ପିଏମଓରୁ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣା କ୍ରମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ରେ କାମ କରୁଥିବା ବରିଷ୍ଠ ଅଧିକାରୀ ଅମରଜୀତ ସିହ୍ନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ମିଳିଥିବା ଦାୟିତ୍ୱ ଶେଷ ହେବାକୁ ଆହୁରି ୭ ମାସ ବାକି ଥିବା ବେଳେ ସେ ଏପରି ପଦକ୍ଷେପ ନେଇଛନ୍ତି। ୧୯୮୩ ବ୍ୟାଚ୍‌ ବିହାରର କ୍ୟାଡର ଆଇଏଏସ୍‌ ଅଧିକାରୀ ଶ୍ରୀ ସିହ୍ନା ପ୍ରଥମେ ଗ୍ରାମିଣ ବିକାଶ ସଚିବ ଭାବେ ୨୦୧୯ରେ କାମ କରୁଥିଲେ। କିନ୍ତୁ ୨୦୨୦ ଫେବୃଆରୀରେ ତାଙ୍କୁ ପିଏମଓର ପରାମର୍ଶଦାତା ଭାବେ […]

PMO

PMO

Hemant Lenka
  • Published: Monday, 02 August 2021
  • Updated: 02 August 2021, 05:46 PM IST

Sports

Latest News

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣା କ୍ରମେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ରେ କାମ କରୁଥିବା ବରିଷ୍ଠ ଅଧିକାରୀ ଅମରଜୀତ ସିହ୍ନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ମିଳିଥିବା ଦାୟିତ୍ୱ ଶେଷ ହେବାକୁ ଆହୁରି ୭ ମାସ ବାକି ଥିବା ବେଳେ ସେ ଏପରି ପଦକ୍ଷେପ ନେଇଛନ୍ତି।

୧୯୮୩ ବ୍ୟାଚ୍‌ ବିହାରର କ୍ୟାଡର ଆଇଏଏସ୍‌ ଅଧିକାରୀ ଶ୍ରୀ ସିହ୍ନା ପ୍ରଥମେ ଗ୍ରାମିଣ ବିକାଶ ସଚିବ ଭାବେ ୨୦୧୯ରେ କାମ କରୁଥିଲେ। କିନ୍ତୁ ୨୦୨୦ ଫେବୃଆରୀରେ ତାଙ୍କୁ ପିଏମଓର ପରାମର୍ଶଦାତା ଭାବେ ଦୁଇ ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ସେ ସାମାଜିକ କ୍ଷେତ୍ର ସହ ଜଡ଼ିତ ବିଷୟବସ୍ତୁର ତଦାରଖ କରୁଥିଲେ। କିନ୍ତୁ ହଠାତ୍‌ ସେ ପଦ ଛାଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଶ୍ରୀ ସିହ୍ନା ନିଜ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ମଧ୍ୟ ଏହାର କାରଣ କିଛି ବି ଉଲ୍ଲେଖ କରିନାହାନ୍ତି। ତେବେ ସେ ତୃତୀୟ ଅଧିକାରୀ ଭାବେ ପିଏମଓରୁ କାର୍ଯ୍ୟକାଳ ପୂରଣ ହେବା ଆଗରୁ ପଦ ଛାଡ଼ିଛନ୍ତି।

ଏହାପୂର୍ବରୁ ପ୍ରିନ୍ସିପାଲ ସଚିବ ନୃପେନ୍ଦ୍ର ମିଶ୍ର ୨୦୧୯ ନିର୍ବାଚନ ପରେ ନିଜ ପଦ ଛାଡ଼ିଥିଲେ। ପରେ ପିଏମଓର ପ୍ରମୁଖ ପରାମର୍ଶଦାତା ପିକେ ସିହ୍ନା ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଥିଲେ। ୨୦୧୯ ନିର୍ବାଚନ ପରେ ପିଏମଓରେ ସ୍ୱତନ୍ତ୍ର ଭାବେ ପ୍ରମୁଖ ପରାମର୍ଶଦାତା ପଦ ସୃଷ୍ଟି କରାଯାଇଥିଲା। ଏହି ନୂଆ ପଦର ଦାୟିତ୍ୱ ପିକେ ସିହ୍ନା ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story