ଅମିତ ଶାହ ଓ ନଡ୍ଡାଙ୍କ ୨୦୨୪ ଆକ୍ସନ ପ୍ଲାନ: ଫୋକସରେ ସେହି ୧୪୪ ଆସନ

ନୂଆଦିଲ୍ଲୀ: ବିରୋଧୀଙ୍କ ଘନଘନ ବୈଠକ ଓ କାର୍ଯ୍ୟକ୍ରମକୁ ଦେଖି କ୍ଷମତାସୀନ ବିଜେପି ମଧ୍ୟ ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୨୪ର ରୋଡମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ ଆଜି ଦିଲ୍ଲୀରେ ବିଜେପି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ଦଳ ଯେଉଁ ୧୪୪ଟି ଆସନରେ ବହୁତ କମ ଭୋଟ ବ୍ୟବଧାନରେ ହାରିଥିଲା, ୨୦୨୪ରେ ସେଗୁଡ଼ିକୁ ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଛି। ଯଦି ତୃଣମୂଳସ୍ତରରେ ଠିକ୍‌ ଭାବେ ସବୁ କିଛି କାମ […]

amit-shah

amit-shah

Hemant Lenka
  • Published: Tuesday, 06 September 2022
  • Updated: 07 September 2022, 09:31 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧୀଙ୍କ ଘନଘନ ବୈଠକ ଓ କାର୍ଯ୍ୟକ୍ରମକୁ ଦେଖି କ୍ଷମତାସୀନ ବିଜେପି ମଧ୍ୟ ଏବେଠାରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୨୦୨୪ର ରୋଡମ୍ୟାପ୍‌ ପ୍ରସ୍ତୁତ କରିବା ପାଇଁ ଆଜି ଦିଲ୍ଲୀରେ ବିଜେପି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି। ୨୦୧୯ ସାଧାରଣ ନିର୍ବାଚନରେ ଦଳ ଯେଉଁ ୧୪୪ଟି ଆସନରେ ବହୁତ କମ ଭୋଟ ବ୍ୟବଧାନରେ ହାରିଥିଲା, ୨୦୨୪ରେ ସେଗୁଡ଼ିକୁ ଦଖଲ କରିବା ପାଇଁ ଲକ୍ଷ୍ୟ ରଖିଛି।

ଯଦି ତୃଣମୂଳସ୍ତରରେ ଠିକ୍‌ ଭାବେ ସବୁ କିଛି କାମ କରାଯାଇ ପାରିବ, ତା’ହେଲେ ସେହି ୧୪୪ଟି ଆସନରୁ ଦଳ ନିଶ୍ଚିତ ଅଧିକାଂଶ ସ୍ଥାନରେ ବାଜିମାତ କରିବ ବୋଲି ହାଇକମାଣ୍ଡ ଆଶା ରଖିଛନ୍ତି। ଏହି ସିଟ୍‌ଗୁଡ଼ିକ ଜିତି ପାରିଲେ ବିଜେପିର ମୋଟ ଆସନ ସଂଖ୍ୟା ମଧ୍ୟ ବଢ଼ିବ ବୋଲି ଶୀର୍ଷ ନେତାମାନେ ଆଜିର ବୈଠକରେ ମତ ରଖିଛନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୫୪୩ ଲୋକସଭା ଆସନରୁ ୩୦୩ଟିରେ ଜିତିଥିଲା। ଦୀର୍ଘ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ବିଜେପିକୁ ସରକାର ଗଠନ ପାଇଁ ପୂର୍ଣ୍ଣବହୁମତ ମିଳିଥିଲା। ଆଜି ୨୦୨୪ ପାଇଁ ବିଜେପି କରିଥିବା ବୈଠକର ଅଧ୍ୟକ୍ଷତା ଦଳର ଅଧ୍ୟକ୍ଷ ଜେପି ନଡ୍ଡା ଓ ଚାଣକ୍ୟ ଅମିତ ଶାହ କରିଥିଲେ।

ବୈଠକରେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ସ୍ୱତନ୍ତ୍ର ଟାକ୍ସ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀମାନଙ୍କୁ ଜଣକା ୩ରୁ ୪ଟି ଆସନ ଉପରେ ଫୋକସ କରିବାକୁ କୁହାଯାଇଛି। ବିଗତ କିଛି ମାସ ହେଲା କେନ୍ଦ୍ରମନ୍ତ୍ରୀ ଏକାଧିକ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଉଛନ୍ତି। ସେଠାକାର ସ୍ଥିତି ପରଖି ବା ସହ ଫିଡବ୍ୟାକ ମଧ୍ୟ ଦେଉଛନ୍ତି।

ମନ୍ତ୍ରୀମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନଙ୍କୁ ନିଜ ମତାମତ ସରଳ ନାମକ ଗୋଟିଏ ପୋର୍ଟାଲରେ ଦାଖଲ କରିବାକୁ କୁହାଯାଇଛି। ସେମାନେ ଏଥିରେ ପୂରା ସ୍ଥିତି ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ। ସେହିପରି କେନ୍ଦ୍ର ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନାର ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ବି ଉପସ୍ଥାପନ କରିବେ।

ଗୋଟିଏ ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନାର ସ୍ଥିତି କ’ଣ? ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତୋଟି ଲେଖାଏ ସମାଜିକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଉଛି? ଲୋକମାନେ ଠିକ୍‌ ଭାବେ ଏହାର ଲାଭ ଉଠାଇ ପାରୁଛନ୍ତି କି ନାହିଁ? ଲୋକମାନେ ଯୋଜନା ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ, ତା’ର ତଥ୍ୟ ମଧ୍ୟ ମନ୍ତ୍ରୀମାନେ ତୃଣମୂଳସ୍ତରକୁ ଯାଇ ସଂଗ୍ରହ କରିବେ।

ଏହାବାଦ ମନ୍ତ୍ରୀମାନଙ୍କୁ ତୃଣମୂଳସ୍ତରରେ ଦଳର ସଂଗଠନକୁ ମଜବୁତ କରିବା ଦାୟିତ୍ୱ ଦିଆଯାଇଛି। ଏହି ସବୁ କାମ ଓ ଅନ୍ୟ ସବୁ ମତାମତ ଦଳର ବୁଥ ସ୍ତରୀୟ ଆକ୍ସନ ପ୍ଲାନକୁ ସୁଦୃଢ଼ କରିପାରିବ ବୋଲି ବିଜେପିର ବରିଷ୍ଠ ନେତାମାନେ ଆଶା ରଖିଛନ୍ତି। ଆଜିର ବୈଠକରେ ପୂର୍ବରୁ ମିଳିଥିବା ସବୁ ତଥ୍ୟର ସମୀକ୍ଷା ମଧ୍ୟ କରାଯାଇଛି। ଏଥିସହ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story