ଆନ୍ଦୋଳନ ଛାଡ଼ି ଆସ ଆଲୋଚନା କରିବା, ଚାଷୀ ନେତାଙ୍କୁ ଡାକିଲେ ଶାହ

ନୂଆଦିଲ୍ଲୀ: ତିନୋଟି ନୂତନ କୃଷି ଆଇନକୁ ରଦ୍ଦ କରିବା ପାଇଁ ବର୍ଷେ ଧରି ଚାଲିଥିବା ଅଭିଯାନର ସଫଳତା ପରେ ବାକି ପ୍ରସଙ୍ଗରେ ଆଲୋଚନା ପାଇଁ ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାଷୀ ନେତାଙ୍କୁ ଆହ୍ୱାନ କରିଛନ୍ତି। ଏହି ଅବସରେ ଚାଷୀଙ୍କ ପକ୍ଷରୁ ୫ ଜଣିଆ ପ୍ୟାନେଲ ସରକାରଙ୍କ ସହ ଆଲୋଚନା କରିବାକୁ ସ୍ଥିର ହୋଇଛି। ବର୍ତ୍ତମାନ ଚାଷୀମାନେ ଏମଏସପି ବୃଦ୍ଧି ଏବଂ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ପ୍ରତିବାଦ ଜାରି ରଖିଛନ୍ତି।  […]

AMIT SAHA

AMIT SAHA

Tapas Behera
  • Published: Saturday, 04 December 2021
  • Updated: 04 December 2021, 07:27 PM IST

ନୂଆଦିଲ୍ଲୀ: ତିନୋଟି ନୂତନ କୃଷି ଆଇନକୁ ରଦ୍ଦ କରିବା ପାଇଁ ବର୍ଷେ ଧରି ଚାଲିଥିବା ଅଭିଯାନର ସଫଳତା ପରେ ବାକି ପ୍ରସଙ୍ଗରେ ଆଲୋଚନା ପାଇଁ ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାଷୀ ନେତାଙ୍କୁ ଆହ୍ୱାନ କରିଛନ୍ତି। ଏହି ଅବସରେ ଚାଷୀଙ୍କ ପକ୍ଷରୁ ୫ ଜଣିଆ ପ୍ୟାନେଲ ସରକାରଙ୍କ ସହ ଆଲୋଚନା କରିବାକୁ ସ୍ଥିର ହୋଇଛି। ବର୍ତ୍ତମାନ ଚାଷୀମାନେ ଏମଏସପି ବୃଦ୍ଧି ଏବଂ ଆନ୍ଦୋଳନକାରୀ ଚାଷୀଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ପାଇଁ ପ୍ରତିବାଦ ଜାରି ରଖିଛନ୍ତି।  ଚାଷୀ ନେତା ୟୁଧଭିର ସିଂଙ୍କ ଅନୁଯାୟୀ, ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଗତକାଲି ଚାଷୀ ନେତାଙ୍କୁ ଆହ୍ୱାନ କରିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ, କୃଷି ଆଇନକୁ ପ୍ରତ୍ୟାହାର କରିନିଆଯାଛି। ତେଣୁ  ଜାରି ରହିଥିବା ଆନ୍ଦୋଳନର ସମାଧାନ ପାଇଁ ସରକାର ଚାହୁଁଛନ୍ତି ।

ଏବାବଦରେ ଚାଷୀଙ୍କ ପକ୍ଷରୁ ଏକ କମିଟି ସରକାରଙ୍କ ସହ ଆଲୋଚନା ପାଇଁ ଅମିତ ଶାହ କହିଛନ୍ତି।  ତେଣୁ ଆମେ ଏବାବଦରେ ଏକ କମିଟି ଗଠନ କରିଛୁ ବୋଲି ଚାଷୀ ନେତା ୟୁଧଭିର ସିଂ କହିଛନ୍ତି। ଚାଷୀମାନଙ୍କର ବିଭିନ୍ନ ଦାବିକୁ ନେଇ ଡିସେମ୍ବର ୭ ତାରିଖରେ ସରକାରଙ୍କ ସହ ଆଲୋଚନା ପାଇଁ ସ୍ଥିର ହୋଇଥିବା ସେ କହିଛନ୍ତି। ଯଦି ଆଲୋଚନା ଫଳପ୍ରଦ ହୁଏ ତେବେ ଚାଷୀମାନେ ସୀମାରୁ ଆନ୍ଦୋଳନ ପ୍ରତ୍ୟାହାର କରିନେବେ ବୋଲି ସେ କହିଛନ୍ତି।

ସାମ୍ମ୍ୟୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏବିଷୟରେ ଆଲୋଚନା ହୋଇ ଏ ବିଷୟରେ ନିଷ୍ପତ୍ତି ହୋଇଛି। ବର୍ଷେ ହେଲା ଉକ୍ତ ସଙ୍ଗଠନର ନେତୃତ୍ୱରେ ଦିଲ୍ଲୀର ସିଂଘୁ ସୀମାରେ ଚାଷୀମାରନେ ଆନ୍ଦୋଳନ କରି ଆସୁଛନ୍ତି। ଚାଷୀନେତା ବଲବୀର ସିଂ ରାଜେୱାଲା, ଅଶୋକ ଧାୱଲେ, ଶିବ କୁମାର କାକା, ଗୁରମ ସିଂ ଏବଂ ୟୁଧଭିର ସିଂଙ୍କୁ ନେଇ ୫ ଜଣିଆ ସଦସ୍ୟ କମିଟି ଗଠନ କରାଯାଇଛି। ଏହି କମିଟି ସରକାରଙ୍କ ସହ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story