ନକଲି ସୁନା ବିସ୍କୁଟ ଦେଇ ଅସଲି ସୁନା ହାର ନେଇଗଲେ

ମୁମ୍ବାଇ: ନକଲି ସୁନା ଦେଇ ଅସଲି ସୁନା ଲୁଟ। ଜଣେ ବ୍ୟକ୍ତି ଗୋଟିଏ ଗହଣା ଦୋକାନର ମାଲିକଙ୍କୁ ନକଲି ସୁନା ବିସ୍କୁଟ ଦେଇ ଅସଲି ସୁନାରେ ତିଆରି ଗୋଟିଏ ହାର ନେଇ ଯାଇଛନ୍ତି। ଏହି ହାରର ମୂଲ୍ୟ ୧୦ ଲକ୍ଷ ଟଙ୍କା। ସୁନା ବିସ୍କୁଟରେ ସୁନା ପାଣି ଦିଆଯାଇଥିଲେ ହେଁ ବ୍ୟକ୍ତି ଜଣଙ୍କ ସେଗୁଡ଼ିକୁ ଅସଲି ସୁନା ବୋଲି କହି ଠକେଇ କରିଛନ୍ତି। ନକଲି ସୁନା ବିସ୍କୁଟ ଦେଇ ହାର ନେଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ମୁମ୍ବାଇର […]

Gold

Gold

Hemant Lenka
  • Published: Thursday, 30 June 2022
  • Updated: 30 June 2022, 03:32 PM IST

Sports

Latest News

ମୁମ୍ବାଇ: ନକଲି ସୁନା ଦେଇ ଅସଲି ସୁନା ଲୁଟ। ଜଣେ ବ୍ୟକ୍ତି ଗୋଟିଏ ଗହଣା ଦୋକାନର ମାଲିକଙ୍କୁ ନକଲି ସୁନା ବିସ୍କୁଟ ଦେଇ ଅସଲି ସୁନାରେ ତିଆରି ଗୋଟିଏ ହାର ନେଇ ଯାଇଛନ୍ତି। ଏହି ହାରର ମୂଲ୍ୟ ୧୦ ଲକ୍ଷ ଟଙ୍କା। ସୁନା ବିସ୍କୁଟରେ ସୁନା ପାଣି ଦିଆଯାଇଥିଲେ ହେଁ ବ୍ୟକ୍ତି ଜଣଙ୍କ ସେଗୁଡ଼ିକୁ ଅସଲି ସୁନା ବୋଲି କହି ଠକେଇ କରିଛନ୍ତି। ନକଲି ସୁନା ବିସ୍କୁଟ ଦେଇ ହାର ନେଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ମୁମ୍ବାଇର ପାୟଡୋନି ପୁଲସି ଗିରଫ କରିଛି।

ପାୟଡୋନିରେ ଥିବା ଗୋଟିଏ ଗହଣା ଦୋକାନର ମାଲିକଙ୍କ ସହ ଏହି ଘଟଣା ଘଟିଛି। ଗହଣା ଦୋକାନକୁ ଜଣେ ବ୍ୟକ୍ତି ଗ୍ରାହକ ବେଶରେ ଆସିଥିଲେ। ଏହାପରେ ସେ ଦୋକାନୀ ମାଲିକଙ୍କୁ ପ୍ରଲୋଭିତ କରିଥିଲେ। ସେ ପ୍ରଥମେ ୨୦୦ ଗ୍ରାମ ଓଜନର ଗୋଟିଏ ୨୨ କ୍ୟାରେଟ ସୁନା ହାର ମାଗିଥିଲେ। ଏହା ବଦଳରେ ସେ ୨୦୦ ଗ୍ରାମ ଓଜନର ୨୪ କ୍ୟାରେଟ ସୁନା ବିସ୍କୁଟ ଦେବେ ବୋଲି ଦୋକାନୀଙ୍କୁ କହିଥିଲେ।

ଏହି ପ୍ରସ୍ତାବରେ ଅଧିକ ଲାଭ ଥିବାରୁ ଦୋକାନୀ ମାଲିକ ରାଜି ହୋଇ ଯାଇଥିଲେ। ହେଲେ ଦୋକାନ ଭିତରେ ଡିଲ୍‌ ହୋଇ ନଥିଲା। ଦୋକାନୀ ମାଲିକ ଓ ଗ୍ରାହକ ଜଣଙ୍କ ଯୋଜନା ଅନୁସାରେ ଗୋଟିଏ ନିଛାଟିଆ ସ୍ଥାନରେ ପରସ୍ପରକୁ ଭେଟିଥିଲେ। ଏହି ସ୍ଥାନରେ ବ୍ୟକ୍ତି ଜଣଙ୍କ ୪ଟି ନକଲି ସୁନା ବିସ୍କୁଟ ଦେଇ ଦୋକାନ ମାଲିକଙ୍କ ଠାରୁ ଅସଲି ସୁନାରେ ତିଆରି ହୋଇଥିବା ହାରକୁ ନେଇ ଯାଇଥିଲେ।

କିନ୍ତୁ ଦୋକାନୀ ଜଣଙ୍କ ଯେତେବେଳେ ବିସ୍କୁଟ ଗୁଡ଼ିକ ଯାଞ୍ଚ କରିଥିଲେ, ସେଗୁଡ଼ିକ ସୁନା ନୁହେଁ ବରଂ ରୁପା ବିସ୍କୁଟ ବୋଲି ଜାଣିବାକୁ ପାଇଥିଲେ। ଏହାପରେ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବାରୁ ପୁଲିସ ଗିରଫ ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କରିନାହିଁ। ଏହି ଘଟଣା ପଛରେ କେବଳ ଜଣେ ବ୍ୟକ୍ତି ରହିଛନ୍ତି ନା ପୂରା ରାକେଟ ସକ୍ରିୟ ରହିଛି, ତା’ର ଛାନଭିନ ପୁଲିସ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story