ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା ଏୟାର ଇଣ୍ଡିଆ ବିମାନ, ଥିଲେ ୬୪ ଜଣ ଯାତ୍ରୀ

ବିଜୟୱାଡା: ଗୋଟିଏ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ। ପ୍ରଥମେ ବିମାନଟିର ଯୋଗାଯୋଗ କଣ୍ଟ୍ରୋଲ ରୁମ୍‌ ସହ ବିଚ୍ଛିନ୍ନ ହୋଇଥିଲା। ଏହାପରେ ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ବିମାନ ଗୋଟିଏ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଯାଇଥିଲା। ଏହି ଘଟଣା ବେଳେ ବିମାନରେ ମୋଟ ୬୪ ଜଣ ଯାତ୍ରୀ ଥିଲେ। ଆନ୍ଧ୍ର ପ୍ରଦେଶର ଗାନ୍ନାଭରମ ସ୍ଥିତ ବିଜୟୱାଡା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଅପରାହ୍ନ ୪.୫୦ରେ ଏହି ଘଟଣା ଘଟିଛି। ଏତେ ବଡ଼ ଘଟଣା […]

air-india

air-india

Hemant Lenka
  • Published: Saturday, 20 February 2021
  • Updated: 20 February 2021, 08:22 PM IST

Sports

Latest News

ବିଜୟୱାଡା: ଗୋଟିଏ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ। ପ୍ରଥମେ ବିମାନଟିର ଯୋଗାଯୋଗ କଣ୍ଟ୍ରୋଲ ରୁମ୍‌ ସହ ବିଚ୍ଛିନ୍ନ ହୋଇଥିଲା। ଏହାପରେ ରନ୍‌ୱେରେ ଲ୍ୟାଣ୍ଡିଂ କରିବା ବେଳେ ବିମାନ ଗୋଟିଏ ବିଦ୍ୟୁତ ଖୁଣ୍ଟ ସହ ପିଟି ହୋଇଯାଇଥିଲା।

ଏହି ଘଟଣା ବେଳେ ବିମାନରେ ମୋଟ ୬୪ ଜଣ ଯାତ୍ରୀ ଥିଲେ। ଆନ୍ଧ୍ର ପ୍ରଦେଶର ଗାନ୍ନାଭରମ ସ୍ଥିତ ବିଜୟୱାଡା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଅପରାହ୍ନ ୪.୫୦ରେ ଏହି ଘଟଣା ଘଟିଛି। ଏତେ ବଡ଼ ଘଟଣା ଘଟିଥିଲେ ହେଁ ବିମାନରେ ଥିବା ୬୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି।

ସୂଚନା ଅନୁସାରେ, ୬୪ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ ଦୋହାରୁ ଆସୁଥିଲା। ୬୪ ଜଣଙ୍କ ମଧ୍ୟରୁ ୧୯ ଜଣ ବିଜୟୱାଡା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଓହ୍ଲାଇଥିବାର ଥିଲା। ରନୱେରେ ବିମାନଟି ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍‌ କଣ୍ଟ୍ରୋଲ ରୁମ୍‌ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ପାଇଲଟ ଜଣଙ୍କ ରନୱେରେ ମଝିରେ ଥିବା ହଳଦିଆ ଗାର‌ ପରିବର୍ତ୍ତେ ତା’ ପାଖରେ ଥିବା ହଳଦିଆ ଲାଇନରେ ବିମାନଟିକୁ ଲ୍ୟାଣ୍ଡ କରାଇଥିଲେ। ଫଳରେ ରନୱେ କଡ଼ରେ ଥିବା ହାଇ ମାସ୍କ ଖୁଣ୍ଟରେ ବିମାନର ଗୋଟିଏ ୱିଙ୍ଗ ଜୋରରେ ମାଡ଼ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଖୁଣ୍ଟଟି ସିଧା ତଳକୁ ଗଳି ପଡ଼ିଥିଲା। ବିମାନର ୱିଙ୍ଗ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ ରହିଥିଲେ। ଏୟାର ଇଣ୍ଡିଆ ଷ୍ଟାଫ ଓ ଟେକ୍ନିକାଲ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ବିମାନର ଯାଞ୍ଚ କରିଥିଲେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story