ବିରୋଧ ସତ୍ତ୍ୱେ ଧର୍ମାନ୍ତରୀକରଣ ନିରୋଧ ବିଲ୍‌ ପାସ୍‌

ବେଙ୍ଗାଲୁରୁ: ପ୍ରବଳ ହଙ୍ଗାମା ଓ ଧାରଣା ଭିତରେ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି ବିବଦାୟୀ ଧର୍ମାନ୍ତୀକରଣ ନିରୋଧ ବିଲ୍‌। ଏହି ବିଲ୍‌ରେ ଧର୍ମାନ୍ତୀକରଣ କରୁଥିବା ଲୋକଙ୍କୁ ଜେଲଦଣ୍ଡ ସହ ଲକ୍ଷାଧିକ ଟଙ୍କାର ଜୋରିମାନା ଦେବାର ପ୍ରାବଧାନ ରହିଛି। ତେବେ ଏହାକୁ କଂଗ୍ରେସ, ଜେଡିଏସ୍ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ଜୋରଦାର ବିରୋଧ କରୁଛନ୍ତି। ବିଲ୍‌ ବିରୋଧରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି। The Karnataka Right to Freedom of Religion Bill, 2021 ବା […]

Bill

Bill

Hemant Lenka
  • Published: Thursday, 23 December 2021
  • Updated: 23 December 2021, 06:45 PM IST

ବେଙ୍ଗାଲୁରୁ: ପ୍ରବଳ ହଙ୍ଗାମା ଓ ଧାରଣା ଭିତରେ ଆଜି କର୍ଣ୍ଣାଟକା ବିଧାନସଭାରେ ପାରିତ ହୋଇଛି ବିବଦାୟୀ ଧର୍ମାନ୍ତୀକରଣ ନିରୋଧ ବିଲ୍‌। ଏହି ବିଲ୍‌ରେ ଧର୍ମାନ୍ତୀକରଣ କରୁଥିବା ଲୋକଙ୍କୁ ଜେଲଦଣ୍ଡ ସହ ଲକ୍ଷାଧିକ ଟଙ୍କାର ଜୋରିମାନା ଦେବାର ପ୍ରାବଧାନ ରହିଛି। ତେବେ ଏହାକୁ କଂଗ୍ରେସ, ଜେଡିଏସ୍ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ଜୋରଦାର ବିରୋଧ କରୁଛନ୍ତି। ବିଲ୍‌ ବିରୋଧରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି।

The Karnataka Right to Freedom of Religion Bill, 2021 ବା ଧର୍ମାନ୍ତରୀକରଣ ବିଲକୁ ନେଇ ପୂରା ରାଜ୍ୟରେ ହଟଚମଟ ଦେଖାଦେଇଛି। ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନଙ୍କୁ ଅଯଥାରେ ହଇରାଣ କରିବା ପାଇଁ ଏପରି ବିଲ୍‌ ଅଣାଯାଇଛି ବୋଲି ବିଭିନ୍ନ ମହଲରେ କୁହାଯାଉଛି।

କିନ୍ତୁ ଆଇନ ମନ୍ତ୍ରୀ ଜେସି ମଧୁ ସ୍ୱାମୀ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ସମସ୍ତ ଧର୍ମରେ ଚାଲିଥିବା ବେଆଇନ ଧର୍ମାନ୍ତରୀକରଣ କାମକୁ ରୋକିବାକୁ ଏହି ବିଲ୍‌ ଅଣାଯାଇଛି। ସମସ୍ତ ଧର୍ମର ସୁରକ୍ଷା ଏହି ବିଲ୍‌ ଦ୍ୱାରା ହୋଇପାରିବ। ଏହା କେବଳ ସଂଖ୍ୟାଲଘୁ କିମ୍ବା ସଂଖ୍ୟା ଗରିଷ୍ଠ ଧର୍ମର ପ୍ରସଙ୍ଗ ନୁହେଁ।

