ମାଗଣା ଗ୍ୟାସ ଓ ୧୫ ଶହ ଟଙ୍କା ଲେଖାଏ ମିଳିବ ବୋଲି ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ରାଜନେତାଙ୍କ ପ୍ରତିଶ୍ରୁତି ବର୍ଷାର ପର୍ବ ସେତିକି ବଢ଼ୁଛି। ବିରୋଧୀ ଡିଏମକେ ପରେ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ରତିଶ୍ରୁତି ଘୋଷଣା କରିଛି। ଦଳ କହିଛି ଯେ ରାଜ୍ୟ ସରକାର କ୍ଷମତାକୁ ଆସିବା ପରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୧୫ ଶହ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବେ। ସେହିପରି ଲୋକଙ୍କୁ ୬ଟି ଏଲପିଜି ସିଲିଣ୍ଡର ମାଗଣାରେ […]

aiadmk

aiadmk

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 01:16 PM IST

Sports

Latest News

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ରାଜନେତାଙ୍କ ପ୍ରତିଶ୍ରୁତି ବର୍ଷାର ପର୍ବ ସେତିକି ବଢ଼ୁଛି। ବିରୋଧୀ ଡିଏମକେ ପରେ ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ପ୍ରତିଶ୍ରୁତି ଘୋଷଣା କରିଛି।

ଦଳ କହିଛି ଯେ ରାଜ୍ୟ ସରକାର କ୍ଷମତାକୁ ଆସିବା ପରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୧୫ ଶହ ଟଙ୍କା ଲେଖାଏ ଆର୍ଥିକ ସହାୟତା ଯୋଗାଇ ଦେବେ। ସେହିପରି ଲୋକଙ୍କୁ ୬ଟି ଏଲପିଜି ସିଲିଣ୍ଡର ମାଗଣାରେ ମିଳିବ। କିନ୍ତୁ କେଉଁ ବର୍ଗର ଲୋକ ଏହି ଯୋଜନାର ଲାଭ ପାଇବେ, ସେ ବିଷୟରେ ଦଳ ପକ୍ଷରୁ କିଛି ବି କୁହାଯାଇ ନାହିଁ।

ଏହାପୂର୍ବରୁ ଡିଏମକେ କହିଥିଲା ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ରାଜ୍ୟର ଥିବା ଘରର ମହିଳା ମୁଖ୍ୟଙ୍କୁ ୧୦୦୦ ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ଘୋଷଣା କରିଥିଲା। ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କହିଛନ୍ତି, ଏପ୍ରିଲ ୬ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏଆଇଏଡିଏମକେ ଖୁବଶୀଘ୍ର ତା’ର ଇସ୍ତାହାର ଘୋଷଣା କରିବ। ଏଥିରେ ଅନେକ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ବ୍ୟବସ୍ଥା କରାଯାଇଛି। ସମାଜରେ ଆର୍ଥିକ ସମାନତା ପାଇଁ ଏଆଏଡିଏମକେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୧୫ ଶହ ଟଙ୍କା ଦେବ।

ସେହିପରି ପ୍ରତିବର୍ଷ ମାଗଣାରେ ୬ଟି ଲେଖାଏ ସିଲିଣ୍ଡର ଯୋଗାଇ ଦିଆଯିବ। ଆମେ ବହୁ ପୂର୍ବରୁ ଏଭଳି ବ୍ୟବସ୍ଥା କରିବାକୁ ଯୋଜନା କରିଥିଲୁ। ଏପରି କି ଆମ ଇସ୍ତାହାରରେ ମଧ୍ୟ ଏହା ଉଲ୍ଲେଖ ରହିଛି। ୧୫ ଦିନ ହେଲା ଏହାକୁ ପ୍ରସ୍ତୁତ କରାଯାଉଛି। କିନ୍ତୁ ସମ୍ଭବତଃ ଡିଏମକେକୁ ଆମ ଯୋଜନା ବିଷୟରେ କିଏ ଗୁପ୍ତ ଖବର ଜଣାଇ ଦେଉଛି।

ଏହି କାରଣରୁ ସେମାନେ ତରବରିଆ ଭାବେ ଆମ ଯୋଜନାକୁ ନିଜ ନାଁରେ ଘୋଷଣା କରିଛନ୍ତି। ଆମେ ତାଙ୍କୁ ନୁହେଁ ବରଂ ସେମାନେ ଆମକୁ କପି କରିଛନ୍ତି ବୋଲି ସେ କହିଛନ୍ତି। ଏଥିସହ ସେ ଆହୁରି କହିଛି ଯେ ଖୁବଶୀଘ୍ର ଆମେ ସିଟ୍‌ ଶେୟାରିଂ ଓ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବୁ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ ମଧ୍ୟ ଉପସ୍ଥିତ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story