ଟ୍ରେନିଂ ବେଳେ ବିମାନ କ୍ରାଶ, ଥିଲେ ୨ ଜଣ

ଭୋପାଲ: ତାଲିମ ବେଳେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଧାନା ଅଞ୍ଚଳରେ ଗୋଟିଏ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଟ୍ରେନିଂ ବିମାନରେ ଜଣେ ଟ୍ରେନର ଓ ଜଣେ ଟ୍ରେନୀ ଥିଲେ। ତେବେ ସେମାନେ ଦୁଘର୍ଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରେନିଂ ବିମାନଟି ରନୱେରେ ଲ୍ୟାଣ୍ଡ କରିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଚିମେସ ଆଭିଏସନ ଏକାଡେମୀର ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ସେସାନ ୧୭୨ ଆଜି ଟ୍ରେନିଂ ଦେବାକୁ ଉଡ଼ାଣ ଭରିଥିଲା। ତେବେ […]

Flight

Flight

Hemant Lenka
  • Published: Saturday, 17 July 2021
  • Updated: 17 July 2021, 09:12 PM IST

Sports

Latest News

ଭୋପାଲ: ତାଲିମ ବେଳେ ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଧାନା ଅଞ୍ଚଳରେ ଗୋଟିଏ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଟ୍ରେନିଂ ବିମାନରେ ଜଣେ ଟ୍ରେନର ଓ ଜଣେ ଟ୍ରେନୀ ଥିଲେ। ତେବେ ସେମାନେ ଦୁଘର୍ଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରେନିଂ ବିମାନଟି ରନୱେରେ ଲ୍ୟାଣ୍ଡ କରିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଚିମେସ ଆଭିଏସନ ଏକାଡେମୀର ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ସେସାନ ୧୭୨ ଆଜି ଟ୍ରେନିଂ ଦେବାକୁ ଉଡ଼ାଣ ଭରିଥିଲା। ତେବେ ଟ୍ରେନିଂ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ନିକଟସ୍ଥ ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ଖସି ପଡ଼ିଛି। ତେବେ କ’ଣ ପାଇଁ ଏପରି ଘଟିଲା, ତାହା ଜଣାପଡ଼ିନି।

ଗତବର୍ଷ ଏକାଡେମୀର ଗୋଟିଏ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି କାରଣରୁ ଏକାଡେମୀକୁ ଏୟାରଷ୍ଟ୍ରିପ ବ୍ୟବହାର କରିବାକୁ ବାରଣ କରାଯାଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।
ଆଜି ପୁଣି ଏହି ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ବେସମାରିକ ବିମାନ ଚଳଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଘଟଣା ସମ୍ପର୍କରେ ମୁଁ ଖବର ପାଇଛି। ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ହେଁ ସୌଭାଗ୍ୟବଶତଃ ଟ୍ରେନୀ ଜଣଙ୍କ ସୁରକ୍ଷିତ ରହିଛନ୍ତି। ଆମେ ତଦନ୍ତକାରୀ ଟିମକୁ ଦୁର୍ଘଟଣାସ୍ଥଳକୁ ପଠାଇଛୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story