ତାମିଲନାଡୁରେ ଦିନାକରନଙ୍କ ସହ ମେଣ୍ଟ କଲେ ଓୱେସୀ

ଚେନ୍ନାଇ: ବିହାର ଓ ବେଙ୍ଗଲ ଭଳି ତାମିଲନାଡୁରେ ବି ବିଧାନସଭା ନିର୍ବାଚନ ଲଢ଼ିବ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏ। ଏଥିପାଇଁ ଆଜି ଓୱେସୀ ଟିଟିଭି ଦିନାକରନଙ୍କ ଏଏମଏମକେ ସହ ମେଣ୍ଟ କରିଛନ୍ତି। ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ଓୱେସୀଙ୍କ ଏଆଇଏମଆଇଏମ ୩ଟି ଆସନ-ବନିୟାମବାଡି, କ୍ରିଷ୍ଣଗିରି ଓ ଶଙ୍କରପୁରମରେ ପ୍ରାର୍ଥୀ ଦେବ। ଟିଟିଭି ଦିନାକରନ ଟ୍ୱିଟ କରି ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି ଓ ଏଆଇଏମଆଇଏମ ୩ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି […]

AIMIM

AIMIM

Hemant Lenka
  • Published: Monday, 08 March 2021
  • Updated: 08 March 2021, 08:23 PM IST

Sports

Latest News

ଚେନ୍ନାଇ: ବିହାର ଓ ବେଙ୍ଗଲ ଭଳି ତାମିଲନାଡୁରେ ବି ବିଧାନସଭା ନିର୍ବାଚନ ଲଢ଼ିବ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ଏଆଇଏମଆଇଏ। ଏଥିପାଇଁ ଆଜି ଓୱେସୀ ଟିଟିଭି ଦିନାକରନଙ୍କ ଏଏମଏମକେ ସହ ମେଣ୍ଟ କରିଛନ୍ତି। ଉଭୟ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ଓୱେସୀଙ୍କ ଏଆଇଏମଆଇଏମ ୩ଟି ଆସନ-ବନିୟାମବାଡି, କ୍ରିଷ୍ଣଗିରି ଓ ଶଙ୍କରପୁରମରେ ପ୍ରାର୍ଥୀ ଦେବ।

ଟିଟିଭି ଦିନାକରନ ଟ୍ୱିଟ କରି ମେଣ୍ଟ ସମ୍ପର୍କରେ ଘୋଷଣା କରିଛନ୍ତି ଓ ଏଆଇଏମଆଇଏମ ୩ଟି ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି। ଦିନାକରନ ମାର୍ଚ୍ଚ ୧୨ରେ ଚେନ୍ନାଇରେ ବିଶାଳ ସମାବେଶର ଆୟୋଜନ କରିଛନ୍ତି। ଏଥିରେ ଓୱେସୀ ଯୋଗଦେବ। ଏଥିସହ ସମବେତ ଲୋକଙ୍କୁ ସମ୍ବୋଧନ କରିବେ।

ସୂଚନାଯୋଗ୍ୟ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳାଙ୍କୁ ଦୁର୍ନୀତି ମାମଲାରେ ୪ ବର୍ଷ ଜେଲ୍‌ଦଣ୍ଡ ମିଳିଥିଲା। ଏହାପରେ ଏଆଇଏଡିଏମକେ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଏଥିରେ କ୍ଷୁବ୍ଧ ଶଶିକଳାଙ୍କ ପୁତୁରା ଦିନାକରଣ ୨୦୧୮ରେ ଏଏମଏମକେ ପାର୍ଟି ଗଠନ କରିଥିଲେ। ଏବେ ଏହି ଦଳ ଓୱେସୀଙ୍କ ସହ ମିଶି ନିର୍ବାଚନ ଲଢ଼ିବ।

ଦିନାକରଣ ନିର୍ବାଚନ ଲଢ଼ୁଥିଲେ ହେଁ ଏବେ ଜଲଦଣ୍ଡ ଭୋଗି ବାହାରକୁ ଆସିଥିବା ଶଶିକଳା ସକ୍ରିୟ ରାଜନୀତିକୁ ଅବସର ନେଇ ସାରିଛନ୍ତି। ସେ ରାଜନୀତିରୁ ଅବସର ନେଇଥିଲେ ହେଁ ଜୟଲଳିତାଙ୍କ ଦଳ ଏଆଇଏଡିଏମକେକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଦଳ ନିର୍ବାଚନରେ ବିଜୟୀ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ରେ ଭୋଟିଂ ହେବ। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story