କରୋନା ବିରୋଧୀ ଲଢ଼େଇ ହେବ ଜୋରଦାର, ସେନାକୁ ମିଳିଲା ସ୍ୱତନ୍ତ୍ର କ୍ଷମତା

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରିବା ପାଇଁ ଦେଶର ସଶସ୍ତ୍ର ବଳକୁ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ସେନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସମସ୍ତଙ୍କ ପ୍ରକାରର ଆର୍ଥିକ କ୍ଷମତା ପ୍ରଦାନ କରିଛି। ଏବେ ସେନା ବାହିନୀ କରୋନା ପାଇଁ ଆବଶ୍ୟକ କ୍ୱାରେଣ୍ଟାଇନ ସେଣ୍ଟର, ହସ୍ପିଟାଲ, ଆବଶ୍ୟକ ଉପକରଣ, ମରାମତି କାମ ଇତ୍ୟାଦି ଜରୁରୀ କାଳୀନ ଭତ୍ତିରେ ସମସ୍ତ ପଦକ୍ଷେପ ନେଇପାରିବ। ସେନା […]

Armd-Froce

Armd-Froce

Hemant Lenka
  • Published: Friday, 30 April 2021
  • Updated: 30 April 2021, 09:39 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସହ ଲଢ଼େଇ କରିବା ପାଇଁ ଦେଶର ସଶସ୍ତ୍ର ବଳକୁ ସ୍ୱତନ୍ତ୍ର ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ସେନାକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସମସ୍ତଙ୍କ ପ୍ରକାରର ଆର୍ଥିକ କ୍ଷମତା ପ୍ରଦାନ କରିଛି। ଏବେ ସେନା ବାହିନୀ କରୋନା ପାଇଁ ଆବଶ୍ୟକ କ୍ୱାରେଣ୍ଟାଇନ ସେଣ୍ଟର, ହସ୍ପିଟାଲ, ଆବଶ୍ୟକ ଉପକରଣ, ମରାମତି କାମ ଇତ୍ୟାଦି ଜରୁରୀ କାଳୀନ ଭତ୍ତିରେ ସମସ୍ତ ପଦକ୍ଷେପ ନେଇପାରିବ। ସେନା କରୋନା ସଂକ୍ରମଣଙ୍କ ପାଇଁ ହସ୍ପିଟାଲଟ ପ୍ରତିଷ୍ଠା କରି ଏହାକୁ ଚଳାଇ ମଧ୍ୟ ପାରିବ।

ଏ ସମ୍ପର୍କରେ ଘୋଷଣା କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ କରିଛି ଯେ ସଶସ୍ତ୍ର ବଳକୁ ଅଧିକ ସଶକ୍ତୀକରଣ ଓ ଦେଶବ୍ୟାପୀ ସେମାନେ କରୋନା ବିରୋଧରେ କରୁଥିବା ଲଢ଼େଇକୁ ଜୋରଦାର କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱତନ୍ତ୍ର ପ୍ରୋଭିଜନର ବ୍ୟବହାର କରିଛନ୍ତି। ଏହାକୁ ବ୍ୟବହାର କରି ସଶସ୍ତ୍ର ବଳକୁ ଜରୁରୀ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ଏହା ଅଧୀନରେ କର୍ପସ କମାଣ୍ଡର କିମ୍ବା ଏରିଆ କମାଣ୍ଡରଙ୍କୁ ପ୍ରତ୍ୟେକ ମାମଲାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷମତା ଓ ଡିଭିଜନ୍ କମାଣ୍ଡର/ସବ୍ ଏରିଆ କମାଣ୍ଡରଙ୍କୁ ୨୦ ଲକ୍ଷ ଟଙ୍କାର ଜରୁରୀ କାଳୀନ କ୍ଷମତା ଦିଆଯାଇଛି। ଏହି ଅର୍ଥରେ ସେମାନେ କୋଭିଡ କ୍ୱାରେଣ୍ଟାନ ଓ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିପାରିବେ।

ଏହି ନିୟମ ମେ’ ୧ରୁ ୩ ମାସ ଅର୍ଥାତ ଜୁଲାଇ ଶେଷ ଯାଏ କାର୍ଯ୍ୟକାରୀ ହେବ। ସଶସ୍ତ୍ର ବଳର ମେଡିକାଲ ଅଫିସରଙ୍କୁ ଗତ ସପ୍ତାହରେ ଦିଆଯାଇଥିବା ଜରୁରୀ କ୍ଷମତା ବାହାରେ ଏହି ନିୟମ ଲାଗୁ ହେବ। ଗତବର୍ଷ ମଧ୍ୟ କରୋନାର ପ୍ରଥମ ଲହର ସହ ଲଢ଼େଇ କରିବାକୁ ସେନାକୁ ଏପରି ସ୍ୱତନ୍ତ୍ର କ୍ଷମତା ଦିଆଯାଇଥିଲା।

ସୂଚନାଯୋଗ୍ୟ, ମାସେ ହେଲାଣି ୩ ସେନାର ଯବାନ ଭାରତର କରୋନା ଲଢ଼େଇରେ ସହାୟତା କରି ଆସୁଛନ୍ତି। ଡିଆରଡିଓ ପକ୍ଷରୁ ଦିଲ୍ଲୀ, ଲକ୍ଷ୍ନୌ ଓ ଦେଶର ବିଭିନ୍ନ ପ୍ରାନ୍ତରେ କରୋନା ଆକ୍ରାନ୍ତଙ୍କ ପାଇଁ ଆଇସଲେସନ ଓ ଚିକିତ୍ସା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏବେ ସ୍ୱତନ୍ତ୍ର କ୍ଷମତା ମିଳିଥିବାରୁ ଆଗକୁ ସଶସ୍ତ୍ର ବଳ ଅଧିକ କ୍ୱାରେଣ୍ଟାଇନ ଓ ହସ୍ପିଟାଲ ପ୍ରତିଷ୍ଠା କରି ଲୋକଙ୍କ ଚିକିତ୍ସା କରିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story