ବାୟୁସେନାକୁ ମିଳିବ ୬ଟି Eye In The Sky ବିମାନ, ୧୧ ହଜାର କୋଟିର ଡିଲ୍‌କୁ ଅନୁମୋଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିବ ଘାତକ Eye In The Sky ବିମାନ। ୬ଟି Eye In The Sky ବିମାନ ପାଇଁ ଭାରତ ସରକାର ୧୧ ହଜାର କୋଟି ଟଙ୍କାର ଡିଲ୍‌ ଉପରେ ମୋହର ମାରିଛନ୍ତି। ବୁଧବାର ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି। ଡିଲ୍‌ ଅନୁସାରେ ଭାରତୀୟ ବାୟୁସେନା ପାଇଁ ୬ଟି ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ଯୁଦ୍ଧ ବିମାନ ତିଆରି ହେବ। ଏହାକୁ ପାଇବା ପରେ ବାୟୁସେନା ଆହୁରି ସଶକ୍ତ ହୋଇଯିବ। […]

IAF

IAF

Hemant Lenka
  • Published: Friday, 10 September 2021
  • Updated: 10 September 2021, 04:58 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିବ ଘାତକ Eye In The Sky ବିମାନ। ୬ଟି Eye In The Sky ବିମାନ ପାଇଁ ଭାରତ ସରକାର ୧୧ ହଜାର କୋଟି ଟଙ୍କାର ଡିଲ୍‌ ଉପରେ ମୋହର ମାରିଛନ୍ତି। ବୁଧବାର ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି।

ଡିଲ୍‌ ଅନୁସାରେ ଭାରତୀୟ ବାୟୁସେନା ପାଇଁ ୬ଟି ଏୟାରବର୍ଣ୍ଣ ୱାର୍ଣ୍ଣିଂ ଓ କଣ୍ଟ୍ରୋଲ ଯୁଦ୍ଧ ବିମାନ ତିଆରି ହେବ। ଏହାକୁ ପାଇବା ପରେ ବାୟୁସେନା ଆହୁରି ସଶକ୍ତ ହୋଇଯିବ। ଏହି ବିମାନକୁ ଆକାଶ ମାର୍ଗରେ ଭାରତର ଆଖି ଭାବେ ବିବେଚନା କରାଯାଉଛି। ଡିଆରଡିଓ ପକ୍ଷରୁ ତିଆରି କରାଯାଉଥିବା ରାଡାରକୁ ଏୟାର ଇଣ୍ଡିଆର ଏ-୩୨୧ ଯୁଦ୍ଧ ବିମାନରା ଖଞ୍ଜା ଯିବ। ଏହାଦ୍ୱାରା ଶତ୍ରୁପକ୍ଷରୁ ସବୁ କିଛି ଗତିବିଧିକକୁ ଏହା ଠାବ କରିବା ସହ ଆକାଶ ମାର୍ଗରେ ହିଁ ଧ୍ୱଂସ କରିଦେବ।

ଡିଆରଡିଓ ନିର୍ମାଣ କରୁଥିବା ରାଡାର ବର୍ତ୍ତମାନ ମହଜୁଦ ଥିବା ଏଇଏସ୍‌ଏ ରାଡାରର ଆଧୁନିକ ସଂସ୍କରଣ ହେବ। ଏହାକୁ ବାୟୁସେନା ଦ୍ୱାରା ପୂର୍ବରୁ ନିୟୋଜିତ ଦୁଇଟି ସର୍ଭେଲାନ୍ସ ବିମାନରେ ଖଞ୍ଜାଯିବ। ଶହଶହ କିମି ଦୂରରୁ ଏହା ଶତ୍ରୁପକ୍ଷର ଗତିବିଧିକୁ ଠାବ କରିବ। ଏୟାରବର୍ଣ୍ଣ ୱାର୍ଣ୍ଣିଂ ଯୁଦ୍ଧ ବିମାନ ଉପରେ ୨୦୧୯ ଫେବୃଆରୀ ୨୭ ପରଠାରୁ ଫୋକସ କରାଯାଉଛି।

କାରଣ ୨୭ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏଲଓସି ନିକଟରେ ଆକାଶ ମାର୍ଗରେ ଘମାଘୋଟ ଯୁଦ୍ଧ ହୋଇଥିଲା। ତେଣୁ ଆକାଶ ମାର୍ଗରେ ରାଡାର ସିଷ୍ଟମକୁ ଅଧିକ ବିକଶିତ କରିବାକୁ ଏବେ ଏପରି ବ୍ୟବସ୍ଥା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story