ଚକା ନୁହେଁ, ପେଟରେ ଲ୍ୟାଣ୍ଡିଂ କଲା ଏୟାର ଆମ୍ବୁଲାନ୍ସ, ଦେଖନ୍ତୁ କିଛି ଦୃଶ୍ୟ

ମୁମ୍ବାଇ: ‌ଉଡ଼ାଣ ଭରିବା ପରେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସର ଗୋଟିଏ ଚକା ଖସି ପଡ଼ିଥିଲା। ବିମାନଟି କେମିତି ଲ୍ୟାଣ୍ଡିଂ କରିବ, ସେ ଚିନ୍ତା ସମସ୍ତଙ୍କୁ ଘାରିଥିଲା। କିନ୍ତୁ ପାଇଲଟ୍‌ଙ୍କ ବୁଦ୍ଧି ଓ ପରିଶ୍ରମ ବଳରେ ରନ୍ ୱେରେ ବିମାନଟି ଚକା ବଦଳରେ ବେଲି ବା ପେଟ୍‌ ଦ୍ୱାରା ଲ୍ୟାଣ୍ଡିଂ କରିଛି। ବିମାନର ମଧ୍ୟ ଭାଗକୁ ପାଇଲଟ୍‌ ଜଣଙ୍କ ବେଶ ସତର୍କତାର ସହ ରନ୍‌ ୱେରେ  ଲଗାଇ ଏହାକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇବାରେ ସକ୍ଷମ ହୋଇଛନ୍ତି। ଏହା ମଧ୍ୟରେ […]

Air-Ambulance

Air-Ambulance

Hemant Lenka
  • Published: Thursday, 06 May 2021
  • Updated: 06 May 2021, 10:10 PM IST

Sports

Latest News

ମୁମ୍ବାଇ: ‌ଉଡ଼ାଣ ଭରିବା ପରେ ସ୍ୱତନ୍ତ୍ର ଏୟାର ଆମ୍ବୁଲାନ୍ସର ଗୋଟିଏ ଚକା ଖସି ପଡ଼ିଥିଲା। ବିମାନଟି କେମିତି ଲ୍ୟାଣ୍ଡିଂ କରିବ, ସେ ଚିନ୍ତା ସମସ୍ତଙ୍କୁ ଘାରିଥିଲା। କିନ୍ତୁ ପାଇଲଟ୍‌ଙ୍କ ବୁଦ୍ଧି ଓ ପରିଶ୍ରମ ବଳରେ ରନ୍ ୱେରେ ବିମାନଟି ଚକା ବଦଳରେ ବେଲି ବା ପେଟ୍‌ ଦ୍ୱାରା ଲ୍ୟାଣ୍ଡିଂ କରିଛି।

ବିମାନର ମଧ୍ୟ ଭାଗକୁ ପାଇଲଟ୍‌ ଜଣଙ୍କ ବେଶ ସତର୍କତାର ସହ ରନ୍‌ ୱେରେ  ଲଗାଇ ଏହାକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇବାରେ ସକ୍ଷମ ହୋଇଛନ୍ତି। ଏହା ମଧ୍ୟରେ ଥିବା ରୋଗୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରାଯାଇଛି। ସୂଚନା ଅନୁସାରେ, ଜେଟ୍‌ ସେରଭେ ଆଭିଏସନର ଏୟାର ଆମ୍ବୁଲାନ୍ସ ସି-୯୦ଭିଟି-ଜେଆଇଏଲ ନାଗପୁରରୁ ଉଡ଼ାଣ ଭରିଥିଲା।

ଏହା ହାଇଦ୍ରାବାଦ ଯିବାର ଥିଲା। କିନ୍ତୁ ଉଡ଼ାଣ ଭରିବା ବେଳେ ହଠାତ୍‌ ଏହାର ଆଗଚକା ଖସି ପଡ଼ିଥିଲା। ଏହି କାରଣରୁ ବିମାନଟିର ଜରୁରୀ ଅବତରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ନାଗପୁରରୁ ହାଇଦ୍ରାବାଦ ଯିବା ବଦଳରେ ଏହାକୁ ମୁମ୍ବାଇରେ ଅବତରଣ କରାଇବାକୁ ବିମାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ପୂରା ବିମାନ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇଥିଲା।

ଚକା ନଥିବାରୁ ପାଇଲଟ ଜଣଙ୍କ ଲ୍ୟାଣ୍ତିଂ ଗିୟରର ବ୍ୟହାର କରି ନଥିଲେ। ଏଥିପାଇଁ ବେଲି ଲ୍ୟାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବେଲି ଲ୍ୟାଣ୍ଡିଂ ବେଳେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ରନୱେରେ ଫୋମର ବ୍ୟବସ୍ଥା କରାଯାଇଥିଲା। ଫାଇଲଟ ଜଣଙ୍କ ବେଶ ସତର୍କତାର ସହ ବିମାନକୁ ସଫଳତାର ସହ ସେଠାରେ ଲ୍ୟାଣ୍ଡିଂ କରାଇଥିଲେ।

ଏହା ମଧ୍ୟରେ ଜଣେ ରୋଗୀ, ୨ ଜଣ ପାଇଲଟ, ଦୁଇ ଜଣ କ୍ରୁ ସଦସ୍ୟ, ଜଣେ ଡାକ୍ତର ଓ ଜଣେ ପାରାମେଡିକ ଥିଲେ। ବେଲି ଲ୍ୟାଣ୍ଡିଂ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏବେ ଗୁରୁତର ରୋଗୀଙ୍କୁ ମୁମ୍ବାଇରେ ହିଁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story