାକୁ ବନ୍ଦ କରିଛି। ପଦଯାତ୍ରା ବେଳେ କଂଗ୍ରେସର ୫ ଜଣ ନେତା କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ। ସରକାର ସମସ୍ତ ପ୍ରକାରର ଭିଡ଼ ଉପରେ ରୋକ […]

congress

congress

Hemant Lenka
  • Published: Thursday, 13 January 2022
  • Updated: 13 January 2022, 04:21 PM IST

Sports

Latest News

ବେଙ୍ଗାଲୁରୁ: ମହାମାରୀ କରୋନା ସଂକ୍ରମଣ ଭିତରେ କଂଗ୍ରେସ କର୍ଣ୍ଣାଟକାରେ କରୁଥିବା ବିଶାଳ ପଦଯାତ୍ରାକୁ ଆଜି ଅଧାରୁ ବନ୍ଦ କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଫୋନ ଯୋଗେ ଦଳୀୟ ନେତାମାନଙ୍କୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପଦଯାତ୍ରା ତୁରନ୍ତ ବନ୍ଦ କରିବାକୁ କହିଥିଲେ। ରାହୁଲଙ୍କ ଫୋନ ପରେ ହିଁ କର୍ଣ୍ଣାଟକା କଂଗ୍ରେସ ପଦଯାତ୍ରାକୁ ବନ୍ଦ କରିଛି।

ପଦଯାତ୍ରା ବେଳେ କଂଗ୍ରେସର ୫ ଜଣ ନେତା କରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ। ସରକାର ସମସ୍ତ ପ୍ରକାରର ଭିଡ଼ ଉପରେ ରୋକ ଲଗାଇଛନ୍ତି। ହେଲେ କଂଗ୍ରେସ ନେତାମାନେ ଏହାକୁ ବେଖାତିର କରି ୫ ଦିନ ହେଲା ପଦଯାତ୍ରା କରୁଥିଲେ। ଏହା ୧୦ଦିନ ଧରି ଚାଲିବାର ଥିଲା। କିନ୍ତୁ ରାହୁଲ ଗାନ୍ଧିଙ୍କ ତାଗିଦ ପରେ ଏହା ଅଧାରୁ ବନ୍ଦ ହୋଇଛି।

କରୋନା କଟକଣା ନ ମାନି ପଦଯାତ୍ରା କରୁଥିବାରୁ ପୁଲିସ୍‌ ୬୦ରୁ ଅଧିକ କଂଗ୍ରେସ ନେତାଙ୍କ ନାଁରେ ଏଫଆଇଆର ମଧ୍ୟ ରୁଜୁ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, “ଗତ ୫ ଦିନ ହେଲା ଆମେ ବେଶ ସଫଳତାର ସହ ପଦଯାତ୍ରା କରିଥିଲୁ। ଆମ ପଦଯାତ୍ରା ବେଙ୍ଗାଲୁରୁରେ ଶେଷ ହେବାର ଥିଲା। କିନ୍ତୁ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆମେ ଏହାକୁ ବର୍ତ୍ତନ ସ୍ଥଗିତ ରଖିଛୁ।”

ଓମିକ୍ରନ ବ୍ୟାପୁଥିଲେ ମଧ୍ୟ ଏପରି ପଦଯାତ୍ରାକୁ ସେ ଠିକ୍‌ ବୋଲି କହିଛନ୍ତି। ଏଥିସହ ୨ ମାସ ତଳୁ ଏପରି ପଦଯାତ୍ରା ପାଇଁ ଯୋଜନା କରାଯାଇଥିଲା ବୋଲି ସିଦ୍ଧରମୈୟା ସୂଚନା ଦେଇଛନ୍ତି।

କାବେରୀ ନଦୀରେ ମେକେଦାତୁ ଡ୍ୟାମ ପ୍ରକଳ୍ପ ପାଇଁ କଂଗ୍ରେସ ପକ୍ଷରୁ ଏପରି ପଦଯାତ୍ରା କରାଯାଉଛି। ପଦଯାତ୍ରା ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଆଜି ହିଁ ସିଦ୍ଧରମୈୟା ଓ କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାରଙ୍କୁ ଚିଠି ଲେଖିଥିଲେ।

ଚିଠିରେ ସେ ପଦଯାତ୍ରା ନ କରିବାକୁ ଅନୁରୋଧ କରିଥିଲେ। ତଥାପି ସେମାନେ ପଦଯାତ୍ରା କରିଥିଲେ। ପଦଯାତ୍ରା ବେଳେ ବୀରାପ୍ପା ମୋଇଲି ଓ ମଲ୍ଲିକାର୍ଜୁନ ଖାଡଗେଙ୍କ ସମେତ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶିବକୁମାର ଓ ସିଦ୍ଧରମୈୟା ସେମାନଙ୍କ ସହ ଷ୍ଟେଜରେ ବସିଥିଲେ। ତେଣୁ ଉଭୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story