କେନ୍ଦ୍ରମନ୍ତ୍ରୀଙ୍କ ବ୍ଲାକମେଲ ଅଭିଯୋଗ ପରେ ୫ ବିପିଓ କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ଫସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି ବ୍ଲାକମେଲର ଅଭିଯୋଗ ଆଣିଛନ୍ତି। ଲଖିମପୁର ଖେରି ହିଂସା ଘଟଣାରେ ତାଙ୍କର ସଂପୃକ୍ତି ସମ୍ପର୍କିତ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ କିଛି ଲୋକ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ପୁଲିସ୍‌ ୫ ଜଣ ବିପିଓ ଷ୍ଟାଫଙ୍କୁ ଗିରଫ କରିଛି। ଏହି ଗିରଫ ବିପିଓ କର୍ମଚାରୀମାନେ ଅଜୟ ମିଶ୍ରା […]

ajya-mishra

ajya-mishra

Hemant Lenka
  • Published: Friday, 24 December 2021
  • Updated: 24 December 2021, 06:28 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲଖିମପୁର ଖେରି ହିଂସା ଘଟଣାରେ ଫସିଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନି ବ୍ଲାକମେଲର ଅଭିଯୋଗ ଆଣିଛନ୍ତି। ଲଖିମପୁର ଖେରି ହିଂସା ଘଟଣାରେ ତାଙ୍କର ସଂପୃକ୍ତି ସମ୍ପର୍କିତ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ କିଛି ଲୋକ ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ପରେ ପୁଲିସ୍‌ ୫ ଜଣ ବିପିଓ ଷ୍ଟାଫଙ୍କୁ ଗିରଫ କରିଛି।

ଏହି ଗିରଫ ବିପିଓ କର୍ମଚାରୀମାନେ ଅଜୟ ମିଶ୍ରା ଟେନିଙ୍କୁ ଫୋନ ଯୋଗେ ଧମକ ଦେବା ସହ କୋଟି କୋଟି ଟଙ୍କା ବଟି ମାଗିଥିଲେ। ଅଭିଯୁକ୍ତମାନେ କୁଆଡ଼େ ଅଜୟ ମିଶ୍ରା ଟେନିଙ୍କୁ ଲଖିମପୁର ଖେରି ହିଂସା ଘଟଣାରେ ଫସାଇବା ପାଇଁ ଅନେକ ପ୍ରକାରର ଭିଡିଓ ଓ ପ୍ରମାଣ ରଖିଥିବା ଦାବି କରିଥିଲେ।

ଡିସେମ୍ବର ୧୭ରେ ବଟି ଦେବାକୁ ଅଜୟ ମିଶ୍ରା ଟେନିଙ୍କୁ ଫୋନ ଆସିଥିଲା। ଏହାପରେ ପୁଲିସ୍‌ ତାଙ୍କ ଦିଲ୍ଲୀ ବାସଭବନ ଉପରେ ନଜର ରଖି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ସମୟରେ ପୁଲିସ୍ ନୋଏଡାରୁ ୪ ଜଣ ଓ ଦିଲ୍ଲୀରୁ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ “ଆମେ ମନ୍ତ୍ରୀଙ୍କ କର୍ମଚାରୀଙ୍କ ଠାରୁ ଟଙ୍କା ପାଇଁ ଫୋନ ଆସିଥିବା ଅଭିଯୋଗ ପାଇଥିଲୁ। ଏହାପରେ ଏଫଆଇଆର ରୁଜୁ କରାଯାଇଥିଲା। ଏହାର ତଦନ୍ତ କରି ଶୁକ୍ରବାର ୫ ଜଣଙ୍କୁ ଗିରଫ କରାଯାଇଛି।”

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ଜୀବନ ଯାଇଥିଲା। ସେହିପରି ଏହାପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ଏସ୍‌ଆଇଟି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କୁ ଗିରଫ କରିଛି। ଏସ୍‌ଆଇଟି ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ତଦନ୍ତରୁ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story