ଆରଏସ୍‌ଏସ ମୁଖ୍ୟଙ୍କ ‘ସମାନ ଡିଏନଏ’ ମନ୍ତବ୍ୟରେ ଭିଏଚ୍‌ପିର ଗୋ-ମାଂସ ଛୁଙ୍କ

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାବଗତ ସବୁ ଭାରତୀୟଙ୍କ ଡିଏନଏ ସମାନ ବୋଲି ନିକଟରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ନେତ୍ରୀ ସାଧ୍ୱୀ ପ୍ରାଚୀ। ମୁସଲିମ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ଭାଗବତ ଏପରି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଏକତା ବିନା ବିକାଶ ଅସମ୍ଭବ। ହିନ୍ଦୁ-ମୁସଲିମଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ଏକ। ଯିଏ ଯେଉଁ ଧର୍ମର ହୋଇଥିଲେ ମଧ୍ୟ ସବୁ ଭାରତୀୟଙ୍କ […]

Sadhvi-Prachi

Sadhvi-Prachi

Hemant Lenka
  • Published: Saturday, 10 July 2021
  • Updated: 10 July 2021, 09:31 PM IST

Sports

Latest News

ନୂଆଦିଲ୍ଲୀ: ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାବଗତ ସବୁ ଭାରତୀୟଙ୍କ ଡିଏନଏ ସମାନ ବୋଲି ନିକଟରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ନେତ୍ରୀ ସାଧ୍ୱୀ ପ୍ରାଚୀ। ମୁସଲିମ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୋହନ ଭାଗବତ ଏପରି ମନ୍ତବ୍ୟ ଦେଇଥିଲେ।

ସେ କହିଥିଲେ ଯେ ଏକତା ବିନା ବିକାଶ ଅସମ୍ଭବ। ହିନ୍ଦୁ-ମୁସଲିମଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେମାନେ ଏକ। ଯିଏ ଯେଉଁ ଧର୍ମର ହୋଇଥିଲେ ମଧ୍ୟ ସବୁ ଭାରତୀୟଙ୍କ ଡିଏନଏ ସମାନ ବୋଲି ଭାଗବତ କହିଥିଲେ।

ତେବେ ରାଜସ୍ଥାନର ଦୌସାରେ ସାଧ୍ୱୀ ପ୍ରାଚୀ ଏହି ମନ୍ତବ୍ୟରେ ଗୋ-ମାଂସ ଛୁଙ୍କ ଦେଇଛନ୍ତି। ସେ କହିଛନ୍ତି, ଗାଈ ମାଂସ ଖାଉଥିବା ଲୋକଙ୍କୁ ଛାଡ଼ି ଆଉ ସମସ୍ତଙ୍କ ଡିଏନଏ ସମାନ। ଏଥିସହ ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କଠୋର ଆଇନ ଆଣିବା ସପକ୍ଷରେ ମଧ୍ୟ ସେ ମତ ଦେଇଛନ୍ତି।

ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନଙ୍କୁ ସରକାରୀ ସେବାକୁ ବଞ୍ଚିତ କରାଯିବା ଦରକାର। ଏପରି ଦଣ୍ଡ ଦ୍ୱାରା କେହି ଆଉ ଅଧିକ ସନ୍ତାନ କରିବାକୁ ଆଗ୍ରହ ଦେଖାଇବେ ନାହିଁ ବୋଲି ସେ କହିଛନ୍ତି।

ଭିଏଚ୍‌ପିର ସ୍ୱାଧୀ ପ୍ରାଚୀ ଆହୁରି କହିଛନ୍ତି, ଲଭ ଜିହାଦୀ ରୂପରେ ମହିଳା ଓ ଝିଅମାନଙ୍କର ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ରାଜସ୍ଥାନ ସରକାର ପଦକ୍ଷେପ ନେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story