ଯଦି କେହି ଧର୍ମ ବଦଳାଇବାକୁ ଚାହୁଁଛନ୍ତି, ତା’ହେଲେ ସେ ସ୍ୱେଚ୍ଛାକୃତ ଭାବେ ଏପରି କରିପାରିବେ। ଏଥିପାଇଁ କେବଳ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଆଗରୁ ଅବଗତ କରାଇବାକୁ ପଡ଼ିବ। କିନ୍ତୁ ବଳ ପୂର୍ବକ କିମ୍ବା ପ୍ରଲୋଭିତ କରି ଧର୍ମ ବଦଳାଇବାକୁ ଘଟଣାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ। ସମ୍ବିଧାନରେ ଥିବା ପ୍ରାବଧାନକୁ ଦୃଷ୍ଟିରେ ରଖି ଏହି ବିଲ୍‌ ପ୍ରସ୍ତୁତ କରାଯାଇଛି। ଧର୍ମ ପରବିର୍ତ୍ତନକୁ ସମ୍ବିଧାନରେ ବେଆଇନ କୁହାଯାଇଥିଲେ ହେଁ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନାହିଁ। ତେଣୁ କର୍ଣ୍ଣାଟକା ସରକାର ଦଣ୍ଡ ଦେବାର ବ୍ୟବସ୍ଥା କରିଥିବା ସେ କହିଛନ୍ତି।

ବିଧାନସଭାର ବିରୋଧୀ ଦଳ ନେତା ସିଦ୍ଧରମୈୟା କହିଛନ୍ତି, କେହି ବି ପ୍ରଲୋଭିତ ହୋଇ ଧର୍ମ ପରିବର୍ତ୍ତନ କରୁନାହାନ୍ତି। ରାଜ୍ୟରେ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ବଢ଼ୁଥିବା ଅଭିଯୋଗ କରି ସରକାର ଏପରି ଏକ ବିଲ ଆଣିଛନ୍ତି। ବାରମ୍ବାର ଏବେ ବିଭିନ୍ନ ଚର୍ଚ୍ଚ ଓ ଖ୍ରୀଷ୍ଟ ଧର୍ମର ପ୍ରତିଷ୍ଠାନରେ ଆକ୍ରମଣ କରାଯାଉଛି। ଏପରି ଏକ ବିଲ ଏହି ଘଟଣାକୁ ଆହୁରି ବଢ଼ାଇବ।

୨୦୦୧ରେ ରାଜ୍ୟରେ ୮୩.୮୬% ହିନ୍ଦୁ, ୧୨.୩% ମୁସଲିମ ଓ ୧.୯୧% ଖ୍ରୀଷ୍ଟିୟାନ ରହିଥିଲେ। ୨୦୧୧ ଜନଗଣନା ସମୟରେ ହିନ୍ଦୁଙ୍କ ସହଖ୍ୟା ୮୪%, ୧୨.୯୨% ମୁସଲିମ ଓ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ୧.୮୭% ରହିଥିଲା। କେଉଁଠି ହିନ୍ଦୁ ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି? କେବଳ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ହ୍ରାସ ପାଇଥିବା ସେ କହିଛନ୍ତି।

ବିଧାନସଭାରେ ପାରିତ ହୋଇଥିବା ବିଲରେ ଧର୍ମ ବଦଳାଇବା କାମରେ ଥିବା ଲୋକଙ୍କ ବିରୋଧରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ସାଧାରଣ ବର୍ଗଙ୍କ କ୍ଷେତ୍ରରେ ଧର୍ମ ପରିବର୍ତ୍ତନ କରାଇଲେ ଜଣେ ବ୍ୟକ୍ତିଙ୍କୁ ୩ରୁ ୫ ବର୍ଷ ଜେଲ ଦଣ୍ଡ ସହ ୨୫ ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ।

ତେବେ ନାବାଳିକା/ନାବାଳକ, ମହିଳା, ଏସ୍‌ସି/ଏସ୍‌ଟି ସଂପ୍ରଦାୟର ଲୋକମାନଙ୍କ ଧର୍ମ ବଦଳାଇଲେ ୩ରୁ ୧୦ ବର୍ଷ ଜେଲଦଣ୍ଡ ଏବଂ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ଯଦି ସ୍ୱେଚ୍ଛାକୃତ ଭାବେ କିଏ ଧର୍ମ ବଦଳାଇବ, ତା’ହେଲେ କୌଣସି ଦଣ୍ଡ ଦିଆଯିବନି। କେବଳ ଏଥିପାଇଁ ପ୍ରକ୍ରିୟାକୁ ଅନୁପାଳନ କରିବାକୁ ହେବ। ବେଆଇନ ଧର୍ମ ପରିବର୍ତ୍ତନ ପାଇଁ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story