ଆନ୍ଧ୍ରକୁ ମିଳିଲା ନୂଆ ମ୍ୟାପ୍, ଜିଲ୍ଲା ସଂଖ୍ୟା ଦୁଇ ଗୁଣ ବଢ଼ି ୨୬ ହେଲା

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ସୋମବାର ତା’ର ନୂଆ ପ୍ରଶାସନିକ ମାଚଚିତ୍ର ଜାରି କରିଛି। ଏହି ମ୍ୟାପ୍‌ ଅନୁଯାୟୀ ଆନ୍ଧ୍ରର ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି। ପୂର୍ବରୁ ଆନ୍ଧ୍ରରେ ମୋଟ ୧୩ଟି ଜିଲ୍ଲା ଥିଲା। କିନ୍ତୁ ଜଗନ ମୋହନ ରେଡ୍ଡୀ ସରକାର ସୋମବାର ଆଉ ୧୩ଟି ଛୋଟ ଛୋଟ ନୂଆ ଜିଲ୍ଲା ଗଠନ କରିଛନ୍ତି। ଏହାଦ୍ୱାରା ଉତ୍ତମ ଶାସନ ସହ ସରକାରୀ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଜଗନ ସରକାର ଆଶା କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ […]

AP

AP

Hemant Lenka
  • Published: Monday, 04 April 2022
  • Updated: 04 April 2022, 11:42 AM IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ସୋମବାର ତା’ର ନୂଆ ପ୍ରଶାସନିକ ମାଚଚିତ୍ର ଜାରି କରିଛି। ଏହି ମ୍ୟାପ୍‌ ଅନୁଯାୟୀ ଆନ୍ଧ୍ରର ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି। ପୂର୍ବରୁ ଆନ୍ଧ୍ରରେ ମୋଟ ୧୩ଟି ଜିଲ୍ଲା ଥିଲା। କିନ୍ତୁ ଜଗନ ମୋହନ ରେଡ୍ଡୀ ସରକାର ସୋମବାର ଆଉ ୧୩ଟି ଛୋଟ ଛୋଟ ନୂଆ ଜିଲ୍ଲା ଗଠନ କରିଛନ୍ତି। ଏହାଦ୍ୱାରା ଉତ୍ତମ ଶାସନ ସହ ସରକାରୀ ସେବା ଲୋକଙ୍କ ପାଖରେ ପହଞ୍ଚି ପାରିବ ବୋଲି ଜଗନ ସରକାର ଆଶା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଭିଡିଓ କନଫରେନ୍ସିଂ ଜରିଆରେ ନୂଆ ଜିଲ୍ଲାଗୁଡ଼ିକୁ ଲଞ୍ଚ କରିଛନ୍ତି। ବୈଦିକ ପଣ୍ଡିତ ଧାର୍ଯ୍ୟ କରିଥିବା ସମୟ ଅନୁସାରେ ହିଁ ନୂଆ ଜିଲ୍ଲାଗୁଡ଼ିକୁ ଲଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, “ନୂଆ ଜିଲ୍ଲାଗୁଡ଼ିକ ଗଠନ ହେବାର ଅର୍ଥ ଏଣିକି ସବୁ ଅଞ୍ଚଳର ବିକାଶ ଠିକ୍ ଭାବେ ହୋଇପାରିବ। ସମସ୍ତଙ୍କ ପାଖରେ ସବୁ ସରକାରୀ ସେବା ପହଞ୍ଚି ପାରିବ।”

ପୂର୍ବରୁ ଜଗନ ସରକାର ଗାଁ ସଚିବାଳୟ ଗଠନ କରିବେ ବୋଲି ମଧ୍ୟ ଘୋଷଣା କରିଥିଲେ। ଏ ସଂକ୍ରାନ୍ତ ବିଲ୍ ମଧ୍ୟ ସରକାର ଆଣିଛନ୍ତି। ୨୦୧୯ ବିଧାନସଭା ନିର୍ବାଚନର ପ୍ରଚାର ବେଳେ ରାଜ୍ୟରେ ଥିବା ୨୫ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ଗୋଟିଏ ଲେଖାଏ ଜିଲ୍ଲାରେ ପରିଣତ କରାଯିବ ବୋଲି ଜଗନ ମୋହନ ପ୍ରତିଶ୍ରୁତି ଦେଇଥିଲେ। ଏବେ ଏହି ପ୍ରତିଶ୍ରୁତି ମୁତାବକ ଜଗନ ସରକାର ୨୬ଟି ଜିଲ୍ଲା ଗଠନ କରିଛନ୍ତି।

ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଛୋଟ ଛୋଟ ଜିଲ୍ଲା ଗଠନ ହେବା ଦ୍ୱାରା ଜିଲ୍ଲା ମୁଖ୍ୟାଳୟରୁ ଉପାନ୍ତ ଓ ସୀମାନ୍ତ ଗାଁ ମଧ୍ୟରେ ଥିବା ଦୂରତା ହ୍ରାସ ପାଇବ। ଜିଲ୍ଲା ପ୍ରଶାସନ ଲୋକଙ୍କର ଅଧିକ ନିକଟବର୍ତ୍ତୀ ହୋଇପାରିବ। ସରକାର ଲୋକଙ୍କ ନିକଟବର୍ତ୍ତୀ ହେବାଦ୍ୱାରା ଉତ୍ତରଦାୟିତ୍ୱ ବଢ଼ିବ।

ଜିଲ୍ଲା ପୁଲିସ୍‌ ଅଫିସର ଓ ସମସ୍ତ ଅନ୍ୟ ସରକାରୀ ବିଭାଗ ଜିଲ୍ଲା ମଧ୍ୟରେ ରହିବ। ପୂର୍ବରୁ ଲୋକମାନେ ବହୁ ବାଟ ଅତିକ୍ରମ କରି ସେମାନଙ୍କ କାମ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ଆସୁଥିଲେ। ହେଲେ ଏବେ ଲୋକଙ୍କ ହାତ ପାଆନ୍ତାରେ ଜିଲ୍ଲା ମୁଖ୍ୟାଳୟ ଓ ଅନ୍ୟ ଅଫିସ ସବୁ ଉପଲବ୍ଧ ହେବ।”

ନୂଆ ଜିଲ୍ଲାଗୁଡ଼ିକ ପାଇଁ ଜଗନ ମୋହନ ସରକାର ଆଇଏଏସ ଓ ଆଇପିଏସ ଅଧିକାରମାନଙ୍କୁ ମଧ୍ୟ ନିଯୁକ୍ତ କରିଛନ୍ତି। ଜିଲ୍ଲାପାଳ ଓ ଏସପିମାନେ ମଧ୍ୟ ଆଜିଠାରୁ ସେମାନଙ୍କ କାମ ନୂଆ ଜିଲ୍ଲାଗୁଡ଼ିକରେ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story