ଏୟାରପୋର୍ଟକୁ ଜଳ ଯୋଗାଣ ବନ୍ଦ କରିଦେଲେ ବିଧାୟକଙ୍କ ପୁଅ, ଜାଣନ୍ତୁ କାରଣ

ହାଇଦ୍ରାବାଦ: ତିରୁପତି ଏୟାରପୋର୍ଟ ଓ ଆବାସିକ କ୍ୱାର୍ଟର୍ସରେ ରହୁଥିବା କର୍ମଚାରୀମାନେ ଜଳ ଯୋଗାଣ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରେନିଗୁଣ୍ଠା ଏୟାରପୋର୍ଟ ମ୍ୟାନେଜର ସୁନୀଲ ଓ ତିରୁପତି ଡେପୁଟି ମେୟର ଅଭିନୟା ରେଡ୍ଡୀଙ୍କ ମଧ୍ୟରେ ଦେଖାଯାଇଥିବା ତିକ୍ତତା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଅଭିନୟା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ବିଧାୟକ ବି କରୁଣାକର ରେଡ୍ଡୀଙ୍କ ପୁଅ। ତେଣୁ ତାଙ୍କ ପୁଅ କ୍ଷମତାର ଅପବ୍ୟବହାର କରି ଏୟାରପୋର୍ଟକୁ ଜଳ ଯୋଗାଣକୁ ବନ୍ଦ କରି ଦେଇଛନ୍ତି। ମିଳିଥିବା ସୂଚନା […]

MLA

MLA

Hemant Lenka
  • Published: Thursday, 13 January 2022
  • Updated: 13 January 2022, 06:13 PM IST

Sports

Latest News

ହାଇଦ୍ରାବାଦ: ତିରୁପତି ଏୟାରପୋର୍ଟ ଓ ଆବାସିକ କ୍ୱାର୍ଟର୍ସରେ ରହୁଥିବା କର୍ମଚାରୀମାନେ ଜଳ ଯୋଗାଣ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ରେନିଗୁଣ୍ଠା ଏୟାରପୋର୍ଟ ମ୍ୟାନେଜର ସୁନୀଲ ଓ ତିରୁପତି ଡେପୁଟି ମେୟର ଅଭିନୟା ରେଡ୍ଡୀଙ୍କ ମଧ୍ୟରେ ଦେଖାଯାଇଥିବା ତିକ୍ତତା କାରଣରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ଅଭିନୟା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ବିଧାୟକ ବି କରୁଣାକର ରେଡ୍ଡୀଙ୍କ ପୁଅ। ତେଣୁ ତାଙ୍କ ପୁଅ କ୍ଷମତାର ଅପବ୍ୟବହାର କରି ଏୟାରପୋର୍ଟକୁ ଜଳ ଯୋଗାଣକୁ ବନ୍ଦ କରି ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏୟାରପୋର୍ଟରେ ପ୍ରବେଶ ପାଇଁ ଅଭିନୟା ଉଦ୍ୟମ କରିଥିଲେ। ହେଲେ ନିୟମର ଅନୁପାଳନ କରି କର୍ମଚାରୀମାନେ ତାଙ୍କୁ ପ୍ରବେଶ ପାଇଁ ଅନୁମତି ଦେଇ ନଥିଲେ।

ଏଥିଯୋଗୁ ସୁନୀଲ ଓ ଅଭିନୟାଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିନୟା ଏୟାରପୋର୍ଟକୁ ଜଳ ଯୋଗାଣ ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ତେବେ ଏଯାଏ ବିଧିବଦ୍ଧ ଭାବେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନି।

ବାପା ଓ ପୁଅ ଉଭୟ ଶାସନ ୱାଇଏସ୍‌ଆର କଂଗ୍ରେସର ନେତା। ତିରୁପତିର ରେନିଗୁଣ୍ଠା ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ପରିଚାଳନ କରିଥାଏ। ଚଳିତ ସପ୍ତାହରେ ଅଭିନୟା ଆନ୍ଧ୍ର ପ୍ରଦେଶ ମନ୍ତ୍ରୀ ବୋଟସା ସତ୍ୟନାରାୟଣଙ୍କୁ ସ୍ୱାଗତ କରିବାକୁ ଏୟାରପୋର୍ଟକୁ ଯାଇଥିଲେ।

ତେବେ ଏୟାରପୋର୍ଟ ମ୍ୟାନେଜର ସୁନୀଲ କରୋନା କଟକଣା ପାଇଁ ଅଭିନୟା ଓ ତାଙ୍କ ସହଯୋଗୀଙ୍କୁ ଭିତରକୁ ଛାଡ଼ି ନଥିଲେ। ଏହାକୁ ନେଇ ଏୟାରପୋର୍ଟ କର୍ମଚାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା।

ଏହି ଘଟଣାର କିଛି ଦିନ ପରେ ଏୟାରପୋର୍ଟ ଓ କର୍ମଚାରୀମାନେ ରହୁଥିବା ଆପାର୍ଟମେଣ୍ଟକୁ ହଠାତ୍‌ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଅଭିନୟା ପ୍ରତିଶୋଧ ନେବାକୁ ଏପରି କରିଥିବା କୁହାଯାଉଛି। ହେଲେ ପୌରପାଳିକା ଅଲଗା କଥା କହିଛି। ପାଇପଲାଇନରେ ଜାମ ହୋଇ ଯାଇଥିବାରୁ ଜଳ ଯୋଗାଣରେ ବିଭ୍ରାଟ ହୋଇଥିବା ଜଣେ ଅଧିକାରୀ କହିଛନ୍ତି।

ଘଟଣାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁତ୍ୱର ସହ ନେଇଛନ୍ତି। ସେ ନିଜେ ଘଟଣାର ସମୀକ୍ଷା କରିବେ ଓ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଏଥିସହ ଯାତ୍ରୀ ଓ ଏୟାରପୋର୍ଟ କର୍ମଚାରୀମାନେ ଯେମିତି ଆଗକୁ ଅସୁବିଧାର ସମ୍ମୁଖୀନ ନ ହେବେ, ସେନେଇ ମଧ୍ୟ ଶ୍ରୀ ସିନ୍ଧିଆ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story