ସାଂଘାତିକ ଭୁଲ୍‌; ଜଣେ ବ୍ୟକ୍ତିଙ୍କୁ ଦିଆଗଲା କୋଭିଶିଲ୍ଡ ଓ କୋଭାକ୍ସିନ ଟିକା

ମୁମ୍ୱାଇ: ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଗୋଟିଏ କମ୍ପାନୀର ଟିକା ଦୁଇ ଥର  ନେବେ। ହେଲେ ମହାରାଷ୍ଟ୍ରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଚରମ ଅବହେଳା। ବୃଦ୍ଧଜଣକ ଭୁଲବଶଃତ କମ୍‌ ଦିନ ବ୍ୟବଧାନରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ନେଇଯାଇଛନ୍ତି।  ଏହାର ପରିଣାମ କ’ଣ ହୋଇପାରେ ସେ ନେଇ ଏବେ ସମସ୍ତେ ଚିନ୍ତିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି। ଏହି ବ୍ୟକ୍ତିଙ୍କ ନାମ ହେଉଛି […]

waghmare

waghmare

Subhransu Sekhar
  • Published: Friday, 14 May 2021
  • Updated: 14 May 2021, 11:48 AM IST

ମୁମ୍ୱାଇ: ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଗୋଟିଏ କମ୍ପାନୀର ଟିକା ଦୁଇ ଥର  ନେବେ। ହେଲେ ମହାରାଷ୍ଟ୍ରରେ ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟିଛି ଚରମ ଅବହେଳା। ବୃଦ୍ଧଜଣକ ଭୁଲବଶଃତ କମ୍‌ ଦିନ ବ୍ୟବଧାନରେ କୋଭିଶିଲ୍ଡ ଓ କୋଭାକ୍ସିନ ଟିକା ନେଇଯାଇଛନ୍ତି।  ଏହାର ପରିଣାମ କ’ଣ ହୋଇପାରେ ସେ ନେଇ ଏବେ ସମସ୍ତେ ଚିନ୍ତିତ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନେ ନଜର ରଖିଛନ୍ତି।

ଏହି ବ୍ୟକ୍ତିଙ୍କ ନାମ ହେଉଛି ଦାତ୍ତାତ୍ରୟ ଓ୍ୱାଘମାରେ। ତାଙ୍କ ଘର ଜଲନା ଜିଲ୍ଲାରେ। ବୃଦ୍ଧଜଣକ ମାର୍ଚ୍ଚ ୨୨ରେ ପ୍ରଥମେ କୋଭାକ୍ସିନ ଟିକା ନେଇଥିଲେ। ଗାଁରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସେ ଏହି ଟିକା ନେଇଥିଲେ। ଏବେ କିନ୍ତୁ ସେ ଆଉ ଏକ ଟିକା ନେଇଥନ୍ତି ଏପ୍ରିଲ ୩୦ରେ। ଏହି ଟିକା କିନ୍ତୁ ଆଉ ଏକ ସ୍ୱାସ୍ଥ୍ୟକେନ୍ଦ୍ରରୁ ସେ ନେଇଛନ୍ତି। ଯାହାକି କୋଭିଶିଲ୍ଡ ବୋଲି ଜଣାପଡ଼ିଛି।

ଓ୍ୱାଘମାରେଙ୍କ ପୁଅ ଦିଗାମ୍ୱର କହିଛନ୍ତି, ତାଙ୍କ ବାପା ଦ୍ୱିତୀୟ ଟିକା ନେବା ପରେ ଜ୍ୱର ହେବା ସହ ଶରୀରରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ କିଛି ଦିନ ପରେ ତାଙ୍କ ବାପାଙ୍କ ଟିକା ସାର୍ଟିଫିକେଟ ନଜରକୁ ଆସିଥିଲା। ସାର୍ଟିଫିକେଟରୁ ତାଙ୍କ ବାପା ଯାହାକି ପ୍ରଥମେ କୋଭାକ୍ସିନ ଓ ଦ୍ୱିତୀୟରେ କୋଭିଶିଲ୍ଟ ଟିକା ନେଇଥିବା ଜଣାପଡ଼ିଥିଲା।

ଦିଗାମ୍ୱର କହିଛନ୍ତି, ତାଙ୍କ ବାପା ନିରକ୍ଷର। ସେ ବେଶି ପାଠ ପଢ଼ି ନାହାନ୍ତି। ଟିକା ନେବା ବେଳେ ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ନ ରହି ଭୁଲ୍ କରିଛନ୍ତି ବୋଲି କହିଛନ୍ତି। ଏବେ ତାଙ୍କ ବାପା ଯେଉଁଠି ଦ୍ୱିତୀୟ ଟିକା ନେଇଥିଲେ ସେଠାରେ ସେ ଅଭିଯୋଗ କରିଛନ୍ତି। ଆଉ କେଉଁ କାରଣରୁ ଏଭଳି ଭୁଲ୍ ହେଲା ତାର ଜବାବ ମାଗିଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଓ୍ୱାଘମାରେଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story