ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସେଲେବ୍ରିଟିଙ୍କ ସମର୍ଥନ: ପ୍ରତିକ୍ରିୟା ରଖିଲେ ଶାହ ଓ ସଚିନ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରର ସେଲେବ୍ରିଟି ସମର୍ଥନ କରିବା ପରେ ଭାରତରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ଅନେକ ବଡ଼ବଡ଼ ସେଲେବ୍ରିଟି ଓ ରାଜନେତା ଖୋଲାଖୋଲି ଭାବେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ବିଦେଶୀ ନାଗରିକଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଟ୍ୱିଟ କରି କଡ଼ା ପ୍ରତିକ୍ରିୟା […]

cf

cf

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 09:24 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶରେ ଚାଲିଥିବା ବିଶାଳ ଚାଷୀ ଆନ୍ଦୋଳନକୁ ଅନ୍ତର୍ଜାତୀୟ ସ୍ତରର ସେଲେବ୍ରିଟି ସମର୍ଥନ କରିବା ପରେ ଭାରତରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାରତ ଅନେକ ବଡ଼ବଡ଼ ସେଲେବ୍ରିଟି ଓ ରାଜନେତା ଖୋଲାଖୋଲି ଭାବେ ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା ବିଦେଶୀ ନାଗରିକଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ଏହିକ୍ରମରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଟ୍ୱିଟ କରି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅମିତ ଶାହ ଟ୍ୱିଟ କରି କହିଛନ୍ତି, କୌଣସି ବି ମିଥ୍ୟା ପ୍ରଚାର ବା ଅଭିସନ୍ଧି ଭାରତର ଏକତାକୁ ଶେଷ କରିପାରିବେ ନାହିଁ। କୌଣସି ବି ମିଥ୍ୟା ପ୍ରଚାର ଭାରତକୁ ସଫଳତାର ଶୀର୍ଷରେ ପହଞ୍ଚାବାରେ ରୋକ ଲଗାଇ ପାରିବ ନାହିଁ। ଭାରତ ବିକାଶ ପାଇଁ ଏକାଠି ଓ ମିଳିତ ଭାବେ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସଚିନ ତେନ୍ଦୁଲକର ମଧ୍ୟ ଚାଷୀ ଆନ୍ଦୋଳନକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଭାରତର ସାର୍ବଭୌମତ୍ୱରେ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ। ବାହାର ଶକ୍ତି କେବଳ ଏହାକୁ ଦେଖି ପାରିବେ, କେବେ ହେଲେ ଏଥିରେ ଭାଗଦାରୀ ହୋଇପାରିବେ ନାହିଁ। ଭାରତୀୟମାନେ ଭାରତକୁ ଜାଣିଛନ୍ତି। ସେମାନେ ଭାରତ ପାଇଁ ଫୈସଲା କରିପାରିବେ। ଆସନ୍ତୁ ସମସ୍ତେ ଗୋଟିଏ ଦେଶ ଭଳି ଏକାଠି ରହିବା।”

ସଚିନଙ୍କ ପୂର୍ବରୁ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ମଧ୍ୟ ଅନ୍ତର୍ଜାତୀୟ ସେଲେବ୍ରିଟିଙ୍କ ଚାଷୀ ଆନ୍ଦୋଳନକୁ ସମର୍ଥନଭରା ଟ୍ୱିଟକୁ ତୀବ୍ର ବିରୋଧ କରିଥିଲେ।

ସୂଚନାଯୋଗ୍ୟ, ଦୀର୍ଘ ୮୦ ଦିନ ହେଲା ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଗତକାଲି ପପଷ୍ଟାର ରିହାନା ଓ ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ସମର୍ଥନ କରି ଟ୍ୱିଟ କରିଥିଲେ। କେବଳ ଏହି ଦୁଇ ଜଣ ନୁହନ୍ତି, ଅନେକ ଲୋକ ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story