ଅମିତ ଶାହଙ୍କ ବଡ଼ ଘୋଷଣା: ବିଜେପି ଜିତିଲେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳର ନେତାମାନେ ସେତିକି ଉଦ୍ୟମ କରୁଛନ୍ତି। ଏହିକ୍ରମରେ ବିଜେପି ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ବଡ଼ ଘୋଷଣା କରିଛନ୍ତି। ବେଙ୍ଗଲକୁ ସୁନାର ବଙ୍ଗଳା କରିବା ବିଜେପିର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି। ବେଙ୍ଗଲରେ ବିଜେପିର ଶେଷ ପର୍ଯ୍ୟାୟ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ସେ କହିଛନ୍ତି, ଯଦି ବିଜେପି ଲୋକଙ୍କ ସମର୍ଥନ ପାଇ […]

amit-shah

amit-shah

Hemant Lenka
  • Published: Thursday, 18 February 2021
  • Updated: 18 February 2021, 04:53 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ରାଜନୀତିକ ଦଳର ନେତାମାନେ ସେତିକି ଉଦ୍ୟମ କରୁଛନ୍ତି। ଏହିକ୍ରମରେ ବିଜେପି ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ବଡ଼ ଘୋଷଣା କରିଛନ୍ତି। ବେଙ୍ଗଲକୁ ସୁନାର ବଙ୍ଗଳା କରିବା ବିଜେପିର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ବେଙ୍ଗଲରେ ବିଜେପିର ଶେଷ ପର୍ଯ୍ୟାୟ ପରିବର୍ତ୍ତନ ଯାତ୍ରାର ଶୁଭାରମ୍ଭ କରି ସେ କହିଛନ୍ତି, ଯଦି ବିଜେପି ଲୋକଙ୍କ ସମର୍ଥନ ପାଇ ସରକାର ଗଠନ କରିବ, ତା’ହେଲେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣର ବ୍ୟବସ୍ଥା କରାଯିବ। ସେହିପରି ସରକାରୀ କର୍ମଚାରୀଙ୍କୁ ୭ମ ବେତନ କମିଶନଙ୍କ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ। ଅମ୍ପାନ ବାତ୍ୟା ବେଳେ ଲୋକଙ୍କୁ ରିଲିଫ ବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିଲା। ତେଣୁ ବିଜେପି କ୍ଷମତାକୁ ଆସିଲେ, ନିଶ୍ଚିତ ଭାବେ ଏହାର ତଦନ୍ତ କରିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଦକ୍ଷିଣ ୨୪ ପ୍ରଗଣାରେ ଆୟୋଜିତ ରାଲିରେ ସେ ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ନାରା ମଧ୍ୟ ଦେଇଥିଲେ। ସେ କହିଛନ୍ତି, ବେଙ୍ଗଲକୁ ସୁନାର ବଙ୍ଗଳା କରିବା ପାଇଁ ବିଜେପି ନିର୍ବାଚନରେ ଲଢ଼େଇ କରୁଛି। ଏହି ଲଢ଼େଇ ଆମର ବୁଥ କର୍ମୀ ଓ ଟିଏମସିର କୂଟୀର ମଧ୍ୟରେ ହେବ।

କେବଳ ଯେ ମମତା ସରକାରଙ୍କୁ ହଟାଇ ଏଠାରେ ସରକାର ଗଠନ କରିବା ଆମର ଲକ୍ଷ୍ୟ ନୁହେଁ। ବର୍ତ୍ତମାନ ବେଙ୍ଗଲରେ ଜାରି ରହିଥିବା ପରିସ୍ଥିତିକୁ ବଦଳାଇବା ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି। ରାଜ୍ୟରେ ରହୁଥିବା ଗରିବ ଓ ମହିଳାମାନେ ଭୋଗୁଥିବା ସମସ୍ୟାକୁ ଦୂର କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଅମିତ ଶାହ ଓ ମମତା ବାନାର୍ଜୀ ଗୋଟିଏ ଜିଲ୍ଲାରେ ପ୍ରାୟ ଗୋଟିଏ ସମୟରେ ସାଧାରଣ ସଭା କରିଛନ୍ତି। ଆଜି ଶାହ ଦକ୍ଷିଣ ୨୪ ପ୍ରଗଣାରେ ସଭା କରିଛନ୍ତି। ମମତା ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ଦକ୍ଷିଣ ୨୪ ପ୍ରଗଣାରେ ରାଲି କରି ଲୋକଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story