ଡରାଇଲା କରୋନା: ସମସ୍ତ ପ୍ରକାରର ସମାବେଶ ଉପରେ ଲାଗିଲା ରୋକ

ମୁମ୍ବାଇ: ପୁଣିଥରେ ଦେଶରେ କରୋନା ସଂକ୍ରମଣ ଡରାଇବା ଆରମ୍ଭ କଲାଣି। ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହି କାରଣରୁ ମହାରାଷ୍ଟ୍ରର କିଛି ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି। ସେହିପରି ରାଜ୍ୟରେ ସମସ୍ତ ପ୍ରକାରର ସମାବେଶ ଉପରେ ରୋକ ଲଗାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ସତର୍କ କରାଇବାକୁ ଯାଇ ଲକଡାଉନର ଭୟ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି, ଆଗାମୀ ୮ଦିନ ଯାଏ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ବେଶ […]

corona.jpg2

corona.jpg2

Hemant Lenka
  • Published: Monday, 22 February 2021
  • Updated: 22 February 2021, 02:39 PM IST

Sports

Latest News

ମୁମ୍ବାଇ: ପୁଣିଥରେ ଦେଶରେ କରୋନା ସଂକ୍ରମଣ ଡରାଇବା ଆରମ୍ଭ କଲାଣି। ବିଶେଷ କରି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏହି କାରଣରୁ ମହାରାଷ୍ଟ୍ରର କିଛି ସ୍ଥାନରେ ଲକଡାଉନ ଲାଗୁ କରାଯାଇଛି। ସେହିପରି ରାଜ୍ୟରେ ସମସ୍ତ ପ୍ରକାରର ସମାବେଶ ଉପରେ ରୋକ ଲଗାଯାଇଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ ସତର୍କ କରାଇବାକୁ ଯାଇ ଲକଡାଉନର ଭୟ ମଧ୍ୟ ଦେଖାଇଛନ୍ତି। ସେ କହିଛନ୍ତି, ଆଗାମୀ ୮ଦିନ ଯାଏ ସମସ୍ତେ କରୋନା ପାଇଁ ଜାରି କଟକଣାକୁ ବେଶ ଭଲ ଭାବେ ପାଳନ କରିବେ। ଯଦି କେହି ଏହାକୁ ନ ମାନିବେ ତା’ହେଲେ ବାଧ୍ୟ ହୋଇ ପୁଣିଥରେ ରାଜ୍ୟରେ ଲକଡାଉନ ଲାଗୁ କରାଯିବ।

ସେହିପରି କିଛିଦିନ ପାଇଁ ରାଜ୍ୟରେ ରାଜନୀତିକ, ସାମାଜିକ ଓ ଧାର୍ମିକ ସମାବେଶ ଉପରେ ଲଗା ଯାଇଛି। କଟକଣା ଭିତରେ କୌଣସି ବିକ୍ଷୋଭ ପାଇଁ ଲୋକମାନେ ଏକାଠି ହୋଇପାରିବେ ନାହିଁ। ୩୦ ମିନିଟର ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଲକଡାଉନରୁ ବର୍ତ୍ତିବାର ସୁଯୋଗ ଲୋକଙ୍କ ହାତରେ ରହିଛି। ବର୍ତ୍ତମାନ ମୁଁ ସମସ୍ତଙ୍କୁ ପଚାରିବାକୁ ଚାହୁଁଛି ଯେ ଆମେ ପୁଣି ଲକଡାଉନ ଲାଗୁ କରିବା କି?

ଯେଉଁମାନେ ଲକଡାଉନ ଚାହୁଁନାହାନ୍ତି, ସେମାନେ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ସହ ସାନିଟାଇଜର ବ୍ୟବହାର କରନ୍ତୁ। ଯେଉଁମାନେ ପୁଣି ଲକଡାଉନ ଚାହୁଁଛନ୍ତି, ସେମାନେ ଏହି ସବୁ ନିୟମକୁ ଭାଙ୍ଗି ପାରିବେ। କିଏ ଲକଡାଉନ ଚାହୁଁଛି ଓ କିଏ ଲକଡାଉନ ଚାହୁଁନାହିଁ, ତା’ ଉପରେ ଆମ ନଜର ରହିଛି।

ମୁଁ ବେଶ ଯତ୍ନର ସହ କହିବାକୁ ଚାହୁଁଛି ଯେ ଲକଡାଉନରୁ ବର୍ତ୍ତିବାକୁ ହେଲେ ଆମକୁ ଶୃଙ୍ଖଳିତ ବ୍ୟବହାର କରିବାକୁ ପଡ଼ିବ। କରୋନାର ଦ୍ୱିତୀୟ ଲହରୀ ଏଯାଏ ଆସିନି। କିନ୍ତୁ ସେ ଆମ ଦ୍ୱାର ମୁହଁରେ ପହଞ୍ଚି ଗଲାଣି। ଆସନ୍ତା ସପ୍ତାହେ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଏହା ପହଞ୍ଚି ଯିବ। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ବିଦର୍ଭ ଅଞ୍ଚଳର ଅମରାବତୀକୁ ସମ୍ପୂର୍ଣ୍ଣ ସପ୍ତାହକ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୮ ଟାରୁ ଅମରାବତୀରେ ଲକଡାଉନ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ସକାଳ ୮ଟା ଯାଏ ବଳବତ୍ତର ରହିବ। ପୁଣେରେ ମଧ୍ୟ ଆସନ୍ତା ୨୮ ତାରିଖ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାତି ୧୧ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ମଧ୍ୟ ଲାଗୁ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